Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଏ ପ୍ରତୀକ୍ଷା ହେଉ ଶେଷ ବି. ନିରୁପମା ସେଦିନ ଗୋପନେ କହିଥିଲ ମୋତେ ଭେଟ ହେବ ଆଜି କୁଞ୍ଜେ , ବାହାନା କରି ମୁଁ ବାହାରି ଆସିଲି ତରତରେ ମୁହଁ ସଞ୍ଜେ । ସଖୀଶ୍ରେଣୀ ମୋତେ ସାଜି ଦେଲେଣି ହେ କେତେବେଳୁ ପରା ଏଠି , ଖୋସା ...
(6) ଛୋଟ ଢୁମ୍ପା କବି ସୂର୍ଯ୍ୟ ବଳଦେବ ରଥ ତୋ ଚାରୁ ଚାହାଣି ଚାହିଁ, ମରି ତୁ ଆବୁର ସାରିପକା ପଛେ, ମୋ ନିଆଳୀ ମୋ ଦେହ ତ ସହୁ ନାହିଁ (1) ଦିଅ ଯେତେ ଇଚ୍ଛା ଦଣ୍ଡ, ଝୁମି କାମ ସଙ୍ଗେ ଝୁଣି ଦେବି ସିନା, ମୋ ନିଆଳୀ, ଝଳି ଝଲମଲ ଗଣ୍ଡ (2) ...
କାଳିଆ ର କେଳି ************* କେଳି କରୁଅଛି ମୋ କଳା ଗୋସାଇଁ କରୋନା କୁ ନେଇ ହାତେ କରୁଥିଲା କେଳି ମୋ କଳା କହ୍ନେଇ ଗୋପୀ ଗୋପାଳୁଣୀ ସାଥେ ।। କି କେଳି କରୁଛ କଳା ସାଆନ୍ତ ମୋ ଭୂତାଣୁ ରୁପରେ ଆସି ...
ଲାଲୁସାହେବଙ୍କ ବିୟୋଗେ କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ବୟୋଜ୍ୟେଷ୍ଠ ଥିଲ ତୁମେ ଚଉହାନ କୁଳେ ପୂଜିଲ ଜୀବନସାରା ବହୁ ଭକ୍ତି ବଳେ ।। କାଦମ୍ବରୀ କଞ୍ଜପାଦ,ତାପସ ଶେଖର ବହଇ ଦେଶେ ସୁନାମ ଯଶ କୀର୍ତ୍ତି ଝର ।। ବାକ୍ୟୁ ତବ ଝରୁଥିଲା ...
ଏଇ କି ସେ ପ୍ରେମ.. ଜାଣେନା ମୁଁ ସେ କିଏ କଣ ସବୁ କୁହେ ନିତି ସପନରେ ଆସି ହୃଦୟକୁ ଛୁଁଏ ମିଠା ମିଠା କଥାରେ ସେ ପ୍ରେମ ଛିଟା ଛାଟେ ତା ବିନା ସତେ ରାତି ଫିକା ଫିକା ଲାଗେ ସପନର ନାୟକ ସେ ନା ମୋ ...
ସୁବ୍ରତା ମହାନ୍ତି, ବାଲେଶ୍ଵର ହସିବ ଯିଏ ସାରା ସଂସାରକୁ ଜିଣିବ ସିଏ ଖୁସି ର ଦୁନିଆ ପରତେ ନ ହେବ ମନୁଆ ।। ରାଗ, ହିଂସା ସବୁ ଭୁଲି ହସିଦିଅ ମନ ଖୋଲି ।। ଏଇତ ଜିବନ ଆଜି ଥିଲେ କାଲି ନାହିଁ ମୋର ତୋର କହି ସବୁ ଚାଲିଗଲେ କ୍ଷଣିକ ଖୁସିରେ ...
ଏସ . ଶ୍ୟାମ କୁମାର ରାଓ କେମିତି ଡାକିବି ତୁମକୁ ହେ ସାଥୀ ସେ ପାରିରୁ ହାତ ଠାରି ଏଠି ଦିନେ କେବେ ଚାହିଁ ତ ନ ଥିଲା ଆପଣା ମଣିଷ ପରି – ଜରାୟୁର ଚାରି କାନ୍ଥ ତl ଭିତରେ ମୋ ନିଷ୍ପାପ କ୍ରନ୍ଦନ ରୋମନ୍ଥନ ଆତ୍ମା ଚିତ୍କାର ସବୁ ଦେଖୁଥିଲ.... ...
କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ଫିଙ୍ଗିଅଛି ଏଥି ମୋରେ ନିର୍ମ୍ମମ ନିୟତି, ମାୟା-ମୋହ ବେଷ୍ଟନୀର ନିବିଡ଼ ବନ୍ଧନେ ମୁଁ ଯେ ଆଜି ବନ୍ଧା,ସଜା ପୁଣି ମୋହ ପାଇଁ ଘୋର ଅନ୍ଧାକାର-କାରା, ଯହିଁ ନ ପାରଇ ଚିହ୍ନି ନିଜେ ମୁଁ ନିଜକୁ,ନ ପାରଇ ...
