Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ରାଜେଶ ବାବୁ ହେଉଛନ୍ତି ଭାରତର ଜଣେ ବଡ ବ୍ୟବସାୟୀ। ଦୁଇ ପୁଅ ଆଉ ଦୁଇ ଝିଅକୁ ନେଇ ତାଙ୍କ ପରିବାର। ଧୀରେ ଧୀରେ ବ୍ୟବସାୟ ବଢ଼ିଲା, ତେଣୁ ଯାଆଁଳା ପୁଅ ଅଭୟ ଓ ଅମିୟ ନିଜ ନିଜ ପରିବାର କୁ ନେଇ, ଯାଇ ବିଦେଶରେ ରହିଲେ ଓ ସେଠି ବ୍ୟବସାୟ ...
ଚଷମାଲଗେଇ ପୁରୁଣା ଆଲବମ ଖେଳାଉଥିଲେ ନିର୍ମଳା l ବାପା, ମା', ଭାଇମାନଙ୍କ ମଝିରେ କଣ୍ଢେଇଟିଏ ଭଳି ବସିଛି ସେ l ସମସ୍ତଙ୍କ ନଜର ତାରି ଉପରେ ଅଛି ଯେତେବେଳେ ଫୋଟୋ ନେଇଛି କ୍ୟାମେରାଵାଲା l ବଡ଼ ଶ୍ରଦ୍ଧାରେ ବଡଭାଇ ସେ ଫୋଟୋକୁ ବଡ ଫ୍ରେମକରି ...
ପାହାଡ଼ ତଳକୁ ନଇଁ ଆସିଥିବା ନିଶୁନ ରାସ୍ତାରେ ଧୀର ମନ୍ଥର ଗତିରେ ଚାଲି ଚାଲି ଆସୁଥିଲା ତମସା। ସମୟ ଅପରାହ୍ମ। ସୂର୍ଯ୍ୟ ଲୁଚିଲେଣି। ତଥାପି ସନ୍ଧ୍ୟା ହୋଇନାହିଁ। ପାହାଡ଼ ଶିଖରରେ ଉଜ୍ଜଳ ସୂର୍ଯ୍ୟରସ୍ମି ଦେଖାଯାଉଛି। ଶୀତରତୁର ଅପରାହ୍ନ। ...
( ମହାଧାରାବାହିକ ମହୋତ୍ସବ ) ଲିଭ୍ ଇନ୍ ------------------- ଭାଗ - 1 ( ମନୋରମା ମିଶ୍ର ) ( ଲିଭ୍ ଇନ୍ ଏକ ଇଂଗ୍ରାଜୀ ଶବ୍ଦ ହେଲେ ମଧ୍ୟ ,ଏହାକୁ ଶୀର୍ଷକ ନାମ କରଣ କରିବାକୁ ବାଧ୍ୟ ହେଲି । ଲିଭ୍ ଇନ୍ ଓଡିଆ ପ୍ରତି ଶବ୍ଦ, ବିବାହ ...
ଶ୍ରଦ୍ଧେୟ ପାଠକ ପାଠିକା ମାନେ ~~~~~~~~~~~~~~~~~~~~~~~ ଏହି କାହାଣୀ ଟି ଏକ ପାରିବାରିକ ହାସ୍ୟରସାତ୍ମକ କାହାଣୀ | କାହାଣୀ ର ନାୟିକା ସାଜିଛି ଗାଁ ର ଅପାଠୋଇ ଝିଅଟିଏ କାଞ୍ଚନ |ସୌଭାଗ୍ୟ ଯୋଗ ରୁ ସେ ...
🌹 ମୋ ସୁନା ବୋହୁ 🌹 କାହାଣୀ ଟି ମୋର ପ୍ରଥମ ଲେଖା।ଏହା ଆପଣ ମାନଙ୍କ ମନକୁ ଏତେ ମାତ୍ରାରେ ଛୁଇଁ ପାରିଛି ଜାଣି ଭାରି ଖୁସି ଲାଗୁଚି। ଆପଣ ମାନଙ୍କ ପ୍ରୋତ୍ସାହନ ମୋର ପ୍ରେରଣା। ମୋ ସୁନା ବୋହୁ ର ଅପୂର୍ବ ସଫଳତା ପରେ ଆପଣ ମାନଙ୍କ ଅନୁରୋଧ ରେ ...
ମହାଧାରାବାହିକ ମହୋତ୍ସବ ଭାଗ 1 ରକ୍ତ ସମ୍ପର୍କ ❤❤❤❤ ଦିଲ୍ଲୀ ର ଗହଳିପୁର୍ଣ୍ଣ ରାଜରାସ୍ତା ର କଡେ଼ କଡେ, ହାତରେ ଗୋଟିଏ ଷ୍ଟିଲ ଲଞ୍ଚବକ୍ସ ଟି ଧରି ଚାଲିଯାଉଥାଏ ଦୀପକ l ବୟସ... ଏଇ ଚଉଦ ପନ୍ଦର ହେବ l ପେଟରେ ଭୋକ ଆଉ ଅନାଥ ର ପରିଚୟ ...
