Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ମୋର ପ୍ରିୟ ପାଠକ/ପାଠିକା ମାନଙ୍କୁ ପଦେ ...... ନମସ୍କାର । ମୋର ପ୍ରିୟ ପାଠକ/ପାଠିକା ମାନଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଓ ଶୁଭେଚ୍ଛା । ଆଜି ମୁଁ ବହୁତ ଖୁସି । କାହିଁକି ନା ମୁଁ ଆପଣମାନଙ୍କୁ ଭେଟି ଦେବାକୁ ଯାଉଛି ଆଉ ଏକ ମହାନ ହିନ୍ଦୀ ...
ମହାଧାରାବାହିକ ମହୋତ୍ସବ ଭାଗ 1 ରକ୍ତ ସମ୍ପର୍କ ❤❤❤❤ ଦିଲ୍ଲୀ ର ଗହଳିପୁର୍ଣ୍ଣ ରାଜରାସ୍ତା ର କଡେ଼ କଡେ, ହାତରେ ଗୋଟିଏ ଷ୍ଟିଲ ଲଞ୍ଚବକ୍ସ ଟି ଧରି ଚାଲିଯାଉଥାଏ ଦୀପକ l ବୟସ... ଏଇ ଚଉଦ ପନ୍ଦର ହେବ l ପେଟରେ ଭୋକ ଆଉ ଅନାଥ ର ପରିଚୟ ...
ଜଙ୍ଗଲ ମଧ୍ୟରେ ପୋଖରୀଟିଏ l କାଚକେନ୍ଦୁ ପରି ପାଣି l ସେହି ପୋଖରୀରେ ରହୁଥିଲା ଗୋଟେ ବଡ଼ କଇଁଛ l ପୋଖରୀ କୂଳରେ ଗୋଟେ ବଡ଼ ଝଙ୍କାଳିଆ ବରଗଛ ଏବଂ ତା ପାଖକୁ ଲାଗି ଘଞ୍ଚ କିଆ ବୁଦାଟିଏ l ସେହି କିଆ ବୁଦା ଭିତରେ ଘର କରି ରହୁଥିଲେ ଦୁଇ ବନ୍ଧୁ ...
ଆମର ଛୋଟିଆ ପରିବାରଟିଏ। ବାବା, ମାମା, ମୋ ସାନ ଭାଇ ପପୁନ ଓ ମୁଁ। ଆମେ ସମସ୍ତେ ନିରାମିଶାସୀ ଅର୍ଥାତ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ। ଏହି କଥାଟି ଆଶ୍ଚର୍ଯ୍ୟକର ହେଲେ ମଧ୍ୟ ସତ୍ୟ। ସାତ୍ଵିକ ଖାଦ୍ୟ ଆହରଣ ମନରେ ପଶୁ ...
ପ୍ରେରଣା .... ପ୍ରେରଣା....ତତେ କେତେ ଡାକୁଛି....କଣ ତୋର କାନକୁ ଶୁଭୁ ନାହିଁ କି!!!!...କୁଆଡେ ହଜି ଗଲୁ ତୁ....ଟିକେ ଯା ଗାଧେଇ ପଡେ...ତତେ କେତେ ଥର କହିବି...ଏହି ଝିଅ ଟା କେବେ ଗାଧେଇବାର ନା ଧରୁନି....ପ୍ରେରଣା.... ପ୍ରେରଣା.... ...
ସମୁଦ୍ର କୂଳରେ କୁଡିଆଟିଏ କରି ଗୋଟିଏ କେଉଟ ଥାଏ। ନାମ ତାର କୈଳାସ।ତା କୁଡିଆରେ ସେ ଏକା।ମାଛ ଧରିବାଲାଗି ସେ ପାହାନ୍ତାରୁ ଡଙ୍ଗା ନେଇ ସମୁଦ୍ରକୁ ଚାଲିଯାଏ। ଦିନଯାକ ଯାହା ମାଛ ଧରେ ତାକୁ ପାଖ ଗାଁ ଗଣ୍ଡାରେ ବୁଲି ବିକିଦିଏ ଓ ସେଥିରେ ସେ ପେଟ ...
ନୀଳ ପରୀ କଥା ******--****--***** ବାପା ମା ଛେଉଣ୍ଡ ଝିଅଟିଏ l ନାଁ ତା'ର ଦୁର୍ଗା l ନାଁ ଟା ସିନା ଦୁର୍ଗା ହେଲେ ଝିଅଟି ଭାରି ଶାନ୍ତ ସ୍ଵଭାବର l ମାଛି କୁ ମୋ ବି କୁହେନି l ...
ଅନ୍ୟ ଏକ ସହର ରୁ ଆସି ମାନବ ପାଠ ପଢୁଥାଏ ଦିଲ୍ଲୀ ରେ...ଆର୍ଥିକ ଅଭାବ ରୁ ସହର ରେ ଘର ଭଡା ଯୋଗାଇ ପାରେନି... ସେଥିଲାଗି କଲେଜ ରୁ ଚାରି କିଲୋମିଟର ଦୂରରେ ଏକ ଗାଁ ରେ ଘର ଟିଏ ଭଡା ନେଇରହୁଥାଏ..... ସବୁଦିନ ସକାଳ ଚଲା ମଧ୍ୟ ହୋଇଯାଏ..... ...
