Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବନ୍ଦେ ଉତ୍କଳ ଜନନୀ ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ ବନ୍ଦେ ଉତ୍କଳ ଜନନୀ ।। ପୂତ-ପୟୋଧି-ବିଧୌତ-ଶରୀରା, ତାଳତମାଳ-ସୁଶୋଭିତ-ତୀରା, ଶୁଭ୍ରତଟିନୀକୂଳ-ଶୀକର-ସମୀରା, ଜନନୀ, ଜନନୀ, ଜନନୀ, ...
ରୋମାଣ୍ଟିକ କବି ମାୟାଧର ମାନସିଂହ ଏ ଭୁବନ ପଥେ ପଥେ ଯହିଁ ଯାଏ ଆଜି ଚିତ୍ତ ଓ ଚରଣ ମଧ୍ୟେ ଦ୍ବନ୍ଦ୍ଵ ଉଠେ ବାଜି । ଚରଣ ଚଳଇ ଆଗେ,ଚିତ୍ତ ପଛେ ଧାଏଁ ପୃଥିବୀର ସେହି ସ୍ଥାନେ, ବାୟୁ ଯହିଁ ପାଏ ପ୍ରିୟାର ଚିକୁର ଗନ୍ଧ,ତୁଚ୍ଛ ରେଣୁ ଯହିଁ ଜୀବନ୍ତ ...
ଆକାଶ ଦିଶଇ ସଫା ଫରଫର ଲାଜକୁଳି ଜହ୍ନ ଲୁଚୁଛି ରାଗ ଋଷା କ୍ରୋଧ ବୃଷ୍ଟି କରି ଆଜ ଆକାଶେ ଇନ୍ଦ୍ରଧନୁ ଊଠିଛି ଆସିଛି ଶରତ ଆସିଛି l ନଈପଠା ସାରା କାଶତଣ୍ଡି ଭରା ନାଚି ଡେଇଁ ସିଏ ହସୁଛି ଛୁଇଁବାକୁ ଚାହେଁ ସରଗଟା ଯାଏଁ ମନ ତାର ଚେଇଁ ଉଠିଛି ...
ପ୍ରେମୋଦୟ ଚମ୍ପୂ କବି ସୂର୍ଯ୍ୟ ବଳଦେବ ରଥ (ଚୌପଦୀ ପ୍ରେମୋଦୟ ) (୭) ସଖୀ ରାଗ – ଶଙ୍କରାଭରଣ- ଆଠତାଳି ଛାଡରେ ସଖି, ମନରୁ ତ୍ରାସ ରେ, ଛାର ମାର ଆଉ କରିବ କିସ ରେ(ଘୋଷା) ଛାଇପରି ରେ ତୋତେ ଅନୁସରି ଛାମୁରେ ଥିବ ବଲ୍ଲଭ ତୋହରି (1) ଛନ୍ଦି ...
ରୋମାଣ୍ଟିକ କବି ମାୟାଧର ମାନସିଂହ ପ୍ରଥମ ପ୍ରଣୟ ପ୍ରିୟେ ମୋ ଜୀବନ-ପାତ୍ରେ କାର୍ଯ୍ୟ କଲା ମଦ୍ୟସମ,ମୋ ନିଖିଳ-ଗାତ୍ରେ ସାଜିଲା ଅନନ୍ତ କ୍ଷୁଧା,ଅନନ୍ତ ପିପାସା, ବିମୁଗ୍ଧ କଲା ମୋ ପ୍ରାଣ,ବିହ୍ଵଳ ମୋ ଆଶା, ଜୀବନ ବିଦ୍ରୋହମୟ ।ଫିଙ୍ଗିଲି ଶୃଙ୍ଖଳ ...
ସେଦିନୁ ଗଲାଣି ଦମ୍ଭ ବି. ନିରୁପମା ଯେଉଁ ଦିନୁ ତୁମ ସହ ଭାବ ହେଲା ସେଦିନୁ ଗଲାଣି ଦମ୍ଭ , ଯମୁନାକୁ ଆଉ ଯାଇପାରୁ ନାହିଁ ଘେନି କରି କାଖେ କୁମ୍ଭ । ଶୁଣୁଅଛି ଯେତେ କଟୁ କଥାମାନ କି ବୋଲି ବୋଲିବି କୁହ , ନିନ୍ଦା,ଅପବାଦ ସହି ...
ଶୁଭନାରାୟଣ ଶତପଥୀ ମନେଇ ସାହୁର ପୁଅ ମାଧିଆ, ବୋଲିବାଣୀରେ ସେ ଭାରି ଆଗୁଆ । । ଖେଳକୁଦ କରେ ସାଙ୍ଗଙ୍କ ମେଳେ, ସେଥିପାଇଁ ସଭେଁ ମନରେ ଭାଳେ । । ପାଠପଢ଼ାକୁ ସେ କରେ ପଛକୁ, ଆଉ ସବୁଥିରେ ଭାରି ଆଗକୁ । । ସଉଦା ଆଣି ଦିନେ ଗଲା ଦୋକାନ, ହିସାବ ନ ...
