
ପ୍ରତିଲିପିବର୍ଷ ତମାମ ମିନି ମାରାଥନ, ଜାନୁଆରୀ ରୁ ଡିସେମ୍ବର ଯାଏ। ପ୍ରତି ମାସରେ ଗୋଟିଏ ଗୋଟିଏ ମାରାଥନ କାହାଣୀ ପ୍ରତିଯୋଗିତା ଆୟୋଜିତ ହେବ । କେବଳ ଧାରାବାହିକ କାହାଣୀ ,୧୦୦୦ ଶବ୍ଦରୁ ଅଧିକ ପ୍ରତି ଭାଗରେ, ଶବ୍ଦ ସଂଖ୍ୟା ୧୦୦୦ ପ୍ରତି ଭାଗରେ। ବ୍ୟାକରଣ, ବନାନ,ଶବ୍ଦ ସଂଯୋଜନା ଓ ଇମୋଜି ବିହୀନ। ପିଲାଳିଆମି କାହାଣୀ, ଅଧା କାହାଣୀ, ଇଂରାଜୀରେ କାହାଣୀ,ପ୍ରବନ୍ଧ, କବିତା, କାହାଣୀ ଭିତରେ କବିତା, ଅନ୍ୟର ନକଲ ଲେଖା, ଅନ୍ୟ କୌଣସି ସ୍ଥାନରୁ ଲେଖା ଆଦି ଲେଖନ୍ତୁ ନାହିଁ। ବିଭାଗ - "ପ୍ର - ଭାଇରାଲ୍ ଧାରାବାହିକ କାହାଣୀ ମହୋତ୍ସବ ଅଗଷ୍ଟ ୧୦" ଧାରାବାହିକ ଆରମ୍ଭରୁ କେତେ ନମ୍ୱର୍ ପ୍ରମ୍ପଟ୍ ରୁ କାହାଣୀ ଲେଖିଛନ୍ତି ଜଣାନ୍ତୁ। ପ୍ରମ୍ପଟ ବିଷୟରେ କିଛି ନା କିଛି ଲେଖନ୍ତୁ।
ପୁରସ୍କାର - ୩ ଟି ଶ୍ରେଷ୍ଠ ଧାରାବାହିକକୁ ଡିଜିଟାଲ ମାନପତ୍ର । ସମସ୍ତ ବିଜେତା ମାନଙ୍କର ନାମ ବ୍ଲଗ ଓ ଫେସବୁକ ଗ୍ରୁପରେ ପ୍ରକାଶ ପାଇବ ।
କାହିଁକି ଭାଗ ନେବେ -
୧) ଏହି ପ୍ରତିଯୋଗିତାରେ ଧାରାବାହିକ ଲେଖା ପ୍ରକାଶ ନିମନ୍ତେ କୁହାଯାଇଛି ଯାହାକୁ ପାଠକ ୮୦% ଅଧିକ ପଢ଼ିଥାନ୍ତି।
୨) ଅଧିକ ଭାଗ, ଅଧିକ ଲେଖା, ଅଧିକ ପାଠକ ଅଧିକ ସୂଚନା ଅଧିକ ବିଜ୍ଞାପନ ଅଧିକ ନୋଟିଫିକେସନ୍ ଅଧିକ ଷ୍ଟିକର ଅଧିକ ରୋଜଗାର ଅଧିକ ସବସ୍କ୍ରାଇବର।
୩) ପାଠକୀୟ ସ୍ନେହ ଓ ଲୋକପ୍ରିୟତା। ଡିଜିଟାଲ ମାନପତ୍ର। ବ୍ଲଗ୍ ଓ ଫେସବୁକ୍ ଗ୍ରୁପ୍ ରେ ବିଜେତାଙ୍କ ନାମ ଘୋଷଣା।
୪) ଲେଖା ଅଧିକ ସେୟାର ଅଧିକ ପଠନ ସଂଖ୍ୟା। ନିଜର କମ୍ୟୁନିଟି ତିଆରି।ଫେଲୋ ସଂଖ୍ୟା ଅଧିକ। ଅଧିକ ଆଦୃତି।
ଗୁରୁତ୍ୱପୂର୍ଣ ତାରିଖ -
୧) ଆରମ୍ଭ - ୧ ଅଗଷ୍ଟ , ୨୦୨୨,
୨) ଶେଷ ତାରିଖ - ୧ ଅକ୍ଟୋବର , ୨୦୨୨,
୩) ଫଳାଫଳ - ୧, ଡିସେମ୍ବର(ବିଚାରକମାନଙ୍କ ବ୍ୟସ୍ତତା ଓ ଅତ୍ୟଧିକ ଛୁଟିଦିନ ଯୋଗୁଁ ବିଳମ୍ବ)
୩) କେବଳ ଧାରାବାହିକ କାହାଣୀ ,୧୦୦୦ ଶବ୍ଦରୁ ଅଧିକ ପ୍ରତି ଭାଗରେ,ଧାରାବାହିକ ଆରମ୍ଭରୁ କେତେ ନମ୍ୱର୍ ପ୍ରମ୍ପଟ୍ ରୁ କାହାଣୀ ଲେଖିଛନ୍ତି ଜଣାନ୍ତୁ। ପ୍ରମ୍ପଟ ବିଷୟରେ କିଛି ନା କିଛି ଲେଖନ୍ତୁ।
୫) (ଗୋଟିଏ କାହାଣୀ ୧୦ ଟି ଭାଗ )୧୦ ଟି ଭାଗ,୫୦ ମିନିଟରୁ ଅଧିକ । କିନ୍ତୁ ସମସ୍ତ ଧାରାବାହିକ ଯେଉଁଥିରେ ୧୦ ରୁ ଅଧିକ ଭାଗ ରହିଥିବ ତାହା ପ୍ରତିଯୋଗିତାରେ ସାମିଲ ହେବ,୧୦ ତଳକୁ ରହିଲେ ଏହା ସାମିଲ ହେବ ନାହିଁ)
ପ୍ରତିଲିପି ରେ ସମସ୍ତ ପ୍ରକାରର ଲେଖା ପ୍ରକାଶ କରିବାର କେବଳ ଗୋଟିଏ ମାତ୍ର ନିୟମ ରହିଛି। ଏଥି ଅନୁଯାୟୀ ଆପଣ କାହାଣୀ/କବିତା/ଲେଖା/ପ୍ରବନ୍ଧ ସବୁକିଛି ପ୍ରକାଶ କରି ପାରିବେ। ଉପଯୁକ୍ତ ପ୍ରକାର ଓ ବିଭାଗ ବାଛି ଏହାକୁ ପ୍ରକାଶ କରନ୍ତୁ।
କିଛି ସମସ୍ୟା ଅଛି ?
ସମସ୍ୟା ରିପୋର୍ଟ୍ କରିବା ସମୟରେ - ଧ୍ୟାନ ଦିଅନ୍ତୁ
ସମସ୍ୟା ସବୁ ସେଟିଙ୍ଗ ରେ "ସହାୟତା କେନ୍ଦ୍ର" ରେ "ସହାୟତା" ସ୍ଥାନରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ।
[email protected] ରେ ପଠାନ୍ତୁ ଆପଣଙ୍କ ସମସ୍ୟା ଓ ମତାମତ !
ଆମେ ଆପଣଙ୍କ ସାହାଯ୍ୟ ପାଇଁ ସଦା ତତ୍ପର :)