ସେଦିନ କିଟି ସଜେଇ ହେଇ ବସିଥାଏ,ନାଲି ରଙ୍ଗର ଓଢଣୀ ସାଙ୍ଗକୁ ନାଲି ଲିପିଷ୍ଟିକ ଭାରି ମାନୁଥାଏ ତାକୁ।ପୁଣି ଗଭାରେ ରାଜନିଗନ୍ଧାକୁ ଗୋଲାପ ଖଞ୍ଜି ଖୋଷା କରିଥାଏ। ପାର୍ଲର ଯାଇ ଖୁବ ସୁନ୍ଦର କରି ସଜେଇହୋଇଥାଏ। ପରିଟିଏ ପରି।ଆଉ ଅଳ୍ପକିଛି ...
ଅଶୋକ ସାମନ୍ତରାୟ ଗୋଟିଏ ଧନୀ ଘରର ପିଲା। ବହୁତ୍ ଧନ ସମ୍ପତ୍ତି ର ଉତ୍ତରାଧିକାରୀ । ପରିବାର କହିଲେ ତା ମା ବାସନ୍ତି ,ବାପା ଅଭିରାମ ସାମନ୍ତରାୟ, ଭଊଣି ସ୍ଥିତି ,ଆଉ ତା ପିଉସୀ ରୁହନ୍ତି।ତା ପିଉସୀ ଜଣେ ବିଧବା ତାଙ୍କ ସ୍ବାମୀ ମଲା ପରେ ଆସି ...
👪👨👩👧👪👨👩👧👪👨👩👧👪👨👩👧👪👨👩👧👪👨👩👧👪 ଆଜି କାହିଁକି କେଜାଣି ସୌମ୍ୟା କୁ ବହୁତ ଅସ୍ୱସ୍ତି ଲାଗୁଥିଲା। ବାରମ୍ବାର ସେ ଘରୁ ବାହାର ଭିତର ହଉଥାଏ। କେଜାଣି ଆଜି ସେଇ କଷ୍ଟମର ଆସିବେ ନା ନାଇଁ।। କେଜାଣି ତାର ...
ଭାଗ - ୧ ସହରର ଭିଡ଼ ଭିତରୁ ଟିକିଏ ଦୂରରେ ନାନା ପ୍ରଜାତିର ବୃକ୍ଷରାଜିର ସବୁଜିମା ଭରା ପ୍ରାୟ ଆଠ ଏକର ବିଶିଷ୍ଟ ପାଚେରୀ ଘେରା ଗୋଟିଏ ସୁନ୍ଦର ସ୍ଥାନ। ସେଇ ସୁନ୍ଦର ଜାଗାର ଠିକ ମଝିରେ ଗୋଟେ ଧଳା ରଙ୍ଗର ବିଶାଳ ପ୍ରାସାଦ । ...
©✒️ ଅନନ୍ତ ମହାରଣା ଶାନ୍ତ ସରଳ ସ୍ୱଭାବର ଝିଅଟିଏ।। ରୂପରେ ଯେମିତି ଗୁଣରେ ବି ସେମିତି।। ଗୋଟିଏ ଚାଉଳରେ ଗଢ଼ା କହିଲେ ଚଳେ।। ଭାରି ମେଳାପି, ସମସ୍ତଙ୍କ ସହିତ ମିଶିଯାଏ।। କଥା କହି ସମସ୍ତଙ୍କୁ ନିଜର କରିନିଏ।। ତା କଥା ଶୁଣିଲେ ଭୋକିଲା ...
ଗାଁ ଲୋକେ ଅଭିଯୋଗ କରିଥିଲେ ମୁଁ ବହୁତ୍ ଦୁଷ୍ଟ ହେଉଛି। ସମସ୍ତଙ୍କୁ ହଇରାଣ କରୁଛି। କାହା ବିଲରେ ପଶି ଫସଲ ନଷ୍ଟ କରୁଛି ତ ଆଉ କାହାର ଆମ୍ବ ତୋଟା ରେ ପଶି ଆମ୍ବ ଝଡାଇ ନଷ୍ଟ କରୁଛି। ପୁଣି କାହାକୁ ରାସ୍ତାରେ ଅଟକାଇ ସେମାନଙ୍କ ଠାରୁ ଜିନିଷ ...
ଦର ଆଉଜା କବାଟ ଟା ଧୀରେ ଧୀରେ ଖୋଲିବାକୁ ଲାଗିଲା। ବାସର ରାତିର ମଧୁ ମାଳତୀ ର ମହମହ ଗନ୍ଧରେ ସାରା ଘରଟା ମହକି ଉଠୁଥିଲା। ଗୋଲାପ ପାଖୁଡା ରେ ସଜ୍ଜିତ ପଲଙ୍କର ଏକ କୋଣରେ ରୂପବତୀ ମଧୁ ଆଉ ଥରେ ନିଜକୁ ସଜାଡି ନେଲା। ନାଲି ଓଢ଼ଣୀ କୁ ଆଉ ଟିକେ ...
🔱ଓଁ ନମଃ ଶିବାୟ 🔱 ସମସ୍ତ ପାଠକ ମାନଙ୍କୁ ମୋର ନମସ୍କାର 🙏 କେମିତି ଅଛନ୍ତି ଆପଣମାନେ, ନିଶ୍ଚୟ ଭଲରେ ଥିବେ, ମୁଁ ଆଜି ଗୋଟେ ନୂଆ କାହାଣୀ ଆରମ୍ଭ କରୁଛି, କାହାଣୀ ଟି Handicap ( ଭିନ୍ନକ୍ଷମ) ର ଜୀବନ କାହାଣୀ କୁ ନେଇ ଆଶା କରେ ...