Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ପବିତ୍ର ଦୀପାବଳୀ ରେ ମୋର ପ୍ରିୟ ପାଠକ ପାଠିକା ମାନଙ୍କ ପାଇଁ ନେଇଆସିଛି ଏକ ନୂତନ ଧାରାବାହିକ। ଆଶା କରୁଛି ସମସ୍ତଙ୍କ ମନକୁ ଛୁଇଁବ ବୋଲି। ଶୁଭ ଦୀପାବଳୀର ହାର୍ଦ୍ଦିକ ଅଭିନନ୍ଦନ। ଭାଗ ୧ ନଈ ପାଣିର ଘୁଘୁ ଶବ୍ଦରେ କାନର ପର୍ଦ୍ଦା ...
"ବନ୍ଧୁତା" କେବଳ ଶବ୍ଦ ନୁହେଁ, ପ୍ରତ୍ୟେକ ଙ୍କ ଜୀବନ ର ଭିନ୍ନ ଏକ ଅଙ୍ଗ। ଯାହାକୁ ଆମେ ଆମ ଶରୀର ରେ ଧାରଣ କରନ୍ତି ନାହିଁ। କିନ୍ତୁ ତା ବିନା କୌଣସି ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ। ସେ ନଥିଲେ ଭଲ ଲାଗେ ନାହିଁ। ସେ ଥିଲେ ଆମେ ଆମ ...
ଏ ପରିବାର ଭିତରେ ଗୋଟିଏ ବିରାଟ ଅତୀତ ବିତି ଯାଇଛି। ସେ ବିତି ଯାଇଥିବା ଅତୀତର କଥା ଏ ପରିବାରରେ କେହି ବି ମନେ ପକାନ୍ତି ନାହିଁ। ସ୍ବୟଂ (ଏ ପରିବାରର ଏକମାତ୍ର ପୁତ୍ର) ସାଥିରେ ଯାହା କିଛି ହେଇଛି ସେ କଥା ସମସ୍ତେ ଜାଣନ୍ତି। କିନ୍ତୁ କାହାରି ...
ମୋ ପ୍ରିୟ ପାଠକ ବନ୍ଧୁମାନେ କାହାଣୀର ମଜା ନେବା ପାଇଁ night mode on କରି ରାତିରେ ପଢନ୍ତୁ ପଢନ୍ତୁ ସ୍ଥାନ-କୀର୍ତିପୁର ରାତି ବାରଟା ହେବ , ଅମାବାସ୍ୟାର ନିଶବ୍ଦ ଓ ଘନ ଅନ୍ଧକାରର ରାତି ନିଛାଟିଆ ସୁନସାନ ରାସ୍ତାରେ ଯାଉଛି ...
ପ୍ରେମ ଓ ପ୍ରତାରଣା ର ଭିନ୍ନ ଏକ କାହାଣୀ..... ଭାରି ଅଦ୍ଭୁତ ଏଇ ମନୁଷ୍ୟ ର ଚରିତ୍ର | କାମ, କ୍ରୋଧ, ମୋହ ର ଲାଳସା ରେ ଅନ୍ଧ ହୋଇ ସେ ବହୁତ କିଛି ଭୂଲ କରି ପକାଏ |ଅତୀତ ର ସେଇ ସ୍ମୃତି କୁ ମନେ ପକାଇ ଭାରି ଯନ୍ତ୍ରଣା ପାଏ | ସେ ଅନୁଭବ କରେ ...
ଦିପ୍ତୀ ର ଫୋନ ବାଜୁଛି ହେଲେ ସେ ଫୋନ ଉଠେଇବାରେ ଅସମର୍ଥ। ଗୋଟେ ହାତରେ ପରିବା ଆଉ ଗୋତେ ହାତରେ ସଉଦା ଆଉ ମିଠା ଧରିକି ଘର ଭିତରେ ପଶିଲା। ପେସାରେ ସେ ଜଣେ ଡାକ୍ତର ଆଉ ବୟସ ସତେଇଶ ବର୍ଷ। ନୟନା ଦେବୀ ମାନେ ଦିପ୍ତୀ ଙ୍କ ମାମା ତା ପଛରେ ...
"ନିଷ୍କର୍ଷ" ଏକ ସାଧାରଣ କାହାଣୀ!! ଜୀବନକୁ ଜିଇଁବାକୁ ଜୀବିତ ରହିବା ନୁହଁ ସ୍ନେହ, ଭଲପାଇବା ସର୍ବୋପରି ମାନବିକତା ଲୋଡ଼ା। ସେମିତି କିଛି ସ୍ନେହ,ଭଲପାଇବା, ଆତ୍ମଗ୍ଲାନି ଆଉ ଆତ୍ମବିଶ୍ଳେଷଣ କିଛି ଦବାର ଆନନ୍ଦରେ ଭରା ଏ କାହାଣୀ! ଆଶା ...
ହେଇ ଲୋ ହେ ଅଲକ୍ଷଣି ପୋଡ଼ା ମୁଁହି କେତେ ଡେରୀ କରିବୁ ଦୁଧ ଦୁହିଁ ବାକୁ।ଲାଜ ନାହିଁ ତୋ ମୁଁହ କୁ। ଏଇ ଥିଲା ନମିତା ପ୍ରତି ତା ସାବତ ମା ର କଥା। ଝିଅ ଟିଏ ଥାଏ ତାର ନାମ ନମିତା।ନମିତା କୁ ମୋଟେ ଦଶ ବର୍ଷ।କିନ୍ତୁ ସେ ଘରେ ବହୁତ୍ କାମ ...
