pratilipi-logo ପ୍ରତିଲିପି
ଓଡିଆ

ତୁମେ ସ୍ୱୟଂ ଭଗବାନ

5
71

ତୁମେ ସ୍ୱୟଂ ଭଗବାନ               ବି. ନିରୁପମା ତୁମରି ଭାବରେ ବୁଡ଼ି ରହୁଛି ମୁଁ ଦିବା ନିଶି ଅହରହ , ତଥାପି କାହିଁକି ଭେଟ ପାଉନାହିଁ ମୁହଁ ଖୋଲି ଥରେ କୁହ !! ଭକତିରେ ମୋର ଊଣା ହେଉଛି କି କଲି ଆଉ କିବା ଦୋଷ , ସେଥିପାଇଁ ଅବା ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ମୌଳିକ କାହାଣୀ ଆଉ ମନଛୁଆଁ କବିତା ହିଁ ବି. ନିରୁପମାଙ୍କ ସଂକ୍ଷିପ୍ତ ପରିଚୟ। ବିଭିନ୍ନ ପତ୍ରପତ୍ରିକାରେ ସେ ନିୟମିତ ଲେଖନୀ ଚାଳନା ଜାରି ରଖିଛନ୍ତି। ପ୍ରକାଶିତ ପୁସ୍ତକ: ଆଶା (୨୦୦୮) - ଶିଶୁ- କିଶୋର ସଂକଳନ। ମାଣିକଟିଏ (୨୦୧୦)- ଶିଶୁ କବିତା ସଂକଳନ। ବାରଟି କାହାଣୀ (୨୦୧୦)- କିଶୋର ଗଳ୍ପ ସଂକଳନ। ସାବାସ ମିଲକା (୨୦୧୬)- କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ। କବିତାମାଳା (୨୦୧୮)। ଷାଠିଏଟି କବିତାଟି ସମାହାର। ଭକ୍ତି ନୈବେଦ୍ୟ (୨୦୧୯)- ଭାବପୂର୍ଣ ୧୦୪ଟି ଜଣାଣ। ଭକ୍ତି ଅର୍ଘ୍ୟ (୨୦୨୦)- ୧୦୮ଟି ଭକ୍ତିପୂତ ଗୁରୁବନ୍ଦନା ବିଜୟିନୀ (୨୦୨୧)- ଷାଠିଏଟି ପ୍ରେରଣାଦାୟୀ କବିତାର ସମାହାର ସମ୍ମାନ: ଆଶା, ମାଣିକଟିଏ, ବାରଟି କାହାଣୀ ଓ ସାବାସ ମିଲକା ପୁସ୍ତକଗୁଡିକ ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ଦ୍ଵାରା ଉଚ୍ଚକୋଟୀର ବିବେଚିତ ହୋଇ ଅନୁଦାନପ୍ରାପ୍ତ ପଠାଗାରମାନଙ୍କୁ ଯୋଗାଇ ଦିଆଯାଉଛି। ନିଜ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଲେଖିକା ସମ୍ବର୍ଦ୍ଧିତ ହୋଇଛନ୍ତି।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Jadumani Dash
    22 ਅਗਸਤ 2022
    ଆଜ୍ଞା ଆପଣ ଙ୍କ ଭାବନା ରେ ଆଘାତ ଦେବାର ଧୃଷ୍ଟତା ପାଇଁ ସର୍ବ ପ୍ରଥମେ କ୍ଷମା ମାଗି ନେଉଛି। ଜଣାଣ ରେ ଦ୍ବିତୀୟ ଧାଡ଼ି ରେ ଯେଉଁ ଲେଖିଛନ୍ତି ଭକତି ରେ ମୋର ଉଣା ହେଲା କି ପଂକ୍ତି ଟି ମୋତେ ଟିକେ ଅଡ଼ୁଆ ଲାଗିଲା । ଥରେ ଭାବିଲେ ତ ଅନେକ ଜନ୍ମ ତପକରି‌। ଏବେ ହୋଇଲୁ ଗୋପ ନାରୀ । କେତେ ତପି ମୁନି ଗଣ କୋଟି କୋଟି ଜନ୍ମ ଅପେକ୍ଷା କରିଛନ୍ତି ପ୍ରଭୁଙ୍କ ଶ୍ରୀଅଙ୍ଗ ଲଭିବେ। ପୁଣି ଦେଖନ୍ତୁ ଆଜ୍ଞା ନାରୀ ଭାବରେ ପୁରୁଷ ର ଅଙ୍ଗ ସ୍ପର୍ଶ ରେ ଯେଉଁ ମଧୁରତା ନିହିତ ସେମାନେ ନାରୀ ବନିଗଲେ। ଆହା, ପରଂବ୍ରହ୍ମ ଙ୍କୁ ଛୁଇଁ ବାର ଭାଗ୍ୟ କେମିତି ପ୍ରାପ୍ତ ହେଲା ଦେଖନ୍ତୁ ଆପଣା ଖୁବ୍ ଜୋର୍ କେତେ ବର୍ଷ ପ୍ରଭୁଙ୍କୁ ଲୋଡିଥିବେ। ମୋର ଭାବନା ରେ ଭକତି ସ୍ଥାନରେ ବିଶ୍ବାସ ଶବ୍ଦ ବ୍ୟବହାର କଲେ କେମିତି ହୁଅନ୍ତା। କିଛି ଭୁଲ ବୁଝିବେନି । ଭଗବତ୍ କଥା ତ ଦୁଇଧାଡ଼ି ଲେଖିଦେଲି 🙏🙏🙏🙏🙏🙏🙏🙏🙏🙏
  • author
    Ipsita Priyadarshini "Krishna"
    13 ਜੂਨ 2020
    excellent 🤗🤗
  • author
    dadhichi foundation
    17 ਜੂਨ 2020
    ବହୁତ ବଢିଆ କବିତା