Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ବେଳକୁ ବେଳ ଖରାତାତି ବଢ଼ିବାରେ ଲାଗିଛି । ବର୍ଷକୁ ବର୍ଷ ପାରଦ ଟପୁଛି ସିନା କମିବାର ନା ଗନ୍ଧ ନାହିଁ । ଏ ବର୍ଷ ମେ ମାସରେ ଚଉରାଳିଶି ପଇଁଚାଳିଶି ଡିଗ୍ରୀ ପାରଦ ଛୁଇଁଲାଣି । ଅସହ୍ୟ ଗରମ । ଯେଉଁ ଦିଗକୁ ଅନେଇବ ମେଘକୁ ଛୁଇଁବ ଛୁଇଁବ ହେଉଛନ୍ତି ...
ସଞ୍ଜୟ ର ଘର ବେତେଣ୍ଡା ବୋଲି ଏକ ନିପଟ ମଫସଲ ଗାଁ ଯାହା ରାଜ୍ୟ ର ରାଜଧାନୀ ଭୁବନେଶ୍ୱର ରୁ ପାଖାପାଖି ଶହେ କିଲୋମିଟର ଦୂର ହେବ. ସଞ୍ଜୟ ର ଜନ୍ମ ସେଇ ଗାଁ ରେ ଆଉ ପାଠ ପଢା ମଧ୍ୟ ସେଇ ଗାଁ ରେ. ସ୍କୁଲ ପାଠ ସରିଲା ପରେ ସଞ୍ଜୟ ଇଛା କରିଥିଲା ...
॥ ଅଭ୍ୟାସ ॥ ଖୁବ୍ ବ୍ୟସ୍ତବହୁଳ ଜୀବନ ମୋର । ସେହି ଭିତରୁ କେମିତିଯେ ଟିକିଏ ସମୟ ବାହାର କରି ଦୁଇ ଧାଡି ଲେଖିଦିଏ ସେକଥାଟା ସବୁବେଳେ ମୁଁ ଲେଖିସାରିବାପରେ ଚିନ୍ତାକରେ । ତେବେ କିଛିଦିନ ହେଲା ମୁଁ ଚିନ୍ତା କରିଥିଲି ଏବେ ଏ ଲେଖାଲେଖିରୁ ...
ବନ୍ଧୁତ୍ବ ବ୍ୟକ୍ତି ପାଇଁ ପ୍ରେମ, ସ୍ନେହ, ଓ ସମ୍ନାନର ଭାବନା ।। ଜୀବନ ବନ୍ଧୁ ବିନା ନିରର୍ଥକ ମନେହୁଏ। ବନ୍ଧୁକୁ ଭଲ ଭାବରେ ବୁଝିବାକୁ ହେଲେ ପ୍ରଥମେ ସମ୍ପର୍କର ପ୍ରକୃତ ଅର୍ଥ ବୁଝିବା ନିତାନ୍ତ ...
ବିଶ୍ୱାସ ଘାତକ ବନ୍ଧୁ ଆଗ୍ରା ସହରରେ କରିମ୍ ଏବଂ ହାସାନ୍ ନାମକ ଦୁଇଜଣ ଅଟା ବ୍ୟବସାୟୀ ବାସ କରୁଥିଲେ । ସେମାନେ ଉଭୟେ ବାଲ୍ୟକାଳରୁ ବନ୍ଧୁ ଥିଲେ । କରିମ୍ ସଚ୍ଚୋଟ ସ୍ୱଭାବର ଥିଲା, କିନ୍ତୁ ହାସାନ୍ ଠକ ସ୍ୱଭାବର ଥିଲା । କରିମ୍ ହାସାନ୍ ...
ବାସ୍ତବ ଜୀବନ 🌹🌹🌹🌹🌹🌹🌹🌹🌹🌹🌹🌹 ଭୁଲ କେଉଁ ମଣିଷର ହୋଇନାହିଁ।ମଣିଷ ନିଜ ଜୀବନରେ ଅନେକ ପ୍ରକାର ଭୁଲ କରିଦେଇଥାଏ।କେତେବେଳେ ଖୁସିହୋଇ ଭୁଲ କରିଥାଏ,ତ କେତେବେଳେ ରାଗରେ,ତ ଆଉ କେତେବେଳେ ମନର ...
ଆଜି ରାତି ପାହି ଯିବ କାଲି ସକାଳ ଆସିଯିବ କଳା ଅନ୍ଧକାର ସବୁ ତପନ ଆସି ନେଇ ଯିବ ବ୍ୟସ୍ତ ବ୍ୟଗ୍ର ହୁଅ ନାହିଁ ଜଗତ ର ଜନତା ପ୍ରକୃତି ର ଖେଳ ଏହି ଏକ ପକ୍ଷେ ଅଛି ମହାନତା ଆସି ମହାକାଳ ଯାଉଛି ନେଇ ଜୀବନ ରଖ ବାନ୍ଧି ଘରେ ...
