Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଜଗନ୍ନାଥ ଗୌଡ଼ କିଛି ବି ମିଥ୍ୟା ନୁହେଁ ଯେ ବିବର୍ତ୍ତିତ ସମୟ ଚକ୍ରରେ ଏ ମଣିଷ ସାଧାରଣ ଭାବେ ଚାହିଁଥିଲା ନବ୍ୟ ଭବ୍ୟ ଶାସନର ପନ୍ଥା, ତେଣୁ ଜଣେ ଗଲାପରେ ପଣମାନେ ଆଦରିଲେ ଏଠି, ଏ ମାଟିର ଶାସନର ନିଶ୍ଚିନ୍ତ ସମ୍ଭାଳ l କିଏ ଜାଣିଥିଲା ସେମାନଙ୍କ ...
ପକ୍ଷୀ ପରି ଯାର ନୀରବତା , ପବନ ପରି ଯା’ ଚଞ୍ଚଳତା ଆକାଶ ପରି ଯା’ ହୃଦୟ , କଳାମେଘ ତାର ସନ୍ଦେହ ସ୍ଵପ୍ନ ଶବାରୀରେ ଥରଟେ ଆସେ , ମୋ ନିଦରେ ରାତିରେ ମୋ ପାଖେ ବସେ ବସେ ଚୁପଚାପ ପାଖରେ ମୋର , କୋଟି ପ୍ରଂଶବାଚୀ ଆଖିରେ ତାର କହେ ନାହିଁ କିଛି ...
(@ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟ ନଗର ,ଭୁବନେଶ୍ବର ) **💐🙏😊** 😊🌹🍃🌷🍂🌹😊 (@ Jyotsna prusty , BBSR) ଖିଲିଖିଲି ହସେ ଫୁଟା କନିଅର , ହଳଦୀରେ ଗୁରୁଗୁରୁ । ସବୁଜ ପତର ପାଟଶାଢ଼ୀ ତା'ର , କାନି ଉଡ଼େ ଫୁରୁଫୁରୁ ।।(୧) ...
ଦୟାମୟ ଚିତ୍ତ ଚୋର XX X X X X ଦୟାମୟ ଚିତ୍ତ ଚୋରଗୋପୀ ପ୍ରାଣଧନ କୃପାସିନ୍ଧୁ ଭାବଗ୍ରାହୀ ରାଧା ପ୍ରାଣଧନ । ହେରାଧାକାନ୍ତ : ତୁମ୍ଭେ ଅଟ ମୋ ମନର ମିତ ।। ଅସୁମାରୀ ସ୍ଵପ୍ନ ଦେଖେଁ ନିତି ପ୍ରତିଦିନ, ସ୍ଵପ୍ନେ ଆସି ...
ସୁରଜିତ୍ କୁମାର ପାତ୍ର ମୁଁ ଆକାଶରେ ଉଡିବିନି ମୁଁ ତ ଫଳଖିଆ ବନର ମାନବ ମୁଁ ଆକାଶରେ ଉଡିଲେ ସହରିଏ ଖାଇଯିବେ ମୋ'ବନ ବିଭବ। ମୋ'ବନର ସବୁଜିମା ଲୁଟିନେବେ ସକଳେ ଅଗଣାରେ ସଜାଇବେ ହସିବାକୁ ସଞ୍ଜବେଳେ କଂକ୍ରିଟର ଜଙ୍ଗଲଟେ ତୋଳିଦେବେ ଏଠି ମୋ'ବନର ...
"ଆଜିଠାରୁ ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟରେ ଲକଡାଉନ ର ଘୋଷଣା କରାଯାଉଛି। ଅର୍ଥାତ ୨୨ ମାର୍ଚ୍ଚ ୨୦୨୦ ରୁ ୨୯ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ରାଜ୍ୟରେ କେବଳ ଅତ୍ୟାବଶ୍ୟକ ଜିନିଷକୁ ...
ଧନ୍ୟ ଧନ୍ୟ ଗଛରେ ଗଛ ନାମ ବୋଲାଇ ବରଗଛ ଓହଳ ଗହଳ ଶାଖରୁ ଛୁଇଁଯାଏ ଯେବେ ଉପରୁ ବଢି ବଢି ଯାଏ ପାଦପ ବିନାଶି ଗ୍ରୀଷମ ପ୍ରକୋପ ଅଧୁନା ବିଜ୍ଞାନୀ ମଣିଷ ଶୀତତାପ ଯନ୍ତ୍ର ବିକାଶ ମାତର ତୋହର ବିନାଶ କରି କାଳେ ହେବ ହତାଶ ପାଖେ ପାଖେ ବଟ ବୃକ୍ଷର ...
