Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଡକ୍ଟର ମାୟାଧର ମାନସିଂହ ଏଡ଼େ ବିରାଟ ସେ, ପାଏ କି ଭାଷା, ହାୟ ରେ ତରୁଣ କବିର ଆଶା ! ଭାବିଥିଲି ଯିବି ଅସୀମ ପଥେ ସୁରଭି-ଶୀତଳ-ମଳୟରଥେ କୁସୁମ-ଫଗୁଳ ଫଗୁଣ-ପୁରେ ବାହି ଗୋ ଦୂରେ ! ଅଶୋକକଳିକା ଶ୍ରବଣେ ଗୁଞ୍ଜି ଚରମେ ଝୁଲାଇ ବଉଳ-ପୁଞ୍ଜି ...
ବରଷାର ଧାରା ତୁହାକୁ ତୁହା ତା ସାଥେ ବହୁଛି ଶୀତଳ ବାଆ। ଥରିଯାଏ ଦେହ ଲାଗେ ଛାନିଆ ନାଉରୀ ଖୋଲେନା ଘାଟରୁ ନାଆ। ଜାକିଜୁକି ହୋଇ ବସିଛି ଟୁଆଁ ଦାଣ୍ତରେ ଆଜିତ ମାରୁନି ଡିଆଁ। ଉହୁ ଉହୁ ଘରେ ହୁଏ ବୁଢୀମା କମ୍ବଳ ଚଦର ଏକା ତା ସାହା। ଥଣ୍ଡା ପାଦ ...
କୁଞ୍ଜବିହାରୀ ଦାଶ ବିଜନ କୁଟୀରେ ବସି ଲେଖଇ କବିତା ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ। ଏକାଳେ ଭିକାରୀ ଆସି ଆରମ୍ଭିଲା ଗୀତ ଚିତ୍ତ ହେଲା ବିଚଳିତ ଭାବ ...
ଭାଇ ମତେ ମନେ ରଖିଥାଅ ******************** ଭାଇ ଭାଗ ମୋର ଲୋଡା ନାହିଁ ଭାଇ ଅନ୍ତରରୁ ଭଲ ପାଉଥାଅ, ତୁମ ପୁଅ ଝିଅ ମନରେ ମୋ ପାଇଁ ସମ୍ମାନ ବନେଇ ରଖିଥାଅ। [୧] ଭଉଣୀମୋ ଏଟା ଭଲପାଏ ସେଟା ଭଲ କରେ କଥା ଛଳେ ...
(8) କାମଦୁହା ଚଉତିଶା କବି ସୂର୍ଯ୍ୟ ବଳଦେବ ରଥ ରାଗ - ପୁରବୀ କିଶୋରୀଙ୍କ ବର ଯଦୁପତି, କରି ପରବାସେ ସ୍ଥିତି l କୁନ୍ଦକଇରବହାସୀଙ୍କ ପୂରୁବ ରସବଶ ହୋଇ ଜଳପନ୍ତି l ଆରେ କଳଭାଷି କୃଶୋଦରି କମନୀୟ ମୁଖଶଷୀ l କଳକଲ୍ଲୋଳିନୀ କେଳିକଳହଂସୀ, କାମ ...
ସନ୍ଥକବି ଭୀମ ଭୋଇ ପରଚେ ହୋଇ ପାରିଲେ ଅଣ ଆକାରେ ନିଶ୍ଚୟେ ଭେଟ ହୋଇବ ଅମନପୁରେ ।ଘୋଷା । ହାଇ ଛାଇ ସମସ୍ତଙ୍କୁ କ୍ଷୁଧା ତୃଷ୍ଣା ଆୟତକୁ ଆଶା ଭରସା ସବୁଙ୍କୁ ଫିଙ୍ଗିଲେ ଦୂରେ । ଅବାଇ ମଣ୍ଡଳେ ବାଇ ନେଇ ପାରିଲେ ପୂରାଇ ତେବେ ସେ ପ୍ରବେଶ ହେବ ...
(1) ଜଗତେ କେବଳ କବି ସୂର୍ଯ୍ୟ ବଳଦେବ ରଥ ରାଗ - ଆଷାଢ ଶୁକ୍ଳ ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ (ଘୋଷା) ଜଟିଳ କରି ସ୍କନ୍ଧ ରୋମରାଜି l ଶିଖରିଦରୀରେ ମରୁ ଗରଜି l କୁଟିଳ କରି ଭୁକୁଟିକୁ ଚାହୁଁ lସରମା କଣ୍ଠିରବା ହେବ କାହୁଁ (1) ...
