Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ବେତାଳ ସମ୍ମୁଖେ କମଳିନୀ ସନ୍ଧ୍ୟାହେବା ପୂର୍ବରୁ କମଳିନୀ ଦାସୀମାନେ ତା’ ନିକଟରେ ଥିଲେ । ପ୍ରହରେ ରାତ୍ରି ହୁଅନ୍ତେ କମଳିନୀ ସେମାନଙ୍କୁ ତା’ ନିକଟରୁ ବିଦା କରିଦେଲା । ଖାଦ୍ୟପେୟ ଓ ତାମ୍ବୁଳାଦି ଯତନରେ ସଜାଡି ରଖିଦେଲା । ଅତି ଯତ୍ନରେ ...
ମୁକୁନ୍ଦନଗର ନାମକ ଏକ ସହର ଥିଲା । ସେହି ସରରରେ ଜଣେ ପଣ୍ଡିତ ବାସ କରୁଥିଲେ । ଆଜି କାଲିକା ଯୁଗ ଯେ ଓଲଟା ହୋଇଗଲା, ଦେବତା ବ୍ରାହ୍ମଣମାନଙ୍କୁ ଆଉ ଲୋକେ ମାନିଲେ ନାହିଁ । ଦେବତାଙ୍କ ପୂଜା କରିବାକୁ ହେଲେ ତ ବ୍ରାହ୍ମଣ ପଣ୍ଡିତମାନଙ୍କର ଲୋଡ଼ା ...
ମଦ୍ୟପାନ ନିଷେଧ ......... ---------------------------------------------------- ସେଦିନ ସକାଳୁ ସକାଳୁ ସେଠି ପହଞ୍ଚି ଏଇ ବିଜ୍ଞାପନ - " ମଦ୍ୟପାନ ନିଷେଧ " ଦେଖିଦେବା ପରେ ମନ ଭିତରଟା ଖୁସିରେ ପୁରା ଭର୍ ପୁର୍ ହୋଇଗଲା l ଭାବିଲି ...
ପାଖରୁ ଦେଖିଥିବା ଗୋଟିଏ ନିରାଟ ସତ କଥା ଟିଏ ଲେଖୁଛି ଯାହା ସେତେବେଳେ ମୋତେ ଏତେ କଷ୍ଟ ଦେଇଥିଲା ଯେ ଆଜି ଯାଏ ଭୂଲି ପାରିନାହିଁ ।କାହାଣୀ ର ନାୟିକା ଙ୍କୁ ମୁଁ କେବେ ଦେଖିନି କିନ୍ତୁ କେଜାଣି ଦରଦୀ ହୃଦୟ ଟେ ଅନ୍ୟର ଦୁଃଖକୁ ସହଜରେ ...
ହେ ଦେଵଦୂତ, ଆପଣଙ୍କୁ ମୋର ଶତ ଶତ ନମନ। ଭଗବାନ ଙ୍କ କୃପାରୁ ମୁଁ ଭଲରେ ଅଛି. ଆଶା କରୁଛି ଆପଣ ଯୋଉଠି ବି ଥିବେ ନିଶ୍ଚେ ଭଲରେ ଥିବେ। ବ୍ୟସ୍ତତା ଭିତରେ ସେ ଦିନ ଆପଣ ହଠାତ୍ ଆବିର୍ଭାବ ହୋଇ ପୁଣି କୁଆଡେ ହଜିଗଲେ ...
ସେଦିନ ମୁଁ ମୋର ଜଣେ ସମ୍ପର୍କୀୟଙ୍କ ଘରକୁ ଯିବାର ସୌଭାଗ୍ୟ ପାଇଥିଲି । ତାଙ୍କ ଘରେ ଗୋଟେ ପୂଜା ଚାଲିଥିଲା । ମୁଁ ବି ମୋର ପରିବାର ସହିତ ସେଠାକୁ ଯାଇ ନିଜକୁ ଗର୍ବ ଅନୁଭବ କରୁଥିଲି । ଆଉ ତାର କାରଣ ଥିଲା, ତାଙ୍କ ପୁଜା ର କାରଣଟା ଜାଣି । ...
ବିଜ୍ଞାନ ଏବଂ ଭଗବତ ବିଶ୍ବାସ ଦୁଇଟି ଉଭୟର ଅନୁପୂରକ ବା ପରିପୂରକ ବୁଝିହୁଏନି।ଏ ଦୁଇଟି ଗୋଟିଏ ମୁଦ୍ରାର କ'ଣ ଦୁଇଟି ପାର୍ଶ୍ବ? ବିଜ୍ଞାନ ଆଜି କ'ଣ ନକରିଛି?ତା'ରି ପାଇଁ ଆଜି ମଣିଷ ବିଶ୍ବଜୟୀ ହୋଇ ପାରିଛି।ଆକାଶରେ ଉଡିବା ଠାରୁ ଆରମ୍ଭ କରି ...
