pratilipi-logo ପ୍ରତିଲିପି
ଓଡିଆ

Copyright

ନିୟମ ଓ ସତର୍କତା 

ସର୍ତ୍ତ ଓ ନିୟମ

ସେବାର ସର୍ତ୍ତାବଳୀ

Link to ToS static page

ପ୍ରାଇଭେସି ପଲିସି

Link to PP page

ପ୍ରତିଲିପିରେ ସର୍ବସାଧାରଣ ନିୟମାବଳୀ

ପ୍ରତିଲିପିରେ ସର୍ବସାଧାରଣ ଭାବରେ ପୋଷ୍ଟ କରୁଥିବା ଲେଖା,କମେଣ୍ଟ,ରିଭ୍ୟୁ,ପ୍ରୋଫାଇଲ ଫୋଟୋ,ୟୁଜର ନାମ,ବାୟୋ,ବିବରଣୀ ତଥା ଆଦାନ ପ୍ରଦାନ କରୁଥିବା ମେସେଜ ପ୍ରତିଲିପିର ସମସ୍ତ ନିୟମାବଳୀ ଅନୁସରଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ସର୍ତ୍ତ/ନିୟମାବଳୀ:

i) ଦୟାକରି କାହାପ୍ରତି ଆପତ୍ତିଜଣକ ତଥା ଅପମାନଜନକ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । କାହାକୁ ବ୍ୟକ୍ତିଗତ ଭାବରେ ଆକ୍ରମଣ କରନ୍ତୁ ନାହିଁ ।

ii) କାହା ପ୍ରତି ତାଙ୍କର ଲିଙ୍ଗ,ଜାତି,ବୟସ,ଧର୍ମ,ବର୍ଣ୍ଣ,ଶାରୀରିକ ଅବସ୍ଥା,ତଥା କୁ ନେଇ ଘୃଣା ମନୋଭାବ ପ୍ରକାଶ କରନ୍ତୁ ନାହିଁ । ଏଥିନେଇ କରାଯାଇଥିବା କୌଣସି ମନ୍ତବ୍ୟ କୁ ଆଦୌ ସହନ କରାଯିବ ନାହିଁ ।

iii) ପ୍ରାଇଭେସି ଉଲଙ୍ଘନ - ଅନ୍ୟର ଲେଖା ତାଙ୍କର ଲିଖିତ ଅନୁମତି ବିନା ପ୍ରକାଶ କରନ୍ତୁ ନାହିଁ ।

iv) କପି କରିବା ଅକ୍ଷମଣୀୟ ଅପରାଧ ଅଟେ ।

v) ଯୌନ ଉତ୍ପୀଡ଼କ ଲେଖା ବର୍ଜିତ ।

vi) ଆଇନି ବହିର୍ଭୁତ ଲେଖା ପୋଷ୍ଟ କରନ୍ତୁ ନାହିଁ ।

vii) ସ୍ପାମ ବର୍ଜନୀୟ - ବିଜ୍ଞାପନ,ପ୍ରମୋସନ,ବାରମ୍ବାର ପୋଷ୍ଟ କରିବା,ଏଣୁ ତେଣୁ ଲିଙ୍କ ପୋଷ୍ଟ କରିବା ବର୍ଜନୀୟ ।

viii) ସ୍ୱୟଂଚାଳିତ ପ୍ରୋଗ୍ରାମ ତଥା କମ୍ପ୍ୟୁଟର ସ୍କ୍ରିପ୍ଟ ବର୍ଜନୀୟ ।

ix) ପେଡ ପ୍ରମୋସନ ବର୍ଜନୀୟ ।

x) ଏକାଧିକ ତଥା ଫେକ ଆକାଉଣ୍ଟ ତିଆରି କରିବା ବର୍ଜନୀୟ ।

ଉପରୋକ୍ତ ନିୟମର ଉଲଙ୍ଘନ ସ୍ୱରୂପ :

i. ଆପଣଙ୍କ ଲେଖା ଅଧିକରୁ ଅଧିକ ପାଠକ ମାନଙ୍କ ପାଖରେ ପହଞ୍ଚିବ ନାହିଁ ।

ii. ପ୍ରୋଫାଇଲ ବ୍ଲକ କିମ୍ବା ରଦ୍ଦ ହୋଇପାରେ ।

iii. ୟୁଜର ତଥା ପାଠକ ମାନେ କୌଣସି ଆଇନି ଗତ କାର୍ଯ୍ୟ ଜାରି କରିପାରନ୍ତି ।

ପ୍ରତିଲିପି ପାଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମସ୍ତ ଅଧିକାର ସର୍ବଦା ରହିବ ।

କପି ରାଇଟ

i. ଲେଖକ ନିଜର(ସ୍ଵଲିଖିତ) ଲେଖା ପ୍ରତିଲିପିରେ ପ୍ରକାଶ କଲା ମାତ୍ରେ ସମସ୍ତ ଅଧିକାର ନିଜ ପାଖରେ ରହିବ । ଲେଖକଙ୍କ ବିନା ପରାମର୍ଶ ରେ ଏହାକୁ ଅନ୍ୟ କେହି ବ୍ୟବହାର କରିପାରିବେ ନାହିଁ ।

ii. ଲେଖକ କେବଳ ସ୍ଵରଚିତ ଲେଖା ଓ ଲେଖା ଯାହାର କପି ଅଧିକାର ନିଜ ପାଖରେ ଅଛି ତାହାକୁ କେବଳ ପ୍ରତିଲିପିରେ ପ୍ରକାଶ କରିବେ । ଯଦି ଲେଖକ ଅନ୍ୟ କାହାର ଲେଖା ପ୍ରକାଶ କରେ ତେବେ ଏହାକୁ ଡିଲିଟ/ଅପ୍ରକାଶିତ/ରଦ୍ଦ କରିବାର ଅଧିକାର ପ୍ରତିଲିପି ପାଖରେ ରହିବ । ଏଥି ନେଇ ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