ପବନସୂତ ହନୁମାନ ନଗେନ୍ଦ୍ର ନାଥ ପଟ୍ଟନାୟକ ପ୍ରଭୁ ଶୀରାମଙ୍କ ପରମ ଭକତ ପବନ ସୂତ ହନୁମାନ ମାପି ପାରିବ କେ ତାଙ୍କ ବଳ ବୁଦ୍ଧି ସେ ପରା ଅତି ମହାନ । ଅଟଳ ବିଶ୍ୱାସେ ଯେ ପୂଜଇ ତାଙ୍କୁ ବିପଦ ଟଳଇ ବେଗେ ଅସୁବିଧା ବାଧା ଦୂରେଇ ଯାଏରେ ମୁକତି ଲଭଇ ...
ନିଦ ରାଇଜୁ ନିଦ ଭାଂଗି ଦେଇ , ଉଠୁ ମୋ ଧନ ରେ । ତାରା ମାଉସୀ ଡାକିଲେଣି ପରା , ବୁଲେଇ ନେବ ରେ ।।(୧) ମିଛି ମିଛିକା ବୋହୂ ଚୋରି ଆଉ , ଖେଳିବେ ଲୁଚକାଳି । ବରଓହଳ ଶକତ ଡାଳେ , ଝୁଲାଇ ଦେବେ ଦୋଳି ।।(୨) ସର ଲହୁଣୀ ଖିରି ଖେଚୁଡ଼ି , ଖୁଆଇ ...
ଭଦ୍ରକ ଜିଲ୍ଲା, ଭଣ୍ଡାରୀ ପୋଖରୀରେ ବିକାସର ଘର । ବାପାଙ୍କ ସହ ମତାନ୍ତର ପରେ ଘର ଛାଡି ଭୁବନେଶ୍ବର ଆସିବାଟା ଆଜକୁ ପ୍ରାୟ ଦୁଇ ବର୍ଷ ବ୍ୟତୀତ ହୋଇଗଲାଣି । ବିକାସର ବାପା ନିଳମଣି ବାବୁ ଜଣେ କୃଷକ । ବୟସ ତାଙ୍କର ୫୫ ବର୍ଷ । ...
ତ୍ରୈଲୋକ୍ୟ ବନ୍ଦିତା ଦେବୀ ମହିଷାମର୍ଦ୍ଧିନୀ । ଜଗତର ମାତ ସୃଷ୍ଟି ଆରମ୍ଭେ ହୋଇଲୁ ସମ୍ଭୁତ ଯୋଗ ମାୟା ମହାମୟା ବ୍ରହ୍ମ ସ୍ୱରୂପିଣୀ । ନବରାତ୍ରେ ନବନାମେ ତୋ ପୟରେ କରେ ବନ୍ଦନ । ଜଗତ ଜନନୀ ଶତୃ ସଂହାରିଣୀ ବ୍ରହ୍ମ ମୟୀ ତୁ ସ୍ୱାଧିଷ୍ଠାନ ...
ଗଙ୍ଗାଧର ମେହେର ହେ ତାରକାଗଣ,କିମ୍ପା ଦିଶ ସାନ ସାନ, ତୁମେ ପରା ଅଛ କେତେ ରବି-ରଶ୍ମୀମାନ ? ଦିବସେ ନ ଦିଶି କିମ୍ପା ରଜନୀରେ ଦିଶ, ପ୍ରଭାକର ହୋଇ ତୁମ୍ଭ ମାନେ ଭୟ କିସ ? ଜାଣିଲି ଜାଣିଲି ତୁମେ ସୂର୍ଯ୍ୟ ଅଟ ସତ, ଆଲୋକିତ କରୁଅଛ ନିଜର ଜଗତ l ...
ରମାକାନ୍ତ ବେହେରା ଚିଙ୍ଗୁଡ଼ି ମାଛରେ ଆମ୍ବୁଲ ପକେଇ , ରାନ୍ଧିଥିଲା ଅପା ମୋର , ଜେଜେ ବାପା ସଙ୍ଗେ ଖାଉଥିଲି ମୁହିଁ , ଲାଗୁଥିଲା ଭାରି ଭଲ । କାଞ୍ଜିପାଣି ଦେଇ ତୋଡ଼ି ମାଛ ବୋଉ , ରାନ୍ଧିଥିଲା ବାଗ କରି , ଜେଜେ ମାଆ ସଙ୍ଗେ ଖାଉଥିଲି ବସି , ...
ତୁମେ ଏକାକିନୀ ରାଧା..... .............................. ତୁମେ ଝାଉଁବଣ ଜହ୍ନ ଦଶମୀ ତିଥିର, ତୁମେ ଏକାକିନୀ ରାଧା ବିଜନ ବେଳାର।୧ା ତୁମେ ଏକ ବିଳମ୍ବିତ ବିଧୁର ସମୟ, ଅପେକ୍ଷା ଯାହାର ଏକ ଅନ୍ୟ ପରିଚୟ, ତୁମେ ଏକ ଶବ୍ଦହୀନ ସୁନ୍ଦର ...