pratilipi-logo ପ୍ରତିଲିପି
ଓଡିଆ
“ଦୁର୍ଗାପୂଜା” ପ୍ରତିଲିପି କାହାଣୀ ମହୋତ୍ସବ

ଏହି ପ୍ରତିଯୋଗିତା ସମାପ୍ତ ହୋଇଯାଇଛି ଏହାର ଫଳାଫଳ ଦେଖିବା ନିମନ୍ତେ ପ୍ରତିଲିପି ଓଡ଼ିଆ ବ୍ଲଗ୍ କୁ ଯାଆନ୍ତୁ।


ଦୁର୍ଗାପୂଜା କୁ ନେଇ ଏକ ପାରିବାରିକ କିମ୍ବା ସାମାଜିକ କାହାଣୀ। ଏଥିରେ ମୁଖ୍ୟ ବିଷୟବସ୍ତୁ ଦୁର୍ଗାପୂଜା ଉତ୍ସବ ହୋଇଥିବ,ଏହି ସମୟର ଉତ୍ସାହ,ବୁଲାବୁଲି, ସାଜସଜ୍ଜା ଆଦି ବର୍ଣ୍ଣିତ ହୋଇଥିବ। ଏହାକୁ ନେଇ ଏକ କାହାଣୀ ୧୦ ଟି କିମ୍ବା ଅଧିକ ଭାଗରେ ପ୍ରକାଶିତ କରିବାକୁ ହେବ।

ବିଭାଗ - “ପ୍ର - ଦୁର୍ଗାପୂଜା”



ଆରମ୍ଭ ୧୫ ସେପ୍ଟେମ୍ବର, ୨୦୨୨
ଶେଷ ତାରିଖ ୧୫ ଅକ୍ଟୋବର, ୨୦୨୨
ପ୍ରତି ଭାଗରେ ୧୦୦୦ ରେ ରୁ ଅଧିକ ଶବ୍ଦ କିମ୍ବା ୫ ମିନିଟ୍ ରୁ ଅଧିକ ଅବଧି ରଖନ୍ତୁ । ସମ୍ପୂର୍ଣ ଧାରାବାହିକ କୁ ୧ ଘଣ୍ଟା ରୁ ଅଧିକ ଅବଧିର ରଖନ୍ତୁ।

ଧାରାବାହିକ ଲକ୍ କରି ପ୍ରକାଶ କରନ୍ତୁ। କଭର୍ ଫଟୋ ଦିଅନ୍ତୁ। ଛୋଟ ଶୀର୍ଷକ ରଖନ୍ତୁ। ପୂର୍ଣ୍ଣଚ୍ଛେଦ ଦେବାକୁ ଭୁଲନ୍ତୁ ନାହିଁ। ପ୍ରଥମ ଭାଗରୁ ଲେଖା ଆରମ୍ଭ କରନ୍ତୁ।



ପୁରସ୍କାର -
ପ୍ରଥମ ପୁରସ୍କାର - ୫,୦୦୦/-
ଦ୍ୱିତୀୟ ପୁରସ୍କାର - ୩,୦୦୦/-
ତୃତୀୟ ପୁରସ୍କାର - ୨,୦୦୦/-



ଶେଷ ତାରିଖ ପୂର୍ବରୁ ଶେଷ ଭାଗ ପ୍ରକାଶ କରନ୍ତୁ ଓ ଶେଷ ହୋଇଯାଇଛି ମାର୍କ କରନ୍ତୁ। ଲକ୍ କରି ପ୍ରକାଶିତ କରନ୍ତୁ। ଶେଷ ତାରିଖ ପୂର୍ବରୁ ଏହାକୁ ଶେଷ ହୋଇଯାଇଛି ମାର୍କ କରନ୍ତୁ। ଏହା ପରେ କୌଣସି ଭାଗ ସେହି ଧାରାବାହିକରେ ପ୍ରକାଶ କରନ୍ତୁ ନାହିଁ। ଯେହେତୁ ଏହା ଲକ୍ ହୋଇ ପ୍ରକାଶିତ ହୁଏ ତେଣୁ ଏହାକୁ ଶେଷ ହୋଇଯାଇଛି ମାର୍କ କରିବା ନିମନ୍ତେ ପ୍ରତିଯୋଗିତା ଶେଷ ତାରିଖ ପରେ ୧୦ ଦିନ ସମୟ ରହିବ। ୧୦ ଦିନ ମଧ୍ୟରେ ଏହାକୁ ମାର୍କ କରିବାକୁ ଭୁଲନ୍ତୁ ନାହିଁ।



ପ୍ରତିଯୋଗିତା ର ଫଳାଫଳ ପ୍ରତିଲିପି ବ୍ଲଗ୍ ରେ ଘୋଷଣା କରାଯିବ। (ବ୍ଲଗ୍ ପାଇଁ କ୍ଲିକ୍ କରନ୍ତୁ)

ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ। (ଲେଖା ପ୍ରକାଶ)

ପ୍ରତିଲିପି ରେ ବିଭାଗ ତିନି ପ୍ରକାରର, ସମସ୍ତ ବିଭାଗ ବିଷୟରେ - ଜାଣନ୍ତୁ(କ୍ଲିକ କରନ୍ତୁ)



କିଛି ସମସ୍ୟା ଅଛି ?

ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ 
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)