Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଅନାସ୍ଥା କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ସବଳ ନିର୍ମମେ ଶୋଷେ ଦୁର୍ବଳ ଶୋଣିତ ପଦ ଦଳିତ କରିଛି ଏମାନଙ୍କୁ ଦୃପ୍ତ ।। ସମାଜର ମେରୁଦଣ୍ଡ ହେଲେହେଁ କୃଷକ ବୁଭୁକ୍ଷା-ବିଦେବ ଗ୍ରାସେ ବିଲୁପ୍ତ ବିବେକ ।। ବ୍ୟାଧି ଦୈତ୍ୟ ଅପଘନେ ଆକ୍ରମଣ ...
ଦେବଦତ୍ତ ମିଶ୍ର କେଉଁଠି ସରିଛି ରାସ୍ତା ଆଉ ବା କେତେ ଦୂର ବାକି ? ମୁକ୍ତି ଆଉ କେଇ ପାଦ , ନିର୍ବାଣକୁ ଆଖି ପାଉଛି କି ? ମୋହଭଙ୍ଗ ପାଇଁ ଚାଲିବା ତ ନିହାତି ଜରୁରି ସମୟକୁ ପଛ କରି ନିର୍ଜୀବକୁ କାନ୍ଧେ ଧରି ମୁଠାଏ ସୋରିଷ ଆଶାରେ କିଛି ନ ...
ବର୍ଷା ତୁମେ ଆସନ୍ତ କି ଅଦିନରେ ଗୋଟେ ଦିନ ପାଇଁ ଶୀତଳ ସମୀର ସଙ୍ଗେ ତୁହା ତୁହା ବର୍ଷା ବିନ୍ଦୁ ନେଇ ଗୋଟେ ଛତାତଳେ ଚାଲିଥାନ୍ତେ ଆମେ ଦୁଇ ପ୍ରେମପକ୍ଷୀ ଦୁଇ ପାପୁଲିକୁ ଛନ୍ଦି ଦୁଇ ଦେହ ହେଇ ପାଖା ପାଖି ପ୍ରେମର ଖସଡ଼ା ପଥେ ପାଦ ଚିପି ...
ସେହି ସ୍ମୃତି କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ସେ ଦିନ ସନ୍ଧ୍ୟା ସମୟେ ସେଇ ରମ୍ୟସ୍ଥଳେ ସୀମନ୍ତିନୀ ସୋହାଗିନୀ ବହୁ ସ୍ନେହ ଭରେ ।। ସରସିଜ-ସୁକୋମଳ-ଚାମୀକର କରେ ସୁମନସ ହାର ଘେନି ଦେଇଥିଲା ଗଳେ ।। ସୁଶୀତଳ ସୁମଧୁର ରଜତ ରାତ୍ରିରେ ...
ତପନ କୁମାର ସ୍ୱାଇଁ ଛୁଟି ଦିନେ ଆଜି କୁଆଡ଼େ ଯାଉଛୁ ଅଜା ପଚାରିଲେ ମାମାକୁ, ସଜବାଜ ହୋଇ ବାହାରିଛୁ କାହିଁ ପିନ୍ଧି ତୋର ନୂଆ ଜାମାକୁ । । ହସି ହସି ମାମା କହିଲା ଅଜାଙ୍କୁ ଜାଣିନକି ଆଜି କଅଣ, ପ୍ରତ୍ୟେକ ଓଡ଼ିଆ ଆଜି ଦିନଟିକୁ କରୁଛନ୍ତି ପରା ...
ଖାଲି ଟିକେ ଭୋକ ପାଇଁ ... ବ୍ରହ୍ମାନନ୍ଦ ସ୍ୱାଇଁ ଆଖିରେ ତା’ ତୁମେ ଦେଖି ନାହଁ କିବା- ସରଳ, ନିରୀହ, ବିଶ୍ୱାସ ଆଉ ଭରସାର ସେଇ ସଜଫୁଟା ଟିକି ଫୁଲ...?? ମତଲବୀ ତୁମ କୁଟିଳ ମନର ଛଳୁଆ କଥାରେ ହେଉଥିଲା ଯାହା ତୁଚ୍ଛାଟାରେ ଝଲ ମଲ... ନାଲି ...
ଉପସ୍ଥିତ ଲିପିକା ଦାଶ ଅନ୍ଧକାରର ଅନ୍ଧାର ଭିତରେ ଜହ୍ନ ଆଲୁଅଟେ ପରି ସେମିତି ଆଲୋକିତ କରେ ସାରା ସଂସାରକୁ କେବେ ଅଣଦେଖା ତ କେବେ ଅପରିଚିତା ଆବଶ୍ୟକ ପଡିଲେ ଦରକାରୀ ସାଜେତ ...
ରୋମାଣ୍ଟିକ କବି ମାୟାଧର ମାନସିଂହ ପ୍ରେମ ସେ କିପରି କଥା,କିବା ସଂଜ୍ଞା ତାର ? କିପରି ହୁଅଇ ତା'ର ପ୍ରାଣରେ ସଞ୍ଚାର ? କିବା ସଂଜ୍ଞା ଦେବି ପ୍ରିୟେ ? ବିଶ୍ଵ-ଆକର୍ଷଣ ପ୍ରେମ ନାମ ପରିପୂର୍ଣ୍ଣ ଆତ୍ମ-ସମର୍ପଣ । ତରୁଣ ତରୁଣୀ ପ୍ରାଣ ଏହି ...
ରୋମାଣ୍ଟିକ କବି ମାୟାଧର ମାନସିଂହ ପ୍ରଣୟୀ ହେ ତବ ମୋହନ ବଂଶୀ ଆଜି ମରମରେ ପଶି ଉନ୍ମାଦ କରେ ପ୍ରାଣ, କିବା ଛାଡ଼ି, କେଉଁ ସାଜେ ବା ଶରୀର ସାଜି କାହିଁ ଯିବି ଅବା, ନାହିଁ ମୋର କିଛି ଜ୍ଞାନ ।୧। ତୁମେ ମୋର କିଏ ସ୍ପଷ୍ଟ ଧାରଣା ନାହିଁ, କାହିଁ ...
!! ବିନିଦ୍ର ରଜନୀ !! କେଉଁଠୁ ଲେଖିବି କାହାକୁ ଲେଖିବି ଶବ୍ଦ ଆଜି ମିଳେ ନାହିଁ ତୁମେ ଗଲା ପରେ ଲେଖନୀ ସାଥିରେ ଯାଇଛି ଅପଡ ହୋଇ। ତୁମେ ଥିଲ ଯେବେ ସାଗରେ ସଙ୍ଗମ ଆକାଶର ଦିଶି ଯାଏ ତୁମେ ନାହଁ ବୋଲି ଶ୍ରାବଣେ ଧରଣୀ ...
ଅଶ୍ଵିନୀ କୁମାର ମିଶ୍ର ମତେ ଭୋକ ଲାଗେ ଯେଉଁ ଭାଷାରେ ଆହାର ମାଗିଲେ କ୍ଷତି କ’ଣ ? ପେଟ ପୁରାଇବାକୁ ମାତୃଭାଷା କ’ଣ ଅତି ଜରୁରୀ ? ହୁଏତ ଜେନ ଓଡିଆଣୀ ମତେ ଶୁଣି ନ ପାରେ ଅଣଓଡିଆଣୀଟିଏ ବଢ଼େଇ ଦେଇପାରେ ଖାଦ୍ୟ, ସେଠି ମୁଁ ଓଡିଆ ରନ୍ଧାର ସ୍ଵାଦ ...
#ଶକ୍ତିଶାଳୀ ପଞ୍ଚଭୂଜ ଜୀବନର ଖୁସି ମିଳେ ଯାହା ପାଖେ, ସେପରି ସାଂଗ କୁ ଏ ଆଖି ଖୋଜେ। ସାଂଗ ବିନା ଅଟେ ଜୀବନ ଅଧୂରା, ସାଂଗ ବୁହାଇ ଦେ ହସଖୁସିର ଯେ ଧାରା। ପିମ୍ପୁଡ଼ି ପରିକା ପରିଶ୍ରମୀ ସିଏ, ଜୀବନର ଯାତ୍ରେ ଖୁସି ଭରି ଦିଏ। କ୍ରୋଧ, ...
~~~~~~~~ ( ଉଷାରାଣୀ ପଣ୍ଡା ) ଦୁର୍ଗତି ନାଶିନୀ ଅଭୟଦାୟିନୀ ବିଜେ ହେବେଧରା ପରେ ଫେଡିବେ ଯାତନା ଭରିବେ କାମନା ଶୁଭାଶିଷ ଢାଳି ଶିରେ । ଶରତ ଋତୁରେ ପୂଜା ମଣ୍ଡପରେ ଶୁଭଲଗ୍ନେ ହୋଇ ଉଭା ଶୈଳପୁତ୍ରୀ ବେଶେ ପ୍ରଥମ ଦିବସେ ପୀଠରେ ଦିଶିବେ ...
ଜନ୍ମ,ମାୟା ଓ ମୃତ୍ୟୁ କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ଘଟ ମଧ୍ୟେ କେହି ଜଣେ ଢାଳିଲା ଜୀବନ କଳ କଳ ଗାଇ ବହେ ଝରଣା ଯେସନ ।। ଝର ଝର ଅଳ୍ପ ଶବ୍ଦ କର୍ଣ୍ଣକୁ ଶୁଭିଲା ନିଦ୍ରାସକ୍ତ ଯେଣୁ ଥିଲି ଜଣା ନ ପଡ଼ିଲା ।। କିଏ ସେହି ? କି କାରଣେ ...