Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ କବିସୂର୍ଯ୍ୟ ବଳଦେବ ରଥ ଝ ରାଗ-ମୁଖାବରି ବା ତୋଡିପରଜ ଝଗଡିମାତ୍ର ହେଲ ହେ ଶ୍ୟାମ, ଝିମୁଟ ହେବାକୁ ସହସ୍ର ଯାମ(ପଦ) ଝାଉଁଳିବା ନବ ତମାଳ ରମା, ଝିଙ୍କି ଆଣି ଅଙ୍ଗେ କଲଣି ଜମା(1) ଝଡିବ ବଳ କୋମଳ ଛାତିରୁ,ଝଷ ...
ଅଙ୍ଗୁରବାଳା ପରିଡ଼ା ନା, ଦାତା ! ନା, ଗ୍ରହୀତା ! ଓଲଟ ବୃକ୍ଷର ଏ ଚିମୁଟେ ଜୀବନ ଅଧାଅଧା ବୁଝି ହେଉଥିବ ଗୋଟେ ସୁଦୀର୍ଘ କବିତା । ସମୟର ସରହଦ ନାହିଁ ଋତୁ ନାହିଁ ବୀଜ ବପନର, ଓଦାଓଦା ଅନ୍ୟମନସ୍କତାର ଆର୍ଦ୍ର ଭୂଇଁରେ ଆବେଗର ଉଷ୍ଣତାରେ ପଲ୍ଲବି ...
ରାଗ ମୁଖାବରୀ ସପତଟି ମୋର ରେ, ସହ ଏହି ଥର ରେ, ସାର ହାରରମସାରମଣିବର ପରି ଧରି ବକ୍ଷସ୍ଥଳେ ନିରନ୍ତର ନଫିଙ୍ଗି ପୁଣି ହଟି ସୁନ୍ଦର ନୁହଇଟି ବିଚାରି ଭରଷା ବଢାଅ ଅପରିମିତ(ପଦ) ଶୁଣିଲେ ଆଉ କେ ବ୍ରଜେ,ସରିଯିବି ସିନା ଲାଜେ, ସାହା ତୁ ନୋହିଲେ ...
ଆସିଲାଣି ଖରା ଛୁଟି ନାହିଁ ଡର ପାଠକୁ, ସଞ୍ଜ ହେଲେ ବୁଲିଯିବି ଭାଇ ସାଥେ ହାଟକୁ ।। ଭାଇ କହିଛନ୍ତି କିଣି ଦେବେ ନୂଆ କଣ୍ଢେଇ, ଖେଳିବି ମୁଁ ଛୁଟି ସାରା ଧରି ତାକୁ ଉଠେଇ ।। ଖାଇବାକୁ ଦେବେ ମୋତେ ରସଗୋଲା, କାକେରା, ଛେନାପୋଡ଼, ବାର ମଜା ଭଳି ...
ଅମ୍ବିକା ସ୍ଵାଇଁ ଆରେ ପିଲାମାନେ ଶୁଣ ମନ ଦେଇ ଭୁଲ ନାହିଁ ତୁମେ କେବେ କେତେ କଷ୍ଟ ସାହି ବାପା ମା’ ତୁମକୁ ଜନ୍ମ ଦେଇଛନ୍ତି ଭବେ, ରାତି, ରାତି ଅନିଦ୍ରା ରହି କରିଥାନ୍ତି ତୁମ ଅଳି ଅର୍ଦ୍ଦଳି ପ୍ରଭୁଙ୍କ ପାଶେ କରି ଗୁହାରୀ, ତୁମ ଜୀବନ ଗଢନ୍ତି ...
ମୋ ସାବିତ୍ରୀ ସକାଳୁ ଉଠି ମନ୍ଦିର ଆଜି ଯାଉଛି ସତ୍ୟବାନଟା ଭୋକରେ ତାର ଡହଳ ବିକଳ ହଉଛି ଆମ୍ବ , କଦଳୀ , ଲିଚୁ , ସପୁରି ଆହୁରି କେତେ ଫଳ ବାସ୍ନାରେ ଘର ମହକି ଯାଏ ପାଟିରୁ ବହେ ଲାଳ ଲାଳ ବାହାରିଲେ କିସ ଯେ ହେବ ମୋର ଭାଗ୍ୟରେ ନାହି ...
ସେଦିନ ସବୁ ମନେ ଅଛି ଯୋଉ ଦିନ ତମେ ଶ୍ୟାମଳ ରଙ୍ଗର ଦେହ ଧରି ବୁଲୁଥିଲ ମୋ ଅଇଁଠା ଚକଲେଟ ଖାଇବା ପାଇଁ କଳି କରି ଜିଦି କରୁଥିଲ । ତମେ ଏତେ ସିମ୍ପଲ ଝିଅ ଡେରି ମିଲ୍କ ପରି ଟିକେ ଗରମ ହେଲେ ତରଳି ଯାଅ ଆଉ ଥଣ୍ଡା ହେଲେ ? ଗୋଟା ପଣ ପ୍ରେମ ଢାଳି ...
🌹🌹ମହାସ୍ମୀତା 🌹🌹 ଝାଉଁ ବନ ଫାଙ୍କେ ଜହ୍ନ ଉଇଁଛି ମେଘର ପରଦା ଖୋଲି ତୁମ ବିନା କୋଟି ତାରା ତରାଟର ଆକାଶ ଲାଗୁଛି ଖାଲି ମୋଜୀବନ ତରୁ ଶାଖାରେ ଶାଖାରେ ପହିଲି ଫଗୁଣ ତୁମେ ଆଜିର ନିଦାଘ ଅସହ ହେଲାଣି ଆଖିରେ ଶ୍ରାବଣ ଜମେ। ...
