pratilipi-logo ପ୍ରତିଲିପି
ଓଡିଆ
ପ୍ରତିଲିପି ଭାଇରାଲ୍ ପୂର୍ଣ୍ଣ କାହାଣୀ ମହୋତ୍ସବ ଅଗଷ୍ଟ

ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ୧୦୦୦ ରୁ ଅଧିକ ଶବ୍ଦର ଯେକୌଣସି ବିଷୟରେ ଏକାଧିକ କାହାଣୀ ପ୍ରକାଶ କରି ପାରିବେ। ଏଥିରେ କୌଣସି ନିୟମ ନାହିଁ - କେବଳ ବିଭାଗ ଦିଅନ୍ତୁ ଓ ନିଜର ଏକ ପରିପକ୍ୱ, ନିଦା ଓଜନଦାର କାହାଣୀ ପ୍ରକାଶ କରନ୍ତୁ। ଏହାକୁ ଆପଣ ଆଜିଠାରୁ ପ୍ରକାଶ କରି ପାରିବେ। ବିଭାଗ - “ପ୍ର - ଭାଇରାଲ୍ ପୂର୍ଣ୍ଣ କାହାଣୀ ଅଗଷ୍ଟ” ,ଏହା ଏକ ପୂର୍ଣ୍ଣ କାହାଣୀ ପ୍ରତିଯୋଗିତା। ଧାରାବାହିକ ନୁହେଁ। ଆପଣ ୧ ରୁ ୧୫ ଟି ଯାଏ ପୂର୍ଣ୍ଣ କାହାଣୀ ଅଲଗା ଅଲଗା ଭାବରେ ପ୍ରକାଶ କରି ପାରିବେ,ଗୋଟିଏ ଧାରାବାହିକରେ ଭାଗ ଭାଗ କରି ନୁହେଁ। 

ଯେହେତୁ ଆପଣଙ୍କ ଲେଖା ସିଧା ସଳଖ ବିଜ୍ଞାପନ ନିମନ୍ତେ ଚାଲିଯିବ ତେଣୁ -

୧) ଆପଣଙ୍କ କାହାଣୀ ଆରମ୍ଭରୁ କୌଣସି ନାମ ଠିକଣା ଇମୋଜୀ ଆଦି ଦିଅନ୍ତୁ ନାହିଁ।
୨) ଲେଖାର ଆରମ୍ଭରୁ ୭/୮ ଧାଡ଼ିରେ ଲେଖାର ସାରାଂଶ ଲେଖିବାକୁ ଚେଷ୍ଟ କରନ୍ତୁ। କାହାଣୀ ସମ୍ପୂର୍ଣ୍ଣ ଭାବରେ ନ କହି ଏକ ରହସ୍ୟପୂର୍ଣ୍ଣ ଭାବରେ ଲେଖନ୍ତୁ ଓ ଉତ୍କଣ୍ଠା ଜାତ କରିବାକୁ ଚେଷ୍ଟା କରନ୍ତୁ। ଯେପରି ଏହାକୁ ପଢ଼ି ଯେପରି ପାଠକ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ।
୩) ଏହା ସହିତ କଣ୍ କରିବେ ଓ କଣ୍ ନ କରିବେ ସେ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରି ପଢ଼ନ୍ତୁ।

ଏହା ଏକ ପୂର୍ଣ୍ଣ କାହାଣୀ ପ୍ରତିଯୋଗିତା। ଧାରାବାହିକ ନୁହେଁ। ଆପଣ ୧ ରୁ ୧୫ ଟି ଯାଏ ପୂର୍ଣ୍ଣ କାହାଣୀ ଅଲଗା ଅଲଗା ଭାବରେ ପ୍ରକାଶ କରି ପାରିବେ,ଗୋଟିଏ ଧାରାବାହିକରେ ଭାଗ ଭାଗ କରି ନୁହେଁ।



କାହାଣୀ ଭିତରେ ନାମ,ଠିକଣା, ଅତ୍ୟଧିକ ଇମୋଜୀ,ଖାଲି ସ୍ଥାନ, ଅତ୍ୟଧିକ ଫାଙ୍କା, ଫୁଲ୍ ଷ୍ଟପ ,ନିଜ ଫୋଟୋ ରହିଲେ, କାହାଣୀ ଫୋଟୋ ବିହୀନ, ଅତ୍ୟଧିକ ରଞ୍ଜିତ ଲେଖା ଯୁକ୍ତ ଫୋଟୋ,ହିଂସାତ୍ମକ/ଅପରାଧ/ଅଶ୍ଳୀଳ ଫଟୋ,୧୦୦୦ ରୁ କମ୍ ଶବ୍ଦ,କବିତା,ଇଂରାଜୀ ଶବ୍ଦ,ଗାଳି ଗୁଲଜ, ପ୍ରବନ୍ଧ,ଧାରାବାହିକ କାହାଣୀ,ଭାଗ ଭାଗ କାହାଣୀ, ବଡ଼ ଶୀର୍ଷକ,#ଟ୍ୟାଗ୍ ଥିବା,ସମସ୍ତ କାହାଣୀକୁ ଏଥିରୁ ବାଦ୍ ଦିଆଯିବ। ଏହା ଏତେ ଜଣ ପାଠକ ମାନଙ୍କ ନିକଟକୁ ପ୍ରତିଲିପି ତରଫରୁ ସେମାନଙ୍କୁ ଏକ ଖରାପ ଅନୁଭୂତି ପ୍ରଦାନ କରିବା ନିମନ୍ତେ ନୋଟିଫିକେସନ୍ ପାଇଁ ଯିବ ନାହିଁ।



