ମୁଁ ପେଶାରେ ଯନ୍ତ୍ରୀ, ନିଶାରେ ଲେଖକ। ବ୍ୟସ୍ତବହୁଳ ସରକାରୀ ଚାକିରୀରୁ ସମୟ ବାହାର କରି ଲେଖେ।ମୋର ଦୁଇଟି ପୁସ୍ତକ ଉନ୍ମୋଚିତ।ପୁସ୍ତକଗୁଡିକ। : "ବିକ୍ଷୁବ୍ଧ ବିଚୀମାଳା ବିଭ୍ରଷ୍ଟ ବୋଇତ, ଅସାରେ ଖଳୁ ସଂସାରେ " ।
ଚାର୍ଲିଚାପଲିନଙ୍କ ଗୋଟିଏ ବାକ୍ଯ ମୁଁ ଅନୁସରଣ କରେ, ତାହା ହେଲା :: ମୁଁ ବର୍ଷାରେ ଚାଲିବାକୁ ପସନ୍ଦ କରେ କାରଣ ବର୍ଷାରେ ମୋ ଲୁହ କେହି ଦେଖିପାରିବ ନାହିଁ। ମୋ ଦୁର୍ବଳତା କେହି ଜାଣିପାରିବ ନାହିଁ।
ଶେଷରେ ::
କେହି ଜଣେ ବଡ଼ କବିଙ୍କ କିଛି ପଦ ::
ବୋଲତା ହୋ ଚିତ୍ର ହୋ ସମ୍ଭବ ନେହିଁ ହୈ,
କବି ହୋ ଚରିତ୍ରବାନ ହୋ ସମ୍ଭବ ନେହିଁ ହୈ।।।
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା