pratilipi-logo ପ୍ରତିଲିପି
ଓଡିଆ

ଯୁଦ୍ଧ

4.1
246

ଯୁଦ୍ଧ ନିଜ ସହ, ଶତ୍ରୁ ସହ ଭାଗ୍ୟ,ସମୟ ଓ ବନ୍ଧୁ ଭିତରେ ଲୁଚିଥିବା ବନ୍ଧୁକ ସହ !! କେବେଦିନେ ପଢିଥିଲି- “ବାଘ ହଳେ ଆଖି ସହ ଲଢେ କାଳେ”, କେବେକେବେ ପରାଜିତ ହୁଏ ବି ! କଣ ଦେଖେ ସେ ହଳକ ଆଖିରେ !! ସେ ବୋଧେ ଛଳନା ପଢିପାରେନା ..ସତରେ କଣ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ଡଃ ମୌସୁମୀ ପରିଡା ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ତଥା ଶ୍ରଦ୍ଧାଶୀଳ ନାମ | ଲେଖିବାର ଅଙ୍ଗୀକାରବଦ୍ଧତା ତାଙ୍କୁ ସ୍ଵତନ୍ତ୍ର ମର୍ଯ୍ୟାଦା ଦେଇଛି | ଲେଖାର ଶୈଳୀ ଓ ଭାଷା ଚୟନରେ ତାଙ୍କ ମୌଳିକତା ସୁସ୍ପଷ୍ଟ | ଇଂରାଜୀ ଓ ହିନ୍ଦୀ ଭାଷାରେ ବି ସେ ଲେଖିବାର ଋଚି ରଖନ୍ତି | ପଞ୍ଚମ - ଷଷ୍ଠ ଶ୍ରେଣୀରୁ ଲେଖା ଆରମ୍ଭ କରିଥିବା ଡଃ ପରିଡା ଏଯାବତ ଏଗାରଟି ଗଳ୍ପ ସଂକଳନ, ଦୁଇଟି ଖଣ୍ଡ କାବ୍ୟ, ଛଅଟି ଉପନ୍ୟାସ ବହି ରଚନା କରି ପ୍ରସିଦ୍ଧି ହାସଲ କରିଛନ୍ତି | ଏତଦ୍ ବ୍ୟତୀତ ଦିଲ୍ଲୀରୁ ଦୁଇଟି ଇଂରାଜୀ ବହି ( ଗୋଟେ ଗଳ୍ପ ସଂକଳନ ଓ ଅନ୍ୟଟି କବିତା ସଂକଳନ) ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି | ବିଭିନ୍ନ ହିନ୍ଦୀ ପତ୍ରିକାରେ ମଧ୍ୟ ତାଙ୍କ ରଚିତ ପ୍ରବନ୍ଧ, କବିତା ଓ ଗପ ତାଙ୍କୁ ଭିନ୍ନ ସ୍ଵାଦର ଲେଖିକା ରୂପେ ପରିଚିତ କରାଏ | ସାହିତ୍ୟ କୃତି ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ପୁରସ୍କୃତା ଓ ସମ୍ମାନିତା | ପ୍ରତିଭା ସମ୍ପନ୍ନ ଲେଖିକା ହିସାବରେ ସେ ସୁପରିଚିତା | ତେବେ ମିଛ କହି ଅନ୍ୟକୁ ଠକୁଥିବା ଓ ପ୍ରତାରଣା କରୁଥିବା ବହୁରୂପୀଙ୍କଠୁ ସେ ଦୂରରେ ରହିବାକୁ ପସନ୍ଦ କରନ୍ତି | ରୁଚ଼ି- ଲେଖାଲେଖି, ପଢ଼ାପଢ଼ି କରିବା, ପରିବାର ସହିତ ସମୟ ବିତେଇବା।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Bijay Barik
    10 ଅକ୍ଟୋବର 2019
    Excellent ଏକ୍ସଚେଲ୍ଳେନ୍ତ
  • author
    HIMANSHU SAHOO
    02 ମାର୍ଚ୍ଚ 2022
    ଆଃ....! ଅତି ସୁନ୍ଦର ଓ ସ୍ପର୍ଶୀ କବିତାଟିଏ । 🙏💕👏👏👏👏👏👏👏👏👏👏👏👏👏👏👏👏👏👏👏
  • author
    ବିଭୂତି ରାଉଳ "ବିଭୂ"
    27 ନଭେମ୍ବର 2021
    ବହୁତ୍ ବଢିଆ କିନ୍ତୁ ଶେଷ ଆଡ଼କୁ ଆଉ ଟିକିଏ ଭଲ ଭାବରେ ଲେଖା ହେଇଥାନ୍ତା
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Bijay Barik
    10 ଅକ୍ଟୋବର 2019
    Excellent ଏକ୍ସଚେଲ୍ଳେନ୍ତ
  • author
    HIMANSHU SAHOO
    02 ମାର୍ଚ୍ଚ 2022
    ଆଃ....! ଅତି ସୁନ୍ଦର ଓ ସ୍ପର୍ଶୀ କବିତାଟିଏ । 🙏💕👏👏👏👏👏👏👏👏👏👏👏👏👏👏👏👏👏👏👏
  • author
    ବିଭୂତି ରାଉଳ "ବିଭୂ"
    27 ନଭେମ୍ବର 2021
    ବହୁତ୍ ବଢିଆ କିନ୍ତୁ ଶେଷ ଆଡ଼କୁ ଆଉ ଟିକିଏ ଭଲ ଭାବରେ ଲେଖା ହେଇଥାନ୍ତା