ଏଇ କେତେ ଦିନ ହେଲା କଣ ହେଇଛି କେଜାଣି , ଭାରି ଭୟ ଲାଗୁଛି ......ତଣ୍ଟି ପାଟି ଶୁଖି ଯାଉଛି । ବେଳେବେଳେ ଜୀବନଟା ଅଛି କି ନାହିଁ ଭାବିବାକୁ ପଡୁଛି । ଯେଉଁଦିନୁ ଏଇ ଛୋଟିଆ ଜଙ୍ଗଲରେ ବୁଧନା ର ମଲା ଦେହ ଟା ମିଳିଛି । ହେଲେ ତା ପରି ହଟ୍ଟା ...
ଭାଗ୍ୟର ବିଡମ୍ବନା ଏମିତି, ମତେ ନେଇ ପହଞ୍ଚେଇ ଥିଲା ଏମିତି ଏକ ଘରକୁ ଯୋଉଠିକି ଯିବାକୁ ମୁଁ କେବେ ସ୍ବପ୍ନରେ ବି କଳ୍ପନା କରି ନଥିଲି। ପ୍ରଥମେ ତ ଭାବିଲି ମୋର ଯିବା ଉଚିତ୍ ନୁହେଁ,ତା ପରେ ଭାବିଲି ଭଗବାନ୍ ବୋଧେ ଏଇଆ ଚାହାଁନ୍ତି। ଏମିତି ଏକ ...
ଚତୁର୍ଦ୍ଦଶ ଓ ଅନ୍ତିମ ଭାଗ ଦ୍ଵିତୀୟ ଥର ପାଇଁ ମେଲବୋର୍ଣ୍ଣ ର ପଏଣ୍ଟ କୁକ ଅଂଚଳକୁ ଆସି ସେଠାରେ ପୁଅ କିଣିଥିବା ୫୬ ଭିଲିଅରସ୍ ଡ୍ରାଇଭ୍ ଘରେ ପହଂଚିଲୁ |ଘରଟି ବହୁତ ସୁନ୍ଦର , ପ୍ରଶସ୍ଥ ଓ ଅଷ୍ଟ୍ରେଲିଆନ୍ ବିଲଡିଂ ...
ଜୀବନରେ ବେଳେ ବେଳେ ବୁଝିବା କଷ୍ଟ ହୋଇ ପଡେ... ସତ ଆଉ ଭାବନା ର କ୍ଷୀଣ ତଫାତ କୁ... କିଏ କହେ ମନସ୍ତତ୍ୱ ତ କିଏ କହେ ଭାଗ୍ୟ... କିନ୍ତୁ କିଛି ଘଟଣା ଏମିତି ବି ଘଟେ.... ଘରେ ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ... ଠାକୁର ଘରେ ଜଗନ୍ନାଥ ...
ଚଲାପଥ (ଏକାଦଶ ଭାଗ ) ବିଜୁ ପଟନାୟକ କଲେଜ,ଅନ୍ତେଇରେ ଯୁକ୍ତତିନି କଳା,ଯୁକ୍ତଦୁଇ ବିଜ୍ଞାନ ଓ ଯୁକ୍ତଦୁଇ ବାଣିଜ୍ୟ ପାଠ୍ୟକ୍ରମ ନିମନ୍ତେ ଆଡମିଶନ କରିବାକୁ ସରକାରଂକ ମଂଜୁରୀ ମିଳିଲା |ଏଥିପାଇଁ କିଛି ଅଣଶିକ୍ଷକ କର୍ମଚାରୀଙ୍କ ...
ସ୍ଥିତିପ୍ରଜ୍ଞା ...... ------------------------------------------------------- ଝିଅଟି ଖୁବ୍ ମେଧାବୀ l ମାଟ୍ରିକୁଲେସନ୍ ପରୀକ୍ଷାରେ A1 ଗ୍ରେଡ୍ ରେ ପାଶ୍ କରିବା ପରେ ବାପା ମା ସ୍ଥିର କଲେ ଝିଅକୁ ବିଜ୍ଞାନ ପଢାଇ ଭବିଷ୍ଯତରେ ...
ଭିକାରି ବୁଢାଟିଏ । ଗାଆଁ ଗାଆଁ ଭିକ ମାଗି ଚଳେ । ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ । ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତସିଆଁ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା । ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ । ସେ ...