ସାରସ୍ବତ ସମ୍ଭାରର ଅପୂର୍ବ / ନବୀନତମ ଉପସ୍ଥାପନା ସବୁ ଆଜି ମୋ ପାଖରେ ପହଂଚାଇ ପାରିଛି , ମୋତେ ଅଭିଭୂତ କରିଛି ଖୁସିର ଲହର ଖେଳାଇ ହୃଦୟରେ ....ତାହା ଆମ ଅତିପ୍ରିୟ ....."ପ୍ର ତି ଲି ପି." ଶୋଭନୀୟ ସାହିତ୍ୟ ର କାବ୍ୟ ତୀର୍ଥ ମାଳା ।
ମୋ ମନକୁ ବାର ବାର କିଣି ନେଉଥିବା ସାରସ୍ବତ ସାଧକ ସାଧିକାଂକୁ ନମ୍ର ପ୍ରଣାମ କରେ ମୁଁ ଏ PLATFORM ର ପ୍ରେରଣାଦାୟକ ମଇଲ୍ ଖୁନ୍ଟରେ ଠିକ୍ " ମୋ କଳାହାଣ୍ଡି ର ଗାଁ ଗାଁ ରେ ପୂଜିତ ଧର୍ନୀ ମାଁ କୁ " ଜୁହିର୍ ଟିଏ ହେଲା ପରି ।
ସୁନ୍ଦର ପରିକଳ୍ପନା ଅଧିକ ସୁନ୍ଦର ଏକ ମନୋରମ ହର୍ଷ ଉଲ୍ଲାସ ଭରାପୁରା ବିଶ୍ଵ ପାଇଁ ।।
...
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା