Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ସନ୍ଥକବି ଭୀମ ଭୋଇ ବହୁଛି ଅବନା ବାଇ, ଦିବାନିଶି ଏକ ହୋଇ । କେ ପାଇଛ ଅନ୍ତ ଆଦ୍ୟ ଚିହ୍ନି ରଖିଅଛ କାହିଁ । ଘୋଷା । ମହାଶୂନ୍ୟ ଶୂନ୍ୟେ ବାଟ ଅରୂପ ଅବର୍ଣ୍ଣେ ଭେଟ ପିଣ୍ଡ ବ୍ରହ୍ମାଣ୍ଡରେ ଭେଦି ଧରି ନ ପାରିଲେ କେହି ।। ନାହିଁ ଚେତା ହେତୁ ...
ଶ୍ରୀ ବାଟକୃଷ୍ଟ ଓଝା ସାଇକେଲଟିଏ କିଣିବ ଅନନ୍ତ ସାଇତିଛି କିଛି ଧନ ଏ କଥା ଜାଣିଲେ ଗୋପବନ୍ଧୁ ବାବୁ ଅଥିରେ ହୋଇଲା ମନ l ମନକଥା ମାନେ ରଖି ଗୋପବନ୍ଧୁ , କହିଲେ, ‘’ ଅଭାବ ଭାରି, ଟଙ୍କା ଥିଲେ ଦିଅ ଦେବି ମୁଁ ‘ ଅନନ୍ତ ’ ଗଲେ ଦିନ ଦୁଇ ଚାରି l ...
କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ କହିଛନ୍ତି ବହୁ ବିଜ୍ଞବ୍ୟକ୍ତି ଶୁଣିଅଛି ପର ଉପକାରୁ ବଳି ପୁଣ୍ୟ ନାହିଁ କିଛି ।। ଇହ ଜଗେ ଧର୍ମ ଗ୍ରନ୍ଥ ମଧ୍ୟ ତାହା କହେ ଭାରତେ ଏହାହିଁ ଗାଇ ସୁରଧୁନି* ବହେ ।। ଏହିଭାବ ଏବେ ସୁଦ୍ଧା ନର ମନ ରଞ୍ଜେ ...
ଭିକ ମାଗୁଥିବା ପିଲାଟିକୁ ଦିନେ ପଚାରି ଦେଲି ପାଠ ତୁ ନପଢି କାହିଁପାଇଁ ଭିକ ମାଗୁଛୁ ବୋଲି ଏ ବୟସ ତୋର ଖେଳକୁଦ ପାଠ ପଢିବା ପାଇଁ କାହିଁକି ନପଢି ଭିକ ମାଗୁ ବାର ଦୁଆରେ ଯାଇ ପିଲାଟି କହିଲା ସାହା ବୋଲି ମୋର ନାହାଁନ୍ତି କିଏ ଘରେ ବୁଢୀ ...
ସୁଖ ଆସେ ଦୁଃଖ ପସରା ନେଇ, ନିଜ ହାତେ ଦିଏ ଲୁହ ବିଛେଇ,,,,,,,,, ବିଳାପ ଆଳ ରେ ଲୁହ ବରଷେ, ସେ ଲୁହ କୁ ଦେଖି ଜୀବନ ଋଷେ,,,,,,,, ଜୀବନ ର ଅଙ୍କା ବଙ୍କା ବାଟରେ,ପାଦ ଅଜାଣତରେ ଏଣେ ତେଣେ ବଢି ଚାଲେ ,,,,,,,, କେବେ ଭୁଲ ଠିକ ର ଗଭୀର ନଈ ...
ମହାସ୍ମୀତା ଆକାଶରେ ନାହିଁ ଜହ୍ନରେ ନାହିଁ ମୁଁ ନାହିଁଟି ତାରକା କୋଳେ ହଜିଯାଇଛି ମୁଁ ଅମା ଅନ୍ଧକାରେ ବିରହ ନଈର ତୀରେ ଫେରି ଆସିବି ମୁଁ ଅନ୍ଧାର ରାତିରେ ଦ୍ଵିତୀୟା ଜହ୍ନକୁ ନେଇ କଳଙ୍କର ଯେତେ କାଳିମାକୁ ମୁଁ ପଣତରେ ପୋଛିଦେଇ ଜୋଛନାକୁ ଯେବେ ...
ରଘୁନାଥ ଧଳ ସାମନ୍ତ ତୁମେ ଗଲାପରେ ମୁଁ ଆଉ କବିତା ଲେଖୁନି l ଲେଖୁନି ନୁହେଁତ ଲେଖି ପାରୁନି l କାରଣ,ଆପଣା ଆପଣାର ଭାବନେଇ ମହମହ ହୋଇ ମହକୁଥିବା ମୋ ଶବ୍ଦର ଫୁଲ ସବୁ ସତେ ଯେମିତି ମୋ ପାଇଁ ଅର୍ବାଚୀନ ଅପାକ୍ତେୟ l ଏମିତି କହିଲେ ମୋ ଲେଖିବା ...
