
ପ୍ରତିଲିପିଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।
ଏଥିରେ ଆପଣ ନିଜ ଇଚ୍ଛା ଅନୁସାରେ ୧୦୦୦ ରୁ ଅଧିକ ଶବ୍ଦର ଯେକୌଣସି ବିଷୟରେ ଏକାଧିକ କାହାଣୀ ପ୍ରକାଶ କରି ପାରିବେ। ଏଥିରେ କୌଣସି ନିୟମ ନାହିଁ - କେବଳ ବିଭାଗ ଦିଅନ୍ତୁ ଓ ନିଜର ଏକ ପରିପକ୍ୱ, ନିଦା ଓଜନଦାର କାହାଣୀ ପ୍ରକାଶ କରନ୍ତୁ। ଏହାକୁ ଆପଣ ଆଜିଠାରୁ ପ୍ରକାଶ କରି ପାରିବେ। ବିଭାଗ - “ପ୍ର - ପୂର୍ଣ କାହାଣୀ ସେପ୍ଟେମ୍ବର” ,ଏହା ଏକ ପୂର୍ଣ୍ଣ କାହାଣୀ ପ୍ରତିଯୋଗିତା। ଧାରାବାହିକ ନୁହେଁ। ଆପଣ ୧ ରୁ ୧୫ ଟି ଯାଏ ପୂର୍ଣ୍ଣ କାହାଣୀ ଅଲଗା ଅଲଗା ଭାବରେ ପ୍ରକାଶ କରି ପାରିବେ,ଗୋଟିଏ ଧାରାବାହିକରେ ଭାଗ ଭାଗ କରି ନୁହେଁ।
୧) ଆପଣଙ୍କ କାହାଣୀ ଆରମ୍ଭରୁ କୌଣସି ନାମ ଠିକଣା ଇମୋଜୀ ଆଦି ଦିଅନ୍ତୁ ନାହିଁ।
୨) ଲେଖାର ଆରମ୍ଭରୁ ୭/୮ ଧାଡ଼ିରେ ଲେଖାର ସାରାଂଶ ଲେଖିବାକୁ ଚେଷ୍ଟ କରନ୍ତୁ। କାହାଣୀ ସମ୍ପୂର୍ଣ୍ଣ ଭାବରେ ନ କହି ଏକ ରହସ୍ୟପୂର୍ଣ୍ଣ ଭାବରେ ଲେଖନ୍ତୁ ଓ ଉତ୍କଣ୍ଠା ଜାତ କରିବାକୁ ଚେଷ୍ଟା କରନ୍ତୁ। ଯେପରି ଏହାକୁ ପଢ଼ି ଯେପରି ପାଠକ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିବେ।
୩) ଏହା ସହିତ କଣ୍ କରିବେ ଓ କଣ୍ ନ କରିବେ ସେ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରି ପଢ଼ନ୍ତୁ।
ଏହା ଏକ ପୂର୍ଣ୍ଣ କାହାଣୀ ପ୍ରତିଯୋଗିତା। ଧାରାବାହିକ ନୁହେଁ। ଆପଣ ୧ ରୁ ୧୫ ଟି ଯାଏ ପୂର୍ଣ୍ଣ କାହାଣୀ ଅଲଗା ଅଲଗା ଭାବରେ ପ୍ରକାଶ କରି ପାରିବେ,ଗୋଟିଏ ଧାରାବାହିକରେ ଭାଗ ଭାଗ କରି ନୁହେଁ।
ଗୁରୁତ୍ୱପୂର୍ଣ ତାରିଖ -
୧) ଆରମ୍ଭ - ୧ ସେପ୍ଟେମ୍ବର, ୨୦୨୨
୨) ଶେଷ ତାରିଖ - ୩୦ ସେପ୍ଟେମ୍ବର, ୨୦୨୨ ରାତି ୧୨ ଟା।
୩) ଫଳାଫଳ ଘୋଷଣା - ଅପେକ୍ଷା କରନ୍ତୁ (ଶେଷ ତାରିଖରୁ ୨ ମାସ/୬୦ ଦିନ ପରେ)
ପୁରସ୍କାର -
୧) ଶ୍ରେଷ୍ଠ ୫ ଟି କାହାଣୀକୁ ମାନପତ୍ର ଆପଣଙ୍କ ଠିକଣାରେ ପଠାଇ ଦିଆଯିବ।
୨) ଏହି ୫ ଟି କାହାଣୀର ଲେଖକଙ୍କ ସାକ୍ଷାତକାର/ନିଜସ୍ଵ ତିଆରି ଭିଡିଓ ପ୍ରତିଲିପି ୟୁ ଟୁବ୍,ବ୍ଲଗ୍ ଓ ଗ୍ରୁପ୍ ରେ ସ୍ଥାନ ପାଇବ।
ଭାଗ ନିଅନ୍ତୁ ଓ ଭାଗନେବାର ସୁଫଳ/ଫଳାଫଳ ସଙ୍ଗେ ସଙ୍ଗେ ଆପଣଙ୍କ ଆଖି ସାମନାରେ ଦେଖନ୍ତୁ।
ପ୍ରତିଯୋଗିତା ର ଫଳାଫଳ ପ୍ରତିଲିପି ବ୍ଲଗ୍ ରେ ଘୋଷଣା କରାଯିବ। (ବ୍ଲଗ୍ ପାଇଁ କ୍ଲିକ୍ କରନ୍ତୁ)
ପ୍ରତିଲିପି ରେ ବିଭାଗ ତିନି ପ୍ରକାରର, ସମସ୍ତ ବିଭାଗ ବିଷୟରେ - ଜାଣନ୍ତୁ(କ୍ଲିକ କରନ୍ତୁ)
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)