ଗୁରୁତ୍ୱପୂର୍ଣ ତାରିଖ -
୧) ଆରମ୍ଭ - ୧ ଅଗଷ୍ଟ , ୨୦୨୨
୨) ଶେଷ ତାରିଖ - ୧ ସେପ୍ଟେମ୍ବର ,୨୦୨୨ ରାତି ୧୨ ଟା।
୩) ଫଳାଫଳ ଘୋଷଣା - ୧ ନଭେମ୍ବର, ୨୦୨୨, ରାତି ୮ ଟା ପୂର୍ବରୁ ।



ପୁରସ୍କାର -

୧) ଶ୍ରେଷ୍ଠ ୧୫ ଟି କାହାଣୀକୁ ମାନପତ୍ର ଆପଣଙ୍କ ଠିକଣାରେ ପଠାଇ ଦିଆଯିବ।
୨) ଏହି ୧୫ ଟି କାହାଣୀର ଲେଖକଙ୍କ ସାକ୍ଷାତକାର/ନିଜସ୍ଵ ତିଆରି ଭିଡିଓ ପ୍ରତିଲିପି ୟୁ ଟୁବ୍,ବ୍ଲଗ୍ ଓ ଗ୍ରୁପ୍ ରେ ସ୍ଥାନ ପାଇବ।



 

ଭାଇରାଲ କାହାଣୀ ପ୍ରତିଯୋଗିତାର ସମସ୍ତ କାହାଣୀ ନୋଟିଫିକେସନ୍ ଯୋଗେ ସମସ୍ତ ପାଠକ ମାନଙ୍କ ନିକଟରେ ଫୋନ୍,ଆପ ରେ ପହଞ୍ଚାଇ ଦିଆଯାଇଛି/ଦିଆଯିବ। ଏହାକୁ କ୍ଲିକ୍ କରି ପଢ଼ିବା ପାଠକ ମାନଙ୍କ ଉପରେ ନିର୍ଭର କରେ। ପ୍ରତିଲିପି ତରଫରୁ କୌଣସି ଅବହେଳା କରାଯାଇ/କରାଯାଏ ନାହିଁ। ନିୟମିତ ଲେଖନ୍ତୁ ଓ ଉତ୍ତମ ମାନର ଲେଖା ପ୍ରକାଶ କରନ୍ତୁ। ପାଠକମାନେ ଏହାକୁ ନିଶ୍ଚିତ ଭାବରେ କ୍ଲିକ୍ କରି ପଢ଼ିବେ। ଆପଣଙ୍କ କାହାଣୀ ପାଠକ ମାନଙ୍କ ନିକଟରେ ପହଞ୍ଚାଇ ଦିଆଯିବ/ଦିଆଯାଇଛି। ଏହାକୁ କ୍ଲିକ୍ କରି ସେମାନଙ୍କ ଦ୍ୱାରା ପଢ଼ାଇବା ଅସମ୍ଭବ। ଏହାକୁ ସେମାନଙ୍କୁ ନିଜେହିଁ ପଢ଼ିବାକୁ ହେବ। କ୍ଲିକ୍ ଓ ପଠନ ସଂଖ୍ୟା ବଢ଼ୁ ନ ଥିଲେ ଭିନ୍ନ ଭିନ୍ନ ଭାବରେ ଓ ବିଷୟରେ କାହାଣୀ ଲେଖିବାକୁ ଚେଷ୍ଟା କରନ୍ତୁ। ଆମର ଆଶା ଏହା ନିଶ୍ଚିତ ସହାୟକ ହେବ। ଆପଣଙ୍କ ଆଖି ସାମ୍ନାରେ ଏକସେଲ ପେଜ ରେ ଆପଣଙ୍କ କାହାଣୀ ତାରିଖ ଓ ସମୟ ସହିତ ରହିଛି। ଯଦି ସମସ୍ତ ନିୟମ ସତ୍ୱେ ଏହା ଦେଖାଯାଉନାହିଁ ତେବେ ଏହାର ନାମ ସହିତ ରିପୋର୍ଟ କରନ୍ତୁ । 



ଭାଗ ନିଅନ୍ତୁ ଓ ଭାଗନେବାର ସୁଫଳ/ଫଳାଫଳ ସଙ୍ଗେ ସଙ୍ଗେ ଆପଣଙ୍କ ଆଖି ସାମନାରେ ଦେଖନ୍ତୁ।

ପ୍ରତିଯୋଗିତା ର ଫଳାଫଳ ପ୍ରତିଲିପି ବ୍ଲଗ୍ ରେ ଘୋଷଣା କରାଯିବ। (ବ୍ଲଗ୍ ପାଇଁ କ୍ଲିକ୍ କରନ୍ତୁ)

ପ୍ରତିଲିପି ରେ ବିଭାଗ ତିନି ପ୍ରକାରର, ସମସ୍ତ ବିଭାଗ ବିଷୟରେ - ଜାଣନ୍ତୁ(କ୍ଲିକ କରନ୍ତୁ)



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)