ନିର୍ଝରିଣୀ ଝରଣା ଜେ ସେ ଝରେନା ତ ଝରେନା ଝରେ ଯଦି ଅବା କେବେ, ସେ ଜେ ଆଉ ସରେନା l ...
କାଳିନ୍ଦି ଚରଣ ପାଣିଗ୍ରାହୀ ଦେଖରେ ତାରା ଦେଖ ଆକାଶେ. ତୁମରି କବି ଲୋତକେ ଭାସେ. ଏ ଧୂଳି ତଳେ କାଙ୍ଗାଳ ବେଶେ ଭ୍ରମର କିବା ଭିକ୍ଷାର ଆଶେ l ମଳିନ କ୍ଷୀଣ ଧୂସର ଦେହ, ଭାଙ୍ଗିଛି ତା’ର ଆକାଶ-ଗେହ, ଭୂତଳେ ପଡ଼ି ପରାଣ ତା’ର ମାଗଇ ସୁଖ ମାଗଇ ...
ପଦ୍ମଚରଣ ପଟ୍ଟନାୟକ ନୁହଁ ତୁମ୍ଭେ ପଲକର ପରାଣର ଦ୍ରୋହ ଗୋ, ନୁହଁ ତୁମ୍ଭେ କ୍ଷଣିକର ଉନ୍ମାଦନା ମୋହ ଗୋ । ନୁହଁ ତୁମ୍ଭେ ବସନ୍ତର ମୋହନ ବିଳାସ, ନୁହଁ ତୁମ୍ଭେ ନନ୍ଦନର ମଳୟ ନିଶ୍ବାସ । ନୁହଁ ତ ଶ୍ରାବଣ ଘନେ ଚପଳାର ସରି, ଶାରଦ ଚନ୍ଦ୍ରିକା ଧୌତ ...
ନୀଳକଣ୍ଠ ସାହୁ ଏତେ କାଳ ପରେ ଏବେ ସେ କାପୁରୁଷମାନଙ୍କ ଦାମ୍ଭିକତା ବାସ୍ତବତାର ଶିଖର ଛୁଉଁଛି, ବଯସର କୃଷ୍ଣଚୂଡା ପାଖକୁ ଫେରି ଯାଉଛି କ୍ଳାନ୍ତ ବାଟୋଇ ବିବଶତା-ସେଇଟା ପୁଣି କ’ଣ ? କାପାଳିକାର କାରନାମା ଶୋଇଯାଇଛି ବନ୍ଦ କୋଠରୀରେ ଶବ୍ଦର ରୂପ ...
ମହାସ୍ମୀତା କାହା ପାଇଁ ହଜେ ପାଦର ନୁପୁର କାହା ପାଇଁ ହଜେ ମୁଁ ପ୍ରୀତି ମଧୁଶାଳେ ଖୋଜୁଛି ମୁଁ ବସି ମିଠା ମହକର କୁହୁ କଥା ଦେଇଥିଲ ଆସିବା ପାଇଁ କି ଏଇ ମୋର ମନପୂରେ ବାଟ ଭୁଲି କିମ୍ବା ରହିଗଲ କାହିଁ ଆଉ କେଉଁ ପ୍ରୀତି ପୂରେ ଅଭିସାରିକା ମୁଁ ...
ଶତ୍ରୁଘ୍ନ ପାଣ୍ଡବ ଅନାବୃଷ୍ଟିର ଏନ୍ତୁଡି ଶାଳରୁ ଭୂମିଷ୍ଠ ହୁଏ ମରୁଡି ତା’ର ଚିର ଚିରା ଶବ୍ଦର କୁହାଟରେ ତାବ୍ଦା ହୁଏ ମାଟି ଖରାର ତାତିଲା ତାୱାରେ ତା’ ଦିହକୁ ସେ ସେକେ l ଚାହାଣିର ତା’ର ଲହଲହ ମରୀଚିକା ଓଠରେ ଶେଷହୀନ ଶୋଷର ମରୁଭୁମି ତା’ ...
ପ୍ରଥମ ଦେଖାର ତୋଫା ***************** ପାରିଜାତ ପୁଷ୍ପ ଆଣି ଦେଇଥିଲି ପ୍ରିୟା କୁ ମୋହର ମୁହିଁ ଅତି ଯତନ ରେ ପ୍ରିୟା ମୋ ପିନ୍ଧିଛି ଗଭାରେ ତାହାର ସେହି ।। ସେହି ଥିଲା ମୋର ପ୍ରଥମ ପ୍ରେମ ର ପ୍ରଥମ ଦେଖାର ...
ପ୍ରଭାତର ଜ୍ୟୋତି ତୁମେ ଶୀତ କାକର ଉପରେ ଖରାଟିଆ ମରୀଚିକା ଜୀବନ ମୋ ମରୁ ଘରେ ଝାପ୍ସା ଦିଶା ମୁହଁ ଟିଏ ତୁମେ କୁହୁଡ଼ି ବେଳାରେ କୁଆ ପଥର ବର୍ଷା ମୁଁ ଶିର ...