Sahoolaxmidhar231@gmail. Com
💝କିଏ ବିଞ୍ଚିଛି !
ଏଇ ଫଗୁଣ ରେ ଅଗ୍ନି ର ଫୁତ୍କାର!
କିଏ ଭରିଛି ଏଇ କଳ ରବ ରେ
କର୍କଶ ରାଗିଣୀ ର ତlନ!
କିଛି ଛିଞ୍ଚାଡ଼ିଛି ଉଷ୍ମତା ଏ ସୁମନ ରେ!
କିଏ କାଟିଦେଇଛି ସେଇ ରଙ୍ଗୀନ ପ୍ରଜାପତି ର ଡେଣା?
କିଏ ବାନ୍ଧିଛି ଉତ୍ତlଙ୍ଗ ସୁରଭି ର ପଦ ଯୁଗଳ!
କିଏ ପୁଣି ଅଟକାଇ ରଖିଛି ସେଇ ଆଦ୍ୟ ମଳୟ ଗତି!
କିଏ ଲୁଚାଇ ରଖିଛି କନ୍ଦର୍ପ ର ପାଞ୍ଚ ବାଣ!
କିଏ ଚୋରେଇ ନେଇଛି ସବୁ ବର୍ଣ୍ଣ!
କିଏ କରିଛି ମୋ ଜୀବନ ବସନ୍ତ କୁ ଦୁର୍ବିସହ!
ହୃଦେ ଗୁଞ୍ଜରିତ ହୃଦୟ ମୋର
ଉତ୍ତର ଢାଳେ କେବଳ ମୁଁ.. କେବଳ ମୁଁ..
କିନ୍ତୁ ମସ୍ତିଷ୍କ ଦୋଷ କୁ ଢାଙ୍କି କହେ
ନା ଆଉ କିଏ କିଏ
ମୁଁ ନୁହେଁ!😇.
ମୁଁ ନୁହେଁ 😇
#Laxmidhar sahoo💕💞
ବାସ୍ତବରେ ଆମ ପାଇଁ ହିଁ ଆମ ଜୀବନ ଦୁର୍ବିସହ ହୁଏ l
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା