ଅସ୍ତମିତ ସୂର୍ଯ୍ୟ ସ୍ତିମିତ ଗୋଧୂଳିର ପରିଧି ଭିତରେ ସୃଷ୍ଟି ମୋ ଜୀବନର ସୀମାରେଖା,,ବଗିଚା ଭିତରେ ନଅର ଥାଇ ବି ପୁଷ୍ପ ମୋ ପାଇଁ ଅଭିମାନୀନୀ ,, ନୁହେଁ ମୁଁ ସ୍ୱର୍ଗର ପାରି
ଜାତ ପୁଷ୍ପ ,,ନୁହେଁ ମୁଁ ସମୁଦ୍ର ବେଳାଭୂମିର ମୁକ୍ତା,, ନା କାହା ପାଇଁ ଗଢ଼ି ଦେଇ ପାରିବି ପୃଥିବୀର ପ୍ରଥମ ସ୍ନେହ, ମମତା ,ପ୍ରୀତିର ଇନ୍ଦ୍ରଭୂବନ ,,ବାଲିଠାରୁ ଆହୁରି ସୁକ୍ଷ୍ମକଣିକାଟିଏ,,ପାରିବେ ତ ସାଉଁଟି..ତୋଳିନେବେ ଆପଣଙ୍କ ପ୍ରୀତିପୁଲକର
ସାନିଧ୍ୟର ସ୍ପର୍ଶ ଦେଇ ,,ଆପଣଙ୍କ ଆଶୀର୍ବାଦ ମୋ ଜୀବନ
ସୌନ୍ଦର୍ଯ୍ୟର ସ୍ୱର୍ଣ୍ଣ ସ୍ୱର୍ଗ ।।
ରିପୋର୍ଟ୍ ର ସମସ୍ୟା