*)ଭାଗ- ଏକ(* ବହୁବର୍ଷ ତଳର କଥା | ଶରଣପୁର ରାଜ୍ୟରେ କୀର୍ତ୍ତିଭାନୁ ନାମକ ଜଣେ ରାଜା ଶାସନ କରୁଥିଲେ | ପ୍ରଜା ମାନେ ଅତି ସୁଖରେ କାଳାତିପାତ କରୁଥିଲେ | ମନ୍ତ୍ରୀ ପରିଷଦ ହେଉ ଅବା ନ୍ୟାୟ ବ୍ୟବସ୍ଥା ସବୁ କିଛି ଥିଲା ସୁଶୃଙ୍ଖଳିତ | ...
ପ୍ରାବନ୍ଧିକ ଚିତ୍ତ ରଂଜନ ଦାସ କଂ "ବିଦ୍ୟା ଓ ବିଦ୍ୟାର୍ଥୀ " ପ୍ରବନ୍ଧ ଅନୁସାରେ , "ବିଦ୍ୟା ର ପଥ ସତତ ଅନୁଶୀଳନ ର ପଥ, ନିତ୍ୟ ନୂତନ ଅନୁସନ୍ଧାନ ହିଁ ବିଦ୍ୟା "।ସଂଗ୍ରହ ବିଦ୍ୟାର ପ୍ରଥମ ପାଦ ଆଉ ସମର୍ପଣ ରେ ହିଁ ଏହାର ସାର୍ଥକତା ।ଓଡିଶା ...
ଗାଁ ମୁଣ୍ଡରେ ଚାଳ ଘରଟିଏ । ସେଠାରେ ରହୁଥାଏ ଗୋଟିଏ ବୁଢ଼ୀ । ତା'ର ସ୍ଵଭାଵ ଗାଁ ର ସମସ୍ତ ଲୋକଙ୍କ ଠାରୁ ନିଆରା । ବୁଢ଼ୀ ତା' ଜୀବନରେ କେବେ ମିଛ କହିନାହିଁ କି କାହାର ଅମଙ୍ଗଳ ଚିନ୍ତା କରିନାହିଁ । ଲୋଭରେ ସେ ...
ଜୁବ୍ ଜୁବାଲି (୧) ( ଏକ ଭିନ୍ନ ସ୍ୱାଦର କାହାଣୀ ) __________________ . ପରମେଶ୍ବର ଓଝା ରମା ଆଈ ଯେତେବେଳେ ମଲା ତାକୁ ୧୨୦ ବର୍ଷ ବୟସ ହୋଇଥିଲା । ...
ପିଲା ଟିଏ ଥିଲା। ନାଁ ତାର ମୁନୁ, ଭାରି ଚଗଲା ସେ। ସବୁ ବେଳେ ଖେଳ କସରତ୍ କରିବାରେ ତାର ମନ। ସେ ପଞ୍ଚମ ଶ୍ରେଣୀ ରେ ପଢ଼େ। ହେଲେ ପାଠ ନାଁ ଶୁଣିଲେ ତାକୁ ଜର ଆସେ। ସବୁ ବେଳେ ଦୁଷ୍ଟାମି କରିବାର ତାର ଲକ୍ଷ୍ୟ ଥାଏ। ଲୋକ ମାନଙ୍କୁ ହଇରାଣ ...
ମାଧବୀ କୁମୁଦପୁର ଗାଁ ର ଶ୍ରିହରୀ ମହାନ୍ତି ଓ ଦେବକୀ ମହାନ୍ତି ଙ୍କ ଝିଅ । ଦେବକୀ ହଉଛନ୍ତି ମାଧବୀ ର ସାବତ ମା । ସବୁ ସାବତ ମା ଙ୍କ ଭଳି ମାଧବୀ ପାଇଁ ତାଙ୍କ ମନ ରେ ନିଜ ପିଲା ଭଳି ଭଲ ପାଇବା ନ ଥାଏ । ଦେବକୀ ଙ୍କ ନିଜ ର ଗୋଟେ ପୁଅ ଥିଲା । ...
ଶ୍ୟାମ ବାବୁ ନାମକ ଏକ ଉତ୍ତମ ଚାଷୀ, ମାଧବ ପୁର ଗ୍ରାମ ରେ ପରିବାର ସହ ବାସ କରୁଥିଲେ। ତାଙ୍କର ପ୍ରାୟ ପାଞ୍ଚ ଏକର ଚାଷଜମି ଥିଲା।ସେ ଓ ତାଙ୍କ ପରିବାର ର ସମସ୍ତ ସଦସ୍ୟ ବହୁ ପରିଶ୍ରମ କରି ସେ ଜମିରେ ବିଭିନ୍ନ କିସମର ଫସଲ, ପନିପରିବା, ଫୁଲ ଓ ...