ଜଣେ ଯୁବକ_____ ( ଗୁଡିଆ ଦୋକାନରେ)ଭାଇ ତୁମର ରସଗୋଲା ବହୁତ ଖଟା ଲାଗୁଛି। ଦୋକାନୀ ------ ଦେଖ, ତୁମେ ଜନ୍ମ ହେବା ପୂର୍ବରୁ ମୁଁ ରସଗୋଲା ତିଆରି କରୁଛି, ମତେ ଜଣା ନାହିଁ ? ଯୁବକ----- ସାଙ୍ଗେ ସାଙ୍ଗେ ବିକ୍ରି ନ କରି ଆଜିଯାଏ କାହିଁକି ...
ଜଣେ ଯୁବତୀ ରକ୍ତାକ୍ତ ଅବସ୍ଥାରେ ବିଳମ୍ବିତ ରାତିରେ ମେଡ଼ିକାଲ ଫାଟକ ପାଖରେ ପଡ଼ି ଗଲା। ଚିତ୍କାର କରି କହୁଥିଲା ମୋତେ ବଞ୍ଚାଅ ଭାଇ। କିଏ ଅଛ ଟିକେ ବଞ୍ଚାଇ ଦିଅ। ମୁଁ ବଞ୍ଚିବାକୁ ଚାହେଁ। ଏଭଳି ଅବସ୍ଥାରେ ଚିତ୍କାର କରି ସେ ଜୀବନ ...
ସେ ଦିନ ସୁଟିଂ ର ବ୍ରେକ ରେ ମନୀଷା ଘରକୁ ଫୋନ କରି କହୁଥାନ୍ତି ବୋଉ ତୁ କାହିଁ ବୁଝୁନୁ ତତେ କେତେ ଥର କହିଛି ମେଡିସିନ ଠିକ୍ ଟାଇମ ରେ ଖାଇବୁ ତୁ କଣ ଶୁଣିବୁ କେବେ ହଉ ଜଲଦି ଖାଇଦେ ଆଉ ଶୁଣୁ ବ୍ୟସ୍ତ ହେବୁନି ମୁଁ ଠିକ୍ ଅଛି ଆଉ ହଁ ଆଜି ...
🙏🏻ଓଁ ସାଇ ରାମ୍ 🙏🏻 ସମସ୍ତଙ୍କୁ ମୋର ପ୍ରଣାମ 🙏 ଆଶା ଆପଣ ମାନେ ସମସ୍ତେ ସୁସ୍ଥ ଆଉ ଭଲରେ ଥିବେ, ମୁଁ ଆଜି ଆଉ ଗୋଟେ ନୂଆ କାହାଣୀ ଆରମ୍ଭ କଲି, ଆଶା କରେ ❤️ ପ୍ରତୀକ୍ଷା ର ପ୍ରେମ କାହାଣୀ ❤️ କୁ ଯେମିତି ଭଲ ପାଉଛନ୍ତି ଏଇ ନୂଆ ...
ବାହାରେ ଶ୍ରାବଣର ରିମ ଝିମ ତାନର ଅପୂର୍ବ ନୃତ୍ୟଲୀଳା l ମଝିରେ ମଝିରେ ଆକାଶରୁ ଛିଟିକି ଆସୁଛି ବିଜୁଳିର ଚମକ l ଘଡଘଡିର ଗମ୍ଭୀର ଗୁରୁ ଗର୍ଜନ l ଖୁବ ଯୋରରେ ଥଣ୍ଡା ପବନ ବହି ସାରା ପ୍ରକୃତିକୁ ଦୋଳାୟିତ କରି ପକାଉଛି l କିଛି ଦିନ ତଳର ...
ଏହି କାହାଣୀଟି ଏକ ସତ୍ୟ ଘଟଣା ଉପରେ ଆଧାରିତ l ମୋ ସାଙ୍ଗ ଜୀବନରେ ଏମିତି ଏକ ଘଟଣା ଘଟିଯାଇଛି l ଯାହାକୁ ମୁଁ ପ୍ରଥମ ପ୍ରେମ ନାଁ ଦେଇ ଏହି କାହାଣୀଟି ଲେଖୁଛି l ହଁ ସତ କହିଲି ବୋଲି ପୂରା ସତ ଭାବୁଛନ୍ତିନା କଣ ନାଁ ପୂରା ସତ ନୁହେଁ l ଏଥିରେ ...
ନମସ୍କାର ମୁ ଆଜି ପୁଣି ଥରେ ଆସିଛି ଏକ ନୂଆ କାହାଣୀ ନେଇ ଯାହାର ନାମ "ପ୍ରେମ" ଆଶା କରେ ଆପଣ ଙ୍କୁ ଭଲ ଲାଗିବ | ବହୁତ request ପରେ ଆଜି ଲେଖୁଛି | କ୍ଷମା କରିଦେବେ ଏତେଅପେକ୍ଷା କରେଇଥିବାରୁ | ନାୟିକା - ପାୟଲ ନାୟକ -ଶୁଭ୍ରାଂଶୁ ...