Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଲିପି ମାେ ପ୍ରେମ ର ହସ୍ତଲିପି ଲିପି ମାେ ପ୍ରେମ ର ହସ୍ତଲିପି ତୁ ମୋ ପ୍ରଥମ ପ୍ରଣୟ ପ୍ରୀତି ପଢାଇଲୁ ପ୍ରେମ ର ବର୍ଣ୍ଣବୋଧ ନିତି ସ୍କୁଲ ରେ ଆଖି ମାରି ଶିଖାଇଲୁ ପ୍ରେମ ପରିମିତି। ଲିପି, ତୋ ନୀଳ ନୀଳ ଆଖି ମୋତେ ପାଗଳ କରିଛି ଯେମିତି ତୋ ...
ତୁ ମୋ ଗୁଲାମୀ କର, ଏ କଥା ଚାହିଁନି; ତୁ ମୋ ପାଖେ ସବୁବେଳେ ରହ, ଏ କଥା ବି ଚାହିଁନି; କିନ୍ତୁ... ତୋ ବିଶାଳ ବୁକୁରେ ମତେ ଜାକି ଧରି, ତୋ ହୃଦସ୍ପନ୍ଦନ ଶୁଣିବାକୁ ଦେ; ତୋ ପ୍ରେମ ଭରା ଆଖିର ଭାଷା, ମତେ ପଢ଼ିବାକୁ ଦେ; ତୋ ଗୋଟେ ଦିନର... ...
ସୁଧାକର ରାଉତ ଓଡ଼ିଶା ମୋର ଜନମ ଭୂଇଁ ଜଗତେ ତା’ର ତୁଳନା ନାହିଁ ଅଟେ ସେ ସ୍ନେହମୟୀ ମାଟିରେ ତା’ର ଫଳଇ ସୁନା ସେ ଯେ ଅମୃତମୟୀ ମହୋଦଧି ତା’ ଚରଣ ଧୁଏ କେତେ ନଦୀ ତା’ ବୁକୁରେ ବହେ ତା’ର ଜଳ ରକତ ଶରୀରେ ମୋର ଥାଇ ରଖିଛି ମୋତେ ପରା ଜୀବିତ ...
କବି ସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ବରିବ ବରବରନୀ ନ ଥିଲି ସପନେ ଜାଣି ହୃଦୟ-ମନ୍ଦିର-ରାଣି ! ତୁମରି ନୂପୁର ଧ୍ୱନି ବାଜୁଅଛି ରୁଣୁଝୁଣୁ ପାସୋର ନଯାଏ ମନୁ ; ଫୁଲ ଶର ଫୁଲ ଧନୁ ଯୋଖି ବିନ୍ଧଇ ଅତନୁ । ଭବ ପ୍ରୀତି-ପାରାବାରେ ବାହି ତରୀ ...
ଭକ୍ତକବି ମଧୁସୂଦନ ରାଓ ରୁଚିର ଶରଦକାଳ ବିରାଜିଲା ଆସି, ହସିଲା ଧରଣୀରାଣୀ ଶୋଭା ପରକାଶି । କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ, ସରୋବରେ ଫୁଟିଛନ୍ତି କୁମୁଦ କମଳ । ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ, ଧବଳିତ ଉପବନ ଜନମନ ହରେ । ଖଣ୍ଡ ଖଣ୍ଡ ...
[ ]🙏ଭକତ ଜନ ଵନ୍ଧୁ ( ଜଣାଣ))🙏 ରାଗ‐କାମୋଦୀ ‐‐‐ପ୍ରେମଲତା ସାହୁ *************************** ଭକତ ଜନ ବନ୍ଧୁ' ପ୍ରଭୁ କରୁଣା ସିନ୍ଧୁ,' ଆରତ' ଭଞ୍ଜନ ଶ୍ରୀହରି' ଦୁଷ୍ଟ ଜନ ନିବାରି' ସନ୍ଥ ପାଳନ କରି' ...
କେଜାଣି କାହିଁକି ସବୁ ଶେଷ ପରେ ପୂର୍ଣ୍ଣଚ୍ଛେଦ ପକେଇବାକୁ ଇଚ୍ଛା ହେଉନି ଚା ଥଣ୍ଡା ହେଲା ପରେ ବି ଏ ଗିଲାସଟାକୁ ହାତ ଛାଡ଼ୁନି କାଗଜ ଡଙ୍ଗା ବତୁରି ଗଲାଣି,ତଥାବି ମନ ଅଥୟ ଗୁମସୁମ ଅଛି ତଥାବି ଅଜଣା ଝଡ଼ ପାଇଁ ମନରେ ଭୟ କେଜାଣି କାହିଁକି ଏ ...
ଶ୍ରୀ ସୁକାନ୍ତ କୁମାର ସେଠୀ ଆକାଶ ବୁକୁରେ ବଉଦକୁ ଯେବେ ଶୀତଳ ପବନ ଛୁଏଁ ଝିପି ଝିପି ଆମ୍ବୁ ନୟନରୁ ତା’ର ହରଷରେ ଝରିଯାଏ l ବରଷାର ଝର ଧରଣୀ ଦେହରୁ ନିଦାଘ ପୀଡାକୁ ଦୂରେ ସାରୁ ଗଛ ମୂଳେ ବେଙ୍ଗୁଲୀ ନାନୀ ତ ତର ତର ଘର ଗଢେ l ସୁନ୍ଦରୀ ...