ଦେବବ୍ରତ ଜେନା ବୁଝିପାରେନା ଗୋଟିଏ କଥା ଭାବେ ମୁଁ ବସି ଯେତେ ଦୁନିଆ ସଦା ଆଡ ଆଖିରେ କାହିଁକି ଦେଖେ ମୋତେ ? ପୁଅ ଝିଅ ଯେ ସବୁ ସମାନ ଆଇନ ଆମ କହେ ନିଜ ଘରେ ବି ପୁଅ ଯେ ଭଲ ଝିଅ ଯେ ଭେଲ ହୁଏ । ବାପା ଓ ମାଆ ଗେଲ କରନ୍ତି ମୁନା ଭାଇକୁ ମୋର, ...
ସନ୍ଥକବି ଭୀମ ଭୋଇ ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ । ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ।୧। ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ। ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ...
ରୋମାଣ୍ଟିକ କବି ମାୟାଧର ମାନସିଂହ ଯା' ନୀଳିମା ପରିବ୍ୟାପ୍ତ ମହା ଅନ୍ତରୀକ୍ଷେ, ଯେ ପୀତ-ଦୁକୂଳ ପିନ୍ଧେ ଉଷା,ପ୍ରଦୋଷରେ, ଯା' ଶିରେ ଚନ୍ଦ୍ରିକା-ଗୁଚ୍ଛ,ମେଘ,ବିଦ୍ୟୁଦ୍ ବନ୍ତ ସେ ସୁନ୍ଦର କୃଷ୍ଣ ପଦେ ମୁହିଁ ପୂଜା କରେ ।୧। ଦେଖିଛି ମୁଁ ରାସ ...
ଶତଉତ୍ଥାନ ପତନ ସଂଘର୍ଷ ର ଜୀବନ ନିଷ୍କରୁଣ ନୈରଶ୍ୟ ମଧ୍ୟରୁ ସାଉଁଟୁଛି ସବୁଜ ସପନ I କଂକାଳସାର ମଣିଷ ର ଅଟ୍ଟହାସର ପ୍ରତିଧ୍ୱନି ଆଉ ତା କାଳଜୟୀ ଉଦବୋଧନ : ତୁଛା ଅହଂକାର ହାଡ ମାଂସର ଶରୀର ଅଶରୀରୀ ଆତଂକରେ ଫଗୁଣରୁ ଶ୍ରାବଣର ...
ରୋମାଣ୍ଟିକ କବି ମାୟାଧର ମାନସିଂହ ତୁମ୍ଭର ପ୍ରଣୟ ଦାନେ ବୁଝିଛି ପ୍ରଥମେ ନାରୀର ମହିମା ସଖି ।ନଉଁଛି ସରମେ ମୋହର ପୁରୁଷ ଗର୍ବ ତବ ପଦତଳେ ମନ୍ତ୍ର-ଶାନ୍ତ ସର୍ପ ସମ ।ତବ କଟାକ୍ଷରେ ଉଦ୍ଦାମ ବାସନା ମମ ମାନି ପରାଭବ ହେଲା ଶାନ୍ତ-ସଙ୍କୁଚିତ । ...
ରୋମାଣ୍ଟିକ କବି ମାୟାଧର ମାନସିଂହ କିଶୋରୀ ଗୋ ତବ ବକ୍ଷ -କମଳ ମୋ ହୃଦ-କମଳ ପରେ ରଖିଲ ଯା, ଟିକେ ରହ ଥିର ହୋଇ, ଅନୁଭବ ତାହା କରେ । ପୁଲକିତ ଦେହ, ପୁଲକିତ ମନ ଆଲୋକିତ ଅନ୍ତର, କ୍ଷୁବ୍ଧ-ଶୋଣିତ,ଅଙ୍ଗେ ଅଙ୍ଗେ ଆନନ୍ଦେ ଥର ଥର । କ୍ଷୁଦ୍ର ଜୀବନ ...
ଅବୁଝା ଲେଖନୀ 🖋️ ୨୨) ମୁଁ ଜାଣିଛି ମୁଁ ଜାଣିଛି ତୁମେ ଦିନେ ନା ଦିନେ ମୋତେ ଚାହିଁବ ତୁମ ପ୍ରୀତି ର ବର୍ଷା ରେ ମୋତେ ଭିଜେଇବ ମୁଁ ବି ଚାତକ ସମ ଚାହିଁ ବସିଛି ତୁମ ପ୍ରୀତିର ସେହି ...
ସଂଯୁକ୍ତl ମହାନ୍ତି କେଜାଣି କାହିଁକି ଭିତରେ ଭିତରେ ଗୋଟିଏ ଶୂନ୍ ଶାନ୍ ମରୁଭୁମି ଜଳକଷ୍ଟରେ ଶୁଖିଯାଇଛି ତଣ୍ଟି ଭାରି ଶୋଷ l ଉଠି ଆସୁଛି କେଉଁ ନିବିଡ କ୍ରନ୍ଦନର ସ୍ଵର ମୋ ଭିତରେ l କେଜାଣି କେତେ ଦିନ ଚାଲିଆସିଲାଣି ଗୋଟିଏ ଅକାଳ ପଡିଥିବା ...