ରାଗ-କେଦାର ଖରାପ ତୁ ହେଲୁ ରେ, ଖେଳଲୋଳଖଞ୍ଜନାକ୍ଷି କି ସାହସ କଲୁ ରେ (ପଦ) ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁ ରେ, ଖେଦ – ବୀଜ ନିଜ ହୃଦ-କେଦାରେ ବିଞ୍ଚିଲୁ ରେ (1) ଖିଆଲ ପରି କି ଧନ ମନରେ ଭାଳିଲୁ ରେ, ଖଳିକାର ନୋହି କଳା ନାଗକୁ ...
କବି ମାୟାଧର ମାନସିଂହ କେଉଁ ଲୋକୁ ଆସି ଏଥି ପରବାସୀ କଟିଲି ଦୀର୍ଘ କାଳ, ଦେଖିଲି ଭୂଧର ଶ୍ୟାମପ୍ରାନ୍ତର କ୍ରୀଡ଼ା ରବି,ତାରକାର ।। ରାଜ୍ୟ ଦେଖିଲି ସିନା, ରାଜା କାହିଁ ? ଅନ୍ତର ଉଠେ ଥରି, ଗୋପନ ପ୍ରାସାଦ- ରୁଦ୍ଧ ଦୁଆରେ ଯିବି କେଉଁ ପଥ ଧରି ...
ନିରାକାର ଚାଇନି ରୀନାମୀନା ପାଇଁ ଆଣିଥିଲେ ଜେଜେ ହାଟରୁ ମିଠେଇ ଦୁଇଟି ଦେଲାବେଳେ ତାଙ୍କୁ ପହଞ୍ଚିଲା ସେଠି ପଡ଼ିଶା ଘରର ସୁଇଟି l ସୁଇଟିକୁ ଦେଖି ରୀନାନାକ ଟେକି ପାଟିରେ ମିଠେଇ ପୁରେଇ ତରତର ହୋଇ ଚାଲିଗଲା କେଣେ ସେମାନଙ୍କୁ ପାଖୁ ଦୂରେଇ ...
ରୋମାଣ୍ଟିକ କବି ମାୟାଧର ମାନସିଂହ ' ହେ କବି, ହେ ବିଜ୍ଞ ପ୍ରିୟ '- ଭାଷିଲା ପ୍ରେୟସୀ ' ମୁଁ କ'ଣ ତୁମର ଯୋଗ୍ୟ ? ତୁମ ଆଗେ ବସି ଗାଇ ତ ପାରିବି ନାହିଁ କର୍ଣ୍ଣରସାୟନ ସଙ୍ଗୀତ, ବିପଞ୍ଚି ଧରି; ଅପ୍ ସରୀ-ନର୍ତ୍ତନ ନାଚି ତବ ରୂପ-କ୍ଷୁଧା ...
ରତ୍ନାକର ଚମ୍ପୂ (ଚୌପଦୀ ରତ୍ନାକର) (17) ସଖୀ ପ୍ରତି ଶ୍ରୀକୃଷ୍ଣ ରାଗ – ତୋଡି - ଆଠତାଳି ଥିଲେ ଅପରାଧ ମୋର, ଥରେ କ୍ଷମା ନକରିବକି ସେ ରାମାବର (ଘୋଷା) ଥଳ କମଳ ବିଯୟୀ ଚରଣେ ମୁଁ ତା ର ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର (1) ଥିବି ଖଟି ...
ଫଗୁଣର ଅବୀର ବି ଫିକା ଫିକା ଲାଗେ ଗୋରା ଗୋରା ଚିକ୍କଣିଆ ଗାଲରେ ତା'ର ଆଉ କାହା ରଙ୍ଗଲାଗେ, ଆମ୍ବଡାଳେ କୋଇଳି ବି ସୁମଧୁର ଗିତ ବୋଲେ ଚଇତର ଚଇତି ପବନ ଆଜି ଝାଞ୍ଜୀ ପରି କାଇଁ ଲାଗେ ।। ...
କଉଶଲ୍ୟା ଆଦି ଯେତେକ ନାରୀ । ନ ଚାହାନ୍ତି ତୋର କୋପକୁ ଡ଼ରି । ଶ୍ରୀରାମକୁ ଯେବେ ପେଶିବୁ ବନେ । କି ବୋଲିବେ ମୋତେ ସକଳ ଜନେ । ଆରେ କୋପନାବର । ଏବେ କୋପ ସଂହର । ଘେନ ବିନୟ ମୋର । ଧରୁଅଛି ତୋ କର । ରାମକୁ ନ ଦେଖି ଛାଡ଼ିବି ପ୍ରାଣ । ଏ କଥା ...