ମେଘ ବରଷଇ ମୂଷଳ ଧାରାରେ ହସଇ ଧରଣୀ ରାଣୀ ହୃଦୟେ ମୋହର ଜଗାଏ ପୁଲକ କେତେ ସ୍ମୃତି ଦିଏ ଆଣି । ହଜିଲା ଦିନକୁ ଖୋଜି ବସିଲି ମୁଁ ସ୍ମୃତି ଭିଜା ବରଷାରେ ପ୍ରତିଧ୍ୱନି ଛଳେ ବରଷା ଶବଦ ଆନମନା ମତେ କରେ । ଝରକା ପାଖରେ ସେଦିନ ମଉନେ ଆକାଶକୁ ...
ବିପିନ ମହାନ୍ତି ତୁମ ଆଖି ଦୁଇ ଆଖି ନୁହେଁ ସାହୀ ନୂଆ ଏକ ଅଭିଧାନ, ଯାହା ମୁଁ ନଖୋଲି ପଢି ନେଇଥିଲି ହୃଦୟର ଶବ୍ଦମାନ l ଆଖି ସିନା ସବୁ ବୁଝେଇ କହିଛି ଓଠ ପାରିନାହି କହି , କହିଦେଲେ ଓଠ କରିବି ପ୍ରଘଟ ଆମ୍ମା ପ୍ରୀତି ଗୀତିମାନ l ପ୍ରେମ କରେ ...
ମାୟାଧର ମାନସିଂହ ସକଳେ ଡାକନ୍ତି 'ତମେ' 'ତମେ' ବୋଲି ସେ 'ତମେ' ର ମୂଲ ନାହିଁ, ତମେ ଯେବେ ମତେ 'ତମେ' ବୋଲି କହ ଏତେ ମିଠା କାହିଁ ପାଇଁ ? ଦୁଇଟି ଅକ୍ଷରେ କିଣି ନେଲା ପରି କାନକୁ ମୋହର ଲାଗେ, ଓଠ ତବ ସଖି ଭରିଦିଏ ତାକୁ କି ଗଭୀର ଅନୁରାଗେ ? ...
ମହାସ୍ମୀତା ସହରଟାଯେବେ ନିଦେ ଶୋଇଯାଏ ଅନ୍ଧାର ରାତିରେ କୋଳେ ତୁମ ମତୁଆଲା ବଇଁଶୀର ସ୍ଵର ମନ ଆନମନା କରେ। ତୁମ ବଇଁଶୀର ମାଦକତା ସ୍ଵର କାନରେ ବାଜିଲେ ଥରେ ଗହନ ନିଦରୁ ଉଠି ମୁଁ ଆସଇ ସେଇ କଦମ୍ବର ମୂଳେ। ଗହନ ନିଦରେ ସ୍ବପ୍ନରେ ଭାବୁଛି ...
ଗଛଟିଏ ମୁଁ ଗଛଟିଏ, ଜୀବ ଜଗତର ସାହା ଭରସା ମୁଁ ଅତିଆପଣାର ସାଥୀଟିଏ। ଗଛଟିଏ ମୁଁ ଗଛଟିଏ, ଅମ୍ଳଜାନ ମୁଁ ଦେଉଛି ସଭିଙ୍କୁ ଅଙ୍ଗାରକାମ୍ଳକୁ ରଖିଦିଏ। ଗଛଟିଏ ମୁଁ ଗଛଟିଏ, ପରଉପକାରେ ଜନମିଛି ମୁହିଁ ମଣିଷ ବିଚରା କାଟିଦିଏ। ଗଛଟିଏ ମୁଁଗଛଟିଏ, ...
#ଶକ୍ତିଶାଳୀ ପଞ୍ଚଭୂଜ ଜୀବନର ଖୁସି ମିଳେ ଯାହା ପାଖେ, ସେପରି ସାଂଗ କୁ ଏ ଆଖି ଖୋଜେ। ସାଂଗ ବିନା ଅଟେ ଜୀବନ ଅଧୂରା, ସାଂଗ ବୁହାଇ ଦେ ହସଖୁସିର ଯେ ଧାରା। ପିମ୍ପୁଡ଼ି ପରିକା ପରିଶ୍ରମୀ ସିଏ, ଜୀବନର ଯାତ୍ରେ ଖୁସି ଭରି ଦିଏ। କ୍ରୋଧ, ...
ରମେଶ ବେହେରା ଅନିଦ ମେଘର ଅଜସ୍ର ଧାରାରେ କେତେ ଲୁହ, ଲହୁ ହୋଇ ବହିଗଲା l କେହି ଜାଣିଲେନି- ଆଶାର ଲହରୀ ପରେ, ନିରାଶାର ଭଉଁରୀରେ, ଦିଗ ହଜା ନିଃଶ୍ଵାସରେ ଉଷ୍ମତାରେ କେତେସ୍ୱପ୍ନ ହଜିଗଲା- କେହି ବୁଝିଲେନି- ବୁଝି ପାରିବେନି – ଜୀବନର ...