Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଶୂନ୍ୟତା କୁ ରଖି ସାଖୀ ତୁମ ପାଦେ ଦେବି ବାଧିଂ ମୋ ପ୍ରେମ କୂ କରି ଘୁଙ୍ଗୁର ଶେଇ ଘୁଙ୍ଗୁର ଶୱର କଉ ଥିବ ବାରମ୍ବାର ତମେ ମୋର ଆଉ ମୁ ତୁମର।♥️ ...
ମୋ ବାବା ସ୍ଵର୍ଗରୁ ଆଣିବି ପାରିଜାତ ଫୁଲ ମର୍ତ୍ତ୍ୟରୁ ଆଣିବି ପଦ୍ମ ପୁଷ୍ପ ଅଳଙ୍କାରେ ସଜେଇବି ବାବା ସୁବର୍ଣ୍ଣ ହୋଇବ ତୁଚ୍ଛ। ଧୂପ, ଦୀପ ଆଉ ଅଗରୁ ଚନ୍ଦନ ଅର୍ପଣ କରିବି ତୁମକୁ ଗୋଲାପ ସଦୃଶ ପାଶେ ରହିଥିବି ଯିବି ନାହିଁ କେବେ ଦୂରକୁ। ଆଶିଷ ...
ପ୍ରଭାତର ଜ୍ୟୋତି ତୁମେ ଶୀତ କାକର ଉପରେ ଖରାଟିଆ ମରୀଚିକା ଜୀବନ ମୋ ମରୁ ଘରେ ଝାପ୍ସା ଦିଶା ମୁହଁ ଟିଏ ତୁମେ କୁହୁଡ଼ି ବେଳାରେ କୁଆ ପଥର ବର୍ଷା ମୁଁ ଶିର ...
ବାହାନା ****** ସୁସ୍ମିତା ବେହେରା ମୋ ଆଖି ସାମ୍ନାରେ ସେ ଶବ୍ଦ ଗଢି ଗଢି ଚାଲିଲା ମୁଁ ବାରମ୍ବାର କହିଲା ପରେ ବି ଯେ.. କାହା ଅପେକ୍ଷା ରେ ନାହିଁ ।। ଶବ୍ଦ ମାନଙ୍କ ସହ ମୋର ନିବିଡ ସମ୍ପର୍କ ମୁଁ ବୁଝି ପାରେ ସେମାନଙ୍କ ହସ, କାନ୍ଦ, ...
ସନ୍ଥକବି ଭୀମ ଭୋଇ ଶୂନ୍ୟ ମନ୍ଦିରେ ବିହାର, ରୂପ ରେଖ ନାହିଁ ଯାର । ଦ୍ବିତୀପାଦ ନ ମିଶଇ ଏକ ପାଦ ଧର ଧର । ଘୋଷା । ଅଲେଖ ପାଟଣା ପୁର ସେଠାବରେ ତାଙ୍କ ଘର ନାହିଁ ଶରଦ ଉଷୁମ ସାଧୁଜନେ ହେତୁ କର ।। ନିରାମିଷ ନିଅଇଁଠା ପିଉଥିଲେ ଲାଗେ ମିଠା ...
ରାତିଅଧେ କାନ୍ଦେ ନିଃଶ୍ୱାସ ମୋ ରୁନ୍ଧେ ଓଟାରେ ଆଖିରୁ ଲୁହ, ପ୍ରତିକ୍ଷଣେ ଏତେ ଯନ୍ତ୍ରଣା ଯେ ଦିଏ ସେଇ ଲୋକ ତୁମେ ନୁହଁ ତୁମେ ତ କାନ୍ଦନି ଜାଣବି କେମିତି କେତେ ଗୀତ ଗାଏ ଲୁହ, ହସ ନୁହଁ କାନ୍ଦ କେବଳ ଆତ୍ମୀୟ ଜିଇବାର ପରିଚୟ ତୁମେ ...
ଶୀତରେ ଧରି ଘନ କୁହୁଡ଼ିର ରଥରେ ଚଢ଼ି ଆସ ଆସ ତୁମେ ହେ ନୂଆ ବରଷ ସାଥୀରେ ସାରଥୀ ସେ ଜାନୁଆରୀ । ସମୟ ସୁଅ କିଏ ଅବା ତାକୁ ରୋଧିବ କୁହ ସେହି ସମୟର ପ୍ରତିନିଧି ତୁମେ ତୁମ ଆଗମନେ ରଖିଛୁ ଲୟ । କରୁ ସ୍ୱାଗତ ଆମ ଗହଣରେ ଆସ ହେ ମିତ ଆଗରେ ପଡ଼ିଛି ପଥ ...
ଥିଲି କେବେ ବନ ହରିଣୀ ଏବେ ଚାରିକାନ୍ଥରେ ମୋ ରହଣି ଶୋଇବାକୁ ତର ପାଏନି ପଖାଳ ମୁଠାକୁ ବେଳ ଗଡିଯାଏ ସମସ୍ତେ କହନ୍ତି କିଛିମୁଁ କରେନି କାରଣ ହେଲା ମୁଁ ଗୃହିଣୀ ।।୧।। ରୋଜଗାର ବୋଲି ମୋଟେ ନାହିଁ ମାଗନ୍ତି ସମସ୍ତେ ପଇସା ...