ମୁଁ ଜାଣିନି ଏହା ଏଠାରେ କହିବା ଠିକ କି ଭୁଲ । ହେଲେ ଯଦି ନ କହେ ତାହେଲେ ମତେ ବି ଶାନ୍ତି ମିଳିବନି । ମୁଁ ଜାଣିଛି ଆଜିର ଯୁଗରେ ମଣିଷ ବହୁତ ଆଗକୁ ଯାଇଛି । ଚଦ୍ର ପୃଷ୍ଟ ରେ ପାଦ ଦେଇଛି । ସେଠାରେ ବସତି ସ୍ଥାପନ ପାଇଁ ,ବ୍ୟବହାର କରିବା ...
ସେଦିନ ଚାତକିନୀ ମାଟି ର ସମସ୍ତ ଆଶା ଅଭିଳାଷ କୁ ପୂରଣ କରିବାକୁ ଯାଇ ଆକାଶ ର ବର୍ଷା ମେଘବଉଦ ର ପାଲିଙ୍କି ଚଢି ଛମ୍ ଛମ୍ ପାଉଁଜି ଶବ୍ଦ ରେ ଧିରେ ଧିରେ ଓହ୍ଲାଇ ଆସୁଥିଲା ଧରଣୀ ର ତୃଷାର୍ତ୍ତ ଓଠ ଆଡକୁ । ମୁଁ ଏମିତି ବସି ଭାବୁ ଭାବୁ କେବେ ...
ପିଲାଦିନର ସ୍ମୁତି ସବୁବେଳେ ଅଭୁଲା ଏବଂ ରୋମାଞ୍ଚକର। ପରିଣତ ବୟସରେ ସେ ସବୁ ଭାବିଲେ ଯେତିକି ଆଶ୍ଚର୍ଯ୍ୟ ଲାଗେ, ସେତିକି ଦୁଃଖ ବି ଲାଗେ। ଦୁଃଖ ଏଥିପାଇଁ, ଏତେ ସୁଖର ଦିନ ସବୁ ଥିଲା କିନ୍ତୁ ଆମେ ତାହା ଜାଣି ପାରୁ ନ ଥିଲୁ। ଭାବୁଥିଲୁ କେତେ ...
ଇପ୍ସିତ ପୁରୁଷ ¤¤¤¤¤¤¤¤¤¤¤¤¤¤¤ ନାଲି ଗୋଲାପ ଟେ ଆଣିଲି ରଂଗ ରକତ ପରି ପାଖୁଡ଼ା ରେ ଆଙ୍କି ବସିଲି ହେଲା ହୃଦ କାହାରି କିଏ ସେଇ ରାଜକୁମର ଯିଏ ଧରିବ ହାତ କାହା ଘରେ ଯାଇ ରାନ୍ଧିବି ଚୂଲି ମୁଣ୍ଡରେ ଭାତ ପାଇବି କାହାର ପରଶ ହେବି ...
ଶୈଶବ ସତରେ ସବୁଠୁ ନିଆରା। ଆଉ ସେ ବେଳ ର ଦୁଷ୍ଟାମି ସବୁଠୁ ମିଠା। ଶୈଶବ ର ଖଟା ମିଠା ସ୍ମୃତି ହିଁ ନୂତନ ଭବିଷ୍ୟତ ପାଇଁ ପଥ ପରିଷ୍କାର କରେ। ଆଜି ର କାହାଣୀ ମୋ ନିଜର ଅଂଶ ବିଶେଷ। ମୁଁ ...
**** ମାଁ ପାଖକୁ ଚିଠି **** ପୂଜନୀୟ ସ୍ନେହ ର ମାଁ, ମୋର ପ୍ରଣାମ ଗ୍ରହଣ କରିବୁ । ବାପା, ଆଇ ,ଜେଜେ,ଖୁଡି ଓ କାକାକୁ ମୋର ପ୍ରଣାମ ଜଣେଇ ଦେବୁ ।ଆଳି ଓ ବିଶୁକୁ ମୋର ସ୍ନେହ ଓ ଆଦର ଜଣେଇ ଦେବୁ ।ଆଶା କରୁଛି ସମସ୍ତେ କୁଶଳରେ ଥିବ । ମୁଁ ମଧ୍ୟ ...
ବନ୍ଦ ଝରକା ସେଦିନ ରାନୀ ବସି ନିଜ ଉପରେ ମନେ ମନେ ଭାରି ରାଗୁଥାଏ। ମନ ଝରକାରୁ ଅତୀତ ର ପ୍ରୁଷ୍ଠା ସବୁ ଦୂରରୁ ଝାପସା ଝାପସା ଯଦିଓ ହେଲେ ମସ୍ତିଷ୍କର ସେ ସବୁ ଅାଜୀବନ ଭଡାଟିଆ ଭାବେ ନିଜର ...
ମନୁଷ୍ୟ ତାର ସ୍ବାର୍ଥ ପାଇଁ କେତେ ଯେ ତଳକୁ ଖସି ପରେ ତାହା କହିଲେ ଭି ସରିବନି।ନିଜର ସ୍ବାର୍ଥ ହାସଲ ପାଇଁ ଯେ ସେ କେବଳ ମନୁଷ୍ୟ ସମାଜ ନୁହେଁ, ପ୍ରକୃତି ର ଦିଆ ଯାଇଥିବା ପ୍ରତେକ ଟି ମୂଲ୍ୟବାନ ଜିନିଷ କୁ ଆଘାତ ଦେଇଥାଏ,ନିଜର ସ୍ବାର୍ଥ ପାଇଁ ...