pratilipi-logo ପ୍ରତିଲିପି
ଓଡିଆ

ସ୍ପିରିଟ୍ କଲ୍

627
4.3

କଲେଜ ଜୀବନରେ ଅନେକ ଛୋଟ ବଡ ଅନୁଭୁତି ଥାଏ କିଛି ମନେ ରହେ କିଛି ଭୂଲି ହୋଇଯାଏ ।ମୋ ଜୀବନର ଏକ ଘଟଣା ପ୍ରକାଶ କରୁଛି ।ମୁଁ ପିଜି କରିବା ସମୟରେ କିଛି ସାଙ୍ଗ ମାନଙ୍କ ଠାରୁ ଗୋଟେ ଘଟଣା ଶୁଣି ଭାରି ଉତ୍ସାହିତ ଥାଏ ।ମୋ ସାଙ୍ଗ ମାନେ ...