pratilipi-logo ପ୍ରତିଲିପି
ଓଡିଆ

ନୂଆ ସକାଳ 🌅 (ନୂଆ ବରଷ) January 1

5
3

ନୂଆ ବରଷ ରେ ଏଇ ନୂଆ ସକାଳ ସମସ୍ତଙ୍କର ଜୀବନରେ ଏକ ନୂଆ ଚମକ୍ ନେଇ ଆସୁ । ଗୋଟିଏ ବର୍ଷ ଅନ୍ତ‌ ଘଟାଇ ଅନ୍ୟ ଏକ ବର୍ଷ ର ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷରେ ବିତିଯାଇଥିବା ସବୁ ଦୁଃଖ କଷ୍ଟ କୁ ଭୁଲି ଏକ ନୂଆ ଆରମ୍ଭ ପାଇଁ ସମସ୍ତେ ବହୁତ ଖୁସି ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Swarnaprava Sahoo

ନାରୀ ମନ ଭିତରେ ଅନେକ ଦୁଃଖ, କଷ୍ଟ ଏବଂ ଯନ୍ତ୍ରଣା କୁ ସାଇତି ରଖିଥାଏ। କାହାକୁ କହିପାରେ ନାହିଁ। କାଗଜ ରେ ଉର୍ତ୍ତାରି ଦିଏ ସେ ମନର ଅକୁହା କଥାକୁ ସେ ହେଉଛି ନାରୀ। ପ୍ରତିଟି ଅତ୍ୟାଚାର, ଅନ୍ୟାୟ କୁ ସହିଯାଏ। ଏହି ନାରୀ.... ନାରୀ ଯେବେ ସହିବାର ସୀମା ଯାଏ ଟପି ପାଲଟି ଯାଏ ନାରାୟଣୀ ପ୍ରତିଟି ଅନ୍ୟାୟ, ଅତ୍ୟାଚାର ର କରେ ବିରୋଧ। ନାରୀ ନୁହେଁ କେବେ ନିଜର ରକ୍ଷା କାରିଣୀ। ଏହି ସମଗ୍ର ନାରୀ ମାନଙ୍କ ଅତ୍ୟାଚାର ର ରକ୍ଷା କାରିଣୀ। ନାରୀ ନୁହେଁ ତୁ ନାରାୟଣୀ 🔥🔥😍😍 ନୁହେଁ ମୁଁ ଲେଖକ ✍️✍️ନୁହେଁ ମୁଁ କବି✍️✍️ ତଥାପି ଲେଖିବାକୁ ବହୁତ ଭଲ ଲାଗେ ସାଧା କାଗଜ ରେ ମନର କଥାକୁ କିଛି ଲେଖିଦେଲେ✍️✍️ ଯେଉଁ ଆତ୍ମତୃପ୍ତି ମିଳେ ଅନ୍ୟ କେଉଁ କାର୍ଯ୍ୟ ରୁ ମୋତେ ସେଇଟା ମିଳି ପାରେନାହିଁ। ମୋତେ ଲେଖିବା ପାଇଁ ଯେତେ ଭଲ ଲାଗେ ନୂଆ କାହାଣୀ ଗୁଡ଼ିକ ପଢ଼ିବାକୁ📚📚 ବି ବହୁତ ଭଲ ଲାଗେ । ଲେଖିବା ମୋର ପେସା ନୁହେଁ କିନ୍ତୁ ନିଶା କହିଲେ କିଛି ଭୁଲ ହେବନାହିଁ। ପିଲାଦିନ ରୁ ଲେଖା ପ୍ରତି ଏମିତି ଏକ ଭାବନା ରହିଛି। ମନର ସବୁ ଅକୁହା କଥାକୁ କାଗଜ ଉପରେ ଲେଖି ହୋଇଯାଏ। ଲେଖକ ର ଦୁର୍ବଳତା ଲେଖା ପ୍ରତି ଥାଏ ।✍️✍️✍️ ଯାହା ହେଉ ପ୍ରତିଲିପି ଏପରି ଏକ platform. ଯେଉଁଠି କିଛି ଲେଖିବାକୁ ଏବଂ ପଢିବାକୁ ମିଳୁଛି। ଏହି ପ୍ରତିଲିପି ରେ ପ୍ରତିଦିନ କେତେ କେତେ ଲେଖକ ଲେଖନୀ ଚାଳନା କରି ଲେଖନ୍ତି📝📝📝📝 ନୂଆ ନୂଆ କବିତା, କାହାଣୀ ମାନ ନିତି ନିତି ପଢି କେତେ କେତେ ନୂଆ ଅନୁଭୂତି ପାରୁଛି ରଖି ସାଇତି। ଏଠାରେ ପ୍ରତି ଲେଖକ ଜଣେ ଜଣେ ଈଶ୍ୱରଙ୍କ ବର ଦାନ 🙏🙏 💥💥💥ତୁମେ ହିଁ ଆଦି, ତୁମେ ହିଁ ଅନ୍ତ, ସର୍ବବ୍ୟାପି ସର୍ବଶ୍ରେଷ୍ଠ ତୁମ ତୁଲ୍ୟ ସାରା ସଂସାରରେ କେହି ନାହିଁ। କେବେ ଦରିଦ୍ର ପସରା, କେବେ ଦୁଃଖିନୀ ମାଆର ସୁନା ସଙ୍ଖାଳି ତ ପୁଣି କେବେ ନିଆଶି ଲୋକର ଭରଷା । ଆହେ ନୀଳ ଶଇଳ ନୀଳଚଳେ ବସି ତମେ ଚଳାଅ ଏଇ ସାରା ସଂସାର । ନୀଳଚକ୍ରେ ଉଡେ ତୁମ ନେତ ଫର୍ ଫର୍ ଆହା ତୁମ ଦିବ୍ୟ ରୂପ ଦର୍ଶନ। ପାପୀ ତରି ଯାଏ ତୁମ ଦର୍ଶନ ଲଭି । ଯୁଗେ ଯୁଗେ ତୁମେ ପୂଜା ପାଉଅଛ ଭକତ ପ୍ରେମୀଙ୍କ ତୁମେ କଳା ଠାକୁର 💥💥💥⭕‼️⭕ ଜୟ ଜଗନ୍ନାଥ 🙏😍❤️

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Jhunu Tripathy
    01 ଜାନୁୟାରୀ 2023
    ବହୁତ ସୁନ୍ଦର
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Jhunu Tripathy
    01 ଜାନୁୟାରୀ 2023
    ବହୁତ ସୁନ୍ଦର