iii. ଲେଖା ପ୍ରକାଶ କଲାପରେ ମଧ୍ୟ କପି ରାଇଟ ଲେଖକଙ୍କ ପାଖରେ ରହିବ ପ୍ରତିଲିପି ଏଥିରେ ହସ୍ତକ୍ଷେପ କରିବ ନାହିଁ ।

iv. ୟୁଜର କୌଣସି ଲେଖା ପ୍ରତିଲିପିରୁ କପି କରି ଅନ୍ୟ କୌଣସି ସ୍ଥାନରେ ପୋଷ୍ଟ କରିବ ଲେଖକଙ୍କ କପି ରାଇଟ ନିୟମର ଉଲଙ୍ଘନ ଅଟେ ।

ସୁରକ୍ଷା

ରିପୋର୍ଟ ୟୁଜର 

ଯଦି କୌଣସି ୟୁଜର କୌଣସି ପ୍ରକାର ମାଧ୍ୟମରେ ଖରାପ ଭାଷା,ଅଶ୍ଳୀଳ କମେଣ୍ଟ,ଅଶ୍ଳୀଳ ଚିତ୍ର,ଘୃଣା ଭାବ ଆଦି ପ୍ରକାଶ କରି କୌଣସି ସ୍ଥାନରେ କିଛି ଲେଖା/ମନ୍ତବ୍ୟ ଦେଉଛନ୍ତି ତେବେ ତାଙ୍କୁ ନିଶ୍ଚିତ ରିପୋର୍ଟ କରନ୍ତୁ । ଆମର ଟିମ ଏହାକୁ ୭୨ ଘଣ୍ଟା ମଧ୍ୟରେ ଯାଞ୍ଚ କରି ବ୍ଲକ କରିବ । ଅପ ରେ ୟୁଜରଙ୍କୁ  ରିପୋର୍ଟ କରିବାପାଇଁ ୟୁଜର ପ୍ରୋଫାଇଲ ରେ ସବା ଉପରେ ଡାହାଣରେ '୩-ଡଟ' ବଟନ କୁ ଯାଆନ୍ତୁ ଓ ରିପୋର୍ଟ ଉପରେ କ୍ଲିକ କରି ୟୁଜର ଙ୍କୁ ରିପୋର୍ଟ କରନ୍ତୁ । ୱେବସାଇଟ ରେ ୟୁଜରଙ୍କୁ  ରିପୋର୍ଟ କରିବାପାଇଁ ୟୁଜର ପ୍ରୋଫାଇଲ ରେ ସବା ଉପରେ କଭର ଚିତ୍ର ପାଖରେ '!' ଚିହ୍ନ କୁ ଯାଆନ୍ତୁ ଓ ଏହା ଉପରେ କ୍ଲିକ କରି ୟୁଜର ଙ୍କୁ ରିପୋର୍ଟ କରନ୍ତୁ ।

ରିପୋର୍ଟ ପୋଷ୍ଟ

ଯଦି ଆପଣଙ୍କୁ କୌଣସି ରିଭ୍ୟୁ/କମେଣ୍ଟ/ଲେଖା ରେ ଆପତ୍ତିଜନକ ଶବ୍ଦ ମିଳୁଛି ତେବେ ଏହାକୁ ରିପୋର୍ଟ କରନ୍ତୁ । ଆମର ଟିମ ଏହାକୁ ୭୨ ଘଣ୍ଟା ମଧ୍ୟରେ ଯାଞ୍ଚ କରି ବ୍ଲକ କରିବ । ରିପୋର୍ଟ ନିମନ୍ତେ ଆପ ରେ ଲେଖା ସମରି ପୃଷ୍ଠା କୁ ଯାଆନ୍ତୁ । ସବା ଉପରେ ଡାହାଣରେ '୩-ଡଟ' ବଟନ କୁ ଯାଆନ୍ତୁ ଓ ରିପୋର୍ଟ ଉପରେ କ୍ଲିକ କରି ୟୁଜର ଙ୍କୁ ରିପୋର୍ଟ କରନ୍ତୁ । ରିଭ୍ୟୁ ନିମନ୍ତେ ଏହା ଉପରେ ଥିବା '୩-ଡଟ' ବଟନ କୁ ବ୍ୟବହାର କରନ୍ତୁ ।

ଲେଖାର ସୁରକ୍ଷତା

ଆପଣଙ୍କ ଲେଖା ଓ ଜାନକାରୀ ଆମସହିତ ସମ୍ପୂର୍ଣ ସୁରକ୍ଷିତ । ପ୍ରାଇଭେସି ପଲିସି ରେ ଲିଖିତ ନିୟମ ଅନୁଯାୟୀ ଆବଶ୍ୟକତା ସମୟରେ ଆପଣଙ୍କ ଲିଖିତ ଅନୁମତି କ୍ରମେ ପ୍ରତିଲିପି ଏହାକୁ ବ୍ୟବହାର କରିବ । ଅଧିକ ସୂଚନା ପାଇଁ ପ୍ରାଇଭେସି ପଲିସି ବିଭାଗ ଦେଖନ୍ତୁ । 

ମିଶାମିଶି

ମୋ ପ୍ରଶ୍ନ ଏହି ଲିଷ୍ଟରେ ନାହିଁ

କୌଣସି ମତାମତ କିମ୍ବା ଅସୁବିଧା ଦୟାକରି ଜଣାନ୍ତୁ ଆମେ ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଆପଣଙ୍କର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ । ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ। ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ସମସ୍ୟା ସହଜରେ ସମାଧାନ କରି ପାରିବୁ।