ସାଧାରଣ ନୁହେଁ ଗୁରୁ ଉପାଧି ସଂସ୍କାର ନୀତିର ମହା ପରିଧି। କର୍ତ୍ତବ୍ୟର ସରେ ନାହିଁ ଅବଧି ଦାୟିତ୍ୱ ଦରିଆ ରଖଇ ଛନ୍ଦି। ଆଦର୍ଶ ରଜ୍ଜୁରେ ଜୀବନ ବାନ୍ଧି ଚାଲିବାକୁ ପଡେ ହେଲେବି ରୁନ୍ଧି। ସମାଜ ପାଖରେ କରିଛୁ ସନ୍ଧି ବ୍ୟକ୍ତିଗତ ସ୍ୱାର୍ଥ ଦେବୁ ...
ରାଗ – କାମୋଦୀ - ଆଦିତାଳ ଝୁରୁଥିବ ସେ କାମ ଅମଳ ବଶେ ଶ୍ୟାମ ସୁମରି ତୋର ମୁଖ ଶଶୀକି ରେ (ଘୋଷା) ଝମ ଝମ ବାଜିବା - ଭୂଷଣ ରାଜି ଜବା ଅଧରା ସମରପ ସଖୀକି ରେ (1) ଝସକେତନ ଶର - କରୁଥିବ ପ୍ରହାର ମରମେ ନିକୁଞ୍ଜବିଳାସୀକି ରେ (2) ଝରା ସଜାଡି ...
ନଈ ***** ପାହାଡର ଶକ୍ତ ଛାତି ଚିରି ଚିରି ଛଳ ଛଳ ଚପଳ ଛନ୍ଦରେ ଝରି ଖିଲି ଖିଲି ହସ ହସି ମନଭରି କୁଳୁ କୁଳୁ ମିଠା ଗୀତ ଗାନ କରି ଜନମି ମୁଁ ନିଚେ ଯାଏ ଝରି ଝରି । [୧] ଉଚ୍ଚ ଉଚ୍ଚ ପାହାଡର ଦେହ ଡେଇଁ କିଟି କିଟି ...
ଜାଣିନ ଅକ୍ଷର କ୍ରମ ************** ପ୍ରିୟାକୁ କହିଲି ବେଏଗି ବାହାର ଯିବା ଆମେ ଗୋଟେ ସ୍ଥାନ, ପି.ଏଚ୍.ଡି ଆୱାର୍ଡ ଦେବେ ରାଜ୍ୟକାଳ କନଭୋକେସନର ସମ୍ଭାଷଣ। [୧] ଆଖି ନଚେଇକି ପ୍ରିୟତମା ମୋର କହିଲେ ଗୋ ପ୍ରିୟତମ , ...
~~~~~~~~ ( ଉଷାରାଣୀ ପଣ୍ଡା ) ଦୁର୍ଗତି ନାଶିନୀ ଅଭୟଦାୟିନୀ ବିଜେ ହେବେଧରା ପରେ ଫେଡିବେ ଯାତନା ଭରିବେ କାମନା ଶୁଭାଶିଷ ଢାଳି ଶିରେ । ଶରତ ଋତୁରେ ପୂଜା ମଣ୍ଡପରେ ଶୁଭଲଗ୍ନେ ହୋଇ ଉଭା ଶୈଳପୁତ୍ରୀ ବେଶେ ପ୍ରଥମ ଦିବସେ ପୀଠରେ ଦିଶିବେ ...
ଅବୁଝା ଲେଖନୀ 🖋️ ୨୨) ମୁଁ ଜାଣିଛି ମୁଁ ଜାଣିଛି ତୁମେ ଦିନେ ନା ଦିନେ ମୋତେ ଚାହିଁବ ତୁମ ପ୍ରୀତି ର ବର୍ଷା ରେ ମୋତେ ଭିଜେଇବ ମୁଁ ବି ଚାତକ ସମ ଚାହିଁ ବସିଛି ତୁମ ପ୍ରୀତିର ସେହି ...
ଦୁଆର ବନ୍ଧ ବାଜିଲା ମୁଣ୍ଡରେ ମୋହର ଅବିଳମ୍ବେ ବହିଥିଲା ରକ୍ତ ଝର ଝର ଡାକ୍ତରଙ୍କ ନିକଟକୁ ସଙ୍ଗେ ସଙ୍ଗେ ଗଲି ଡାକ୍ତରଙ୍କୁ ସବୁକଥା ବୁଝାଇ କହିଲି ମଲମ ଦେଇ ଡାକ୍ତର କହିଲେ ବୁଝାଇ ନିର୍ଦ୍ଧିଷ୍ଟ ସ୍ଥାନରେ ଏହାକୁ ଦିଅ ଲଗାଇ ଖୁସିରେ ମଲମ ନେଇ ...