ପରବ ପରବ ଜାଗର ଜଗତ ପୂଜନ୍ତି ଶଙ୍କର । ଧ୍ୱଂସ କରତା ମହେଶ୍ୱର ପରିବେଶ ପାଇଁ ବିଶ୍ୱର । ସାଦରେ କଲେ ବିଷପାନ ଜଗତ କରିଲେ ଶୋଭନ । ସେ ସ୍ଥାଣୁ ପ୍ରଭୁ ତ୍ରିଲୋଚନ ସକଳ ଦୁଃଖ ବିମୋଚନ । କୈଳାସ କନ୍ଦର ନିବାସୀ ଗଙ୍ଗା ଭ୍ରମେ ଯା କେଶରାଶି । ଭୀକ୍ଷ ...
ଶୁଦ୍ଧାଞ୍ଜଳି ମିଶ୍ର ଧରଣି ରାଣୀକୁ ସଜାଇ ଦେଇ ରଙ୍ଗ ବେରଙ୍ଗର ଫୁଲରେ ଟୋପା ଟୋପା କାକର ବିନ୍ଦୁ ସ୍ପର୍ଶ ନେଇ ଶୀତ ଆସି ପସରା ମେଲାଏ .... ଋତୁ ଚକ୍ରର ଆବର୍ତ୍ତନରେ ....॥ କାକର ଟୋପାର ଧବଳ ଗାଲିଚା ବିଛାଏ ପାହାନ୍ତି ପହର ଘାସ ପଡିଆରେ ...
କିଛି ଶବ୍ଦ ତୋ ପାଇଁ-ମୋ ପାଇଁ ଅଭୁଲା ସ୍ମୃତି ବିଗତ ଦିନ ର ଅଳ୍ପ ଗଳ୍ପ ଆମ ସମ୍ପର୍କ ର ଉତାରୁଛି ଧଳା କାଗଜ ରେ ଆମ ଆସନ୍ତା କାଲି ପାଇଁ। ଯେଉଁଠି ବସି ଦେଖୁଥିବା ଦୁହେଁ ଦୁହିଁଙ୍କୁ, ହାତ ରେ ହାତ ଛନ୍ଦି ନୀଳ ଆକାଶ ତଳେ ଆମେ ଲଗେଇ ଥିବା ବଉଳ ...
ଉତ୍କଳ ଗୌରବ ମଧୁସୂଦନ ଦାସ ମାଆ ମାଆ ବୋଲି କେତେ ମୁଁ ଖୋଜିଲି ମାଆକୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି ।। ଖୋଜିଲି ଅରଣ୍ୟେ ଜନସମାଜରେ ଖୋଜିଲି ବାରିଧି ତଟ, ସର୍ବତ୍ର ଦେଖିଲି ମାତା ପଦଚିହ୍ନ ନ ହେଲା ...
ରତ୍ନାକର ଚମ୍ପୂ (ଚୌପଦୀ ରତ୍ନାକର) (23) ରାଧାଙ୍କ ପ୍ରତି ସଖୀ ରାଗ - କଲ୍ୟାଣ - ଆଦିତାଳ ବିମ୍ବାଧରି ବସିକୁଞ୍ଜେ ଲୋଡେ ତୋତେ ହରି (ଘୋଷା) ବିଷପରି ମଣେ ଶ୍ରୀଅଙ୍ଗ ସୁବେଶ ବିଷଧର ପରି ଛାଡଇ ନିଶ୍ୱାସ, ବିଧୁ କିରଣରୁ ହୁଡୁଅଛି ତ୍ରାସ ...
ସୁଜିତ କୁମାର ପଣ୍ଡା ହେ ଈଶ୍ଵର, ତୁମେ ବିଶ୍ଵର କୋଟି ନିଃସ୍ଵର ପରମେଶ୍ଵର ବୋଲି କାଲୀ ରାତିରେ ବିଶ୍ଵାସରେ ଅନେକ ଖୋଜିଲି ବାଣୀ ବିହାରରେ ମୋ ବେଡ଼୍ ରୁମ୍ ରେ ସୀମା ସରହଦ ଭିତରେ କେବଳ ବର୍ତ୍ତିବାକୁ ରକ୍ତ ଶୋଷକଙ୍କ ଆସନ୍ନ ଆକ୍ରମଣରୁ ...
ସ୍ଵାର୍ଥୀ ଦୁନିଆ କିରଣବାଳା ଷଡଙ୍ଗୀ ଏ ସ୍ଵାର୍ଥୀ ଦୁନିଆରେ କେହି ନୁହଁ କାହାର ଧନ ଅଗଣାରେ ଧର୍ମ ହାରି ମାରେ ଜୁହାର । ଆତ୍ମ ବିକ୍ରି ହୁଏ, ଅନୀତି ଆଗରେ କିଛି ଲାଭ ପାଇଁ ପୋଲିସ ବିକେ ବର୍ଦ୍ଦିକୁ ସର୍ବ ସମ୍ମୁଖରେ । ନ୍ୟାୟର ମନ୍ଦିରେ ଜଜ୍ ...