pratilipi-logo ପ୍ରତିଲିପି
ଓଡିଆ

Who are we?

ପ୍ରତିଲିପି ବିଷୟରେ :

ପ୍ରତିଲିପି ଭାରତର ସବୁଠାରୁ ବଡ଼ କାହାଣୀ ପ୍ରକାଶନ ମଞ୍ଚ। ଆପଣ ବିନା କୌଣସି ଦେୟରେ ୧୨ ଟି ଭାଷାରେ କାହାଣୀ,କବିତା ତଥା ପ୍ରବନ୍ଧ ପ୍ରକାଶ କରି ପାରିବେ ତଥା ପଢ଼ି ପାରିବେ।

ଭାରତର ୪୦ କୋଟି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ନିକଟରେ ନିଜର ମାତୃଭାଷାରେ ଲେଖା ପହଞ୍ଚାଇବା ତଥା ଆପଣଙ୍କୁ ନିଜ ଭାଷାରେ ଲେଖା ପ୍ରକାଶ ର ସୁବିଧା ପ୍ରଦାନ କରିବା ଆମର ଲକ୍ଷ୍ୟ।  

ପ୍ରତିଲିପି କାହାଣୀ ପ୍ରକାଶନ ଆପ୍ଲିକେସନ୍ -ପ୍ରତିଲିପି ବର୍ତ୍ତମାନ ଭାରତର ୧୨ ଟି ଭାଷାରେ ୩ ଲକ୍ଷ ରୁ ଅଧିକ ଲେଖକ ତଥା ୨୫ କୋଟି ରୁ ଅଧିକ ମାସିକ ପାଠକ ମାନଙ୍କର ଏକ ସୁଦୃଢ ପରିବାର।

ପ୍ରତିଲିପି ର ଅଡ଼ିଓ କାହାଣୀ ଗୁଡିକ ପ୍ରତିଲିପି FM ଆପ୍ଲିକେସନ୍ ରେ ଉପଲବ୍ଧ । ଏଥିରେ ଆପଣ ୧୦ ହଜାର ରୁ ଅଧିକ ଅଡ଼ିଓ କାହାଣୀ, ପଡକାଷ୍ଟ୍ ଓ ଲୋକ ଗୀତ ମାସିକ ୩ ଲକ୍ଷ ରୁ ଅଧିକ ଶ୍ରୋତା ମାନଙ୍କ ସହିତ ମିଶିକରି ଶୁଣି ପାରିବେ।

ପ୍ରତିଲିପି କମିକ୍ସ ଭାରତର ସବୁଠାରୁ ବଡ କମିକ୍ସ ଭଣ୍ଡାର ଯେଉଁଥିରେ ଏହା ହିନ୍ଦୀ ଭାଷାରେ ଉପଲବ୍ଧ । ମାସିକ ୫ ଲକ୍ଷ ରୁ ଅଧିକ ପାଠକ ଏହାକୁ ପଢ଼ୁଆଛନ୍ତି ।

 

ପ୍ରତିଲିପି ର ଅର୍ଥ :  

ସଂସ୍କୃତ ରେ ପ୍ରତିଲିପି ର ଅର୍ଥ "ନକଲ" ବା କପି। ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଆମେ ଯେଉଁ ସବୁ ବହି ପଢି ଥାଉ ଜଣା ଅଜାଣତରେ ଆମେ ଏହାର ଏକ ଅଙ୍ଗ ପାଲଟି ଯାଉ। ତେଣୁ କୁହାଯାଏ " ସାହିତ୍ୟ ସମାଜର ଦର୍ପଣ ସଦୃଶ"

 

ପ୍ରତିଲିପି ଭାଷାରେ କେଉଁ କେଉଁ  ଉପଲବ୍ଧ ?

ପ୍ରତିଲିପି ରେ ଆପଣ ହିନ୍ଦୀ,ଇଂରାଜୀ,ମରାଠୀ,ଓଡ଼ିଆ,ପଞ୍ଜାବୀ,ଉର୍ଦ୍ଧୁ,ତେଲୁଗୁ,ତାମିଲ,କନ୍ନଡ଼,ମାଲାୟଲମ୍,ଗୁଜୁରାତି ଓ ବେଙ୍ଗଲୀ ଭଳି ୧୨ ଟି ଭାଷାରେ ଲେଖା ପ୍ରକାଶ କରିବା ସହିତ ପଢ଼ି ପାରିବେ। ଅନ୍ୟାନ୍ୟ ଭାରତୀୟ ଭାଷାରେ ଏହାକୁ ଆମେ ବହୁତ୍ ଜଲଦି ଉପଲବ୍ଧ କରିବାକୁ ଯାଉଅଛୁ।

 

ଆମର ପରିଚୟ ?

ଆମେ ସାହିତ୍ୟ, କଳା ଓ ସଂସ୍କୃତି ରେ ରୁଚି ରଖୁଥିବା ୮୦ ଜଣ ଆଗ୍ରହୀ ଇଞ୍ଜିନିୟର ତଥା ଲେଖକ ମାନଙ୍କର ଦଳ ଅଟୁ। ବାଙ୍ଗାଲୋର ଠାରୁ ଆମ କାର୍ଯ୍ୟକ୍ଷେତ୍ରରୁ ଆମେ ଆପଣଙ୍କୁ ଲେଖା ଓ ସାହିତ୍ୟ ମାଧ୍ୟମରେ ଯୋଡିବାକୁ ସର୍ବଦା କାର୍ଯ୍ୟରତ। ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ଟେକ୍ ମାଧ୍ୟମରେ ଆମେ ଆପଣଙ୍କ ଲେଖା ପ୍ରକାଶନ କୁ ସରଳ କରିବାକୁ ଚେଷ୍ଟା କରୁଅଛୁ।

 

କେମିତି ପ୍ରତିଲିପି ସହିତ ଜଡ଼ିତ ହେବେ ?

ଯଦି ଆପଣ ଜଣେ ପାଠକ :

ଆପଣ ଆମର ଆଣ୍ଡ୍ର ୟାଡ ଆପ କିମ୍ୱା ୱେବସାଇଟ ରେ ନିଜର ଇମେଲ୍ ଦ୍ଵାରା ସାଇନ୍ ଅପ୍ କରି ପ୍ରତିଦିନ ହଜାର ହଜାର ଲେଖା ପଢ଼ି ପାରିବେ। ଏହାକୁ ଡାଉନଲୋଡ୍ କରି ପରବର୍ତ୍ତୀ ସମୟରେ ଲାଇବ୍ରେରୀ ରେ ଅଫ୍ ଲାଇନ ପଢ଼ି ପାରିବେ।

 

ଯଦି ଆପଣ ଜଣେ ଲେଖକ :

ଆପଣ ଆମର ଆଣ୍ଡ୍ରୟାଡ ଆପ କିମ୍ୱା ୱେବସାଇଟ ରେ ନିଜର ଇମେଲ୍ ଦ୍ଵାରା ସାଇନ୍ ଅପ୍  କରି ତଳେ କଲମ ଚିହ୍ନ ଉପରେ କ୍ଲିକ୍ କରି ନିଜର ଲେଖା ପ୍ରକାଶିତ କରି ପାରିବେ।

 

କୌଣସି ଅସୁବିଧା ?

ଯଦି ଆପଣଙ୍କର କୌଣସି ସମସ୍ୟା କିମ୍ବା ମତାମତ ଅଛି ତେବେ ଆମକୁ ଇମେଲ୍ କରନ୍ତୁ : ଜଣାନ୍ତୁ ଆମେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କୁ ନିଶ୍ଚିତ ଉତ୍ତର ଦେବୁ ।

ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ। ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ସମସ୍ୟା ସହଜରେ ସମାଧାନ କରି ପାରିବୁ।