ମୁଁ କାଗଜ ଡଙ୍ଗାଟେ ଭସେଇଲାବେଳେ ତୁ ଲୁହ ଟୋପେ ଦେଲୁ, ଟୋପେ ଲୁହରେ ଜୀବନ ଭାସିଯିବ ଲୋ କାଗଜ ଡଙ୍ଗା ନୁହେଁ, ଦର ଆଉଜା କବାଟ ଫ୍ଯାନକରେ ମୁଁ ସେମିତି ଠିଆହୋଇଥିଲି ଖରା , ବର୍ଷା, ଶୀତରେ ତୁ ନାଡାକିବା ଯାଏଁ, ତୋ ଓଢଣା ତଳେ ଦେଖୁଥିବୀ ...
*ଜୀବନ* *ପଥ* ଡଃ ଆରତି ପଟ୍ଟଯୋଷୀ ଗୋଲାପ ସାଥିରେ ଗୋଲାପୀ ଚିଠିଟେ ଦେଇଥିଲ ଦିନେ ମୋତେ ପ୍ରଶ୍ନ ଟିଏ ଥିଲା ଚିଠିର ଶେଷରେ ଭଲ ପାଏ କି ମୁଁ ସତେ ?? ଲାଜେଇ ହସିଲି ଅଳପ ରୁଷିଲି ମିଛେ ଅଭିମାନ କଲି ଅଧୋବଦନ ରେ କହି ଦେଇଥିଲି ହଁ ଭଲ ପାଏ ...
ଦଶରଥ ହେମ୍ବ୍ରମ୍ ରଞ୍ଜରଞ୍ଜ ସଞ୍ଜବେଳ ତୁମ କଥା ମୋତେ ମନେ ପଡେ ଭାରି ରୁଣୁଝୁଣୁ ତୁମ ପାଦ ସେ ପାଉଁଜି କଥା କୁହେ ଆଖି ମାରି ।।୧।। ଝଣଝଣ ତୁମ ଦୁଇ ହାତ ଚୁଡି ଗାଉଥିବ ପ୍ରେମ ଗୀତ ଜହ୍ନ ରାତିରେ ତୁମ ସେ ହସ ଲେଖିଦିଏ ଭାଗବତ ।।୨।। କମଳ ବୟସେ ...
ରତ୍ନାକର ଚମ୍ପୂ (ଚୌପଦୀ ରତ୍ନାକର) (8) ସଖୀ ରାଗ - ମୁଖାବରୀ -ଏକତାଳି ଜାଣିବୁ ରେ ଦେଖି, ଦମ୍ଭେ ହାଣିବୁ ରେ (ଘୋଷା) ଜବାଜିତ ଅଧରୀ- ଅଭିସାରକୁ କରି ମଦନେ ମତ କରିରାଜ ଗମନ ହରି(1) ଜଳଜ ରମ୍ୟ ମୁଖୀ - ସ୍ମିତଅଧରେ ରଖି ଭୂରୁ ଚାପରେ ସଖି ...
କଉଶଲ୍ୟା ଆଦି ଯେତେକ ନାରୀ । ନ ଚାହାନ୍ତି ତୋର କୋପକୁ ଡ଼ରି । ଶ୍ରୀରାମକୁ ଯେବେ ପେଶିବୁ ବନେ । କି ବୋଲିବେ ମୋତେ ସକଳ ଜନେ । ଆରେ କୋପନାବର । ଏବେ କୋପ ସଂହର । ଘେନ ବିନୟ ମୋର । ଧରୁଅଛି ତୋ କର । ରାମକୁ ନ ଦେଖି ଛାଡ଼ିବି ପ୍ରାଣ । ଏ କଥା ...
ଅପ୍ରାପ୍ତିରୁ ଜାଣି ନଥିଲି ପ୍ରାପ୍ତରେ ଏତେ ସଙ୍ଗାତ ବ୍ରାହମସୁରରେ ମନୋଜ୍ଞ ଭାବେ ବୌଦ୍ଧିକ ମୁଦ୍ରାରେ ଅପେକ୍ଷା କରିଥିବେ ମୋର ପ୍ରାପ୍ତ ବୟସକୁ ସେ ଏନି ମହୀୟାନ ନିଶ୍ଚିନ୍ତ ଯେତେବେଳେ ଖତବ ମାନେବି ମନୋଜ୍ଞ ହୋଇପାରନ୍ତି । ...
ଭାଗିରଥୀ ବେହେରା ଟୋପାଏ ବି ଲୁହ ମାଟିରେ ପଡିବାକୁ ଦିଅନା ॥ ଛୁଉଁ ଛୁଉଁ ମାଟି ଦେହ ତୁମ ଲୁହବୁନ୍ଦା ଫୁଟିଯିବ ଦୁଃଖଫୁଲ ହୋଇ l ଚାହୁଁ ଚାହୁଁ ଗଛସାରା ଦୁଃଖଫୁଲ ଆଉ ଦୁଖଫୁଲ ଦେବ ମୋତେ ଗହଳ ଯାତନା, ଟୋପାଏ ବି ଲୁହ ମାଟିରେ ପଡିବାକୁ ଦିଅନା ॥ ...