pratilipi-logo ପ୍ରତିଲିପି
ଓଡିଆ

ନିହାତି ନିଜର

5
49

ବାହାଘରର ପାଞ୍ଚବର୍ଷ ପରେ ପ୍ରଥମଥର ପାଇଁ 'ଅନିମା' ଏକୁଟିଆ ଯାଉଛି l ଘରେ ସ୍ୱାମୀ,ଶାଶୁ ଶ୍ୱଶୁର ଆଉ ନିଜର ତିନିବର୍ଷର ପୁଅକୁ ଛାଡ଼ି ବି. ଏଡ଼. ପରୀକ୍ଷା ଦେବାକୁ l ଯିବା ଆଗରୁ ଭାରି ବ୍ୟସ୍ତ ଲାଗୁଥିଲା l ନିଜ ପୁଅକୁ ଛାଡ଼ି ରହିବାକଥା ଭାବିଲେ ସବୁଠୁ ବେଶୀ କଷ୍ଟ ହେଉଥିଲା l ସେଇ କେଇଦିନ କେମିତି କଟିବ କେଜାଣି l ଛୁଆଟା ବହୁତ ଖୋଜିବ କି, ଅଧିକ କାନ୍ଦିବ କି ଏମିତି ଭାବନାରେ ମନଟା ଭାରିହେଇଯାଉଛି l ସ୍ୱାମୀ 'ସଂଗ୍ରାମ' ବୁଝେଇ କହୁଥିଲେ, ଆଦୌ ବ୍ୟସ୍ତ ହୁଅନି ସବୁକିଛି ଠିକ୍ ହେବ l କଣ ନେବ କଣ ନେବନି କିଛି ଜାଣିପାରୁନଥାଏ l ଲଗେଜ୍ ସଂଗ୍ରାମ ସଜାଡ଼ିଦେଲେ l ପିନ୍ଧିବାପାଇଁ ଶାଢ଼ୀ ନୁହେଁ ଡ୍ରେସ ନିଅ l ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
Soubhagyabati panda

ଲେଖିବା ମୋର ନିଶା, ଏହା ମୋର ଈଶ୍ୱର ଙ୍କ ଠାରୁ ପ୍ରାପ୍ତ ଉପହାର ଯାହା ମୋତେ ସବୁ ଦୁଃଖ କୁ ଭୁଲେଇ ଭାବନା ରାଜ୍ୟରେ ପରୀ ଟିଏ ପରି ଉଡିବାର ଅବ୍ୟକ୍ତ ଆନନ୍ଦ ଦିଏ.

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Pritikrishna Sahoo✨
    14 ମେ 2025
    ଆରେ ବାଃ.. ଆନ୍ତରିକତାର, ଆତ୍ମୀୟତାର ଏବଂ ଅଧିକାରର ଇଏ ବି ଗୋଟେ ସଂଜ୍ଞା। ବଢ଼ିଆ ଲାଗିଲା କାହାଣୀଟି ଦିଦି ଆଉ କାହାଣୀ ମାଧ୍ୟମର ଶିକ୍ଷା ବି..😍👌🏻🙏🏻🫡
  • author
    13 ମେ 2025
    ଅନିମା ବଦଳେ ସୌଭଗ୍ୟବତୀ ନାଁ ଟା ଗପ ପାଇଁ ଭାରି ଉପଯୁକ୍ତ ହୋଇ ଥାଆନ୍ତା😊😊🍫🍫👍👍🥰🥰 ଭାରି ମନସ୍ତାତ୍ତ୍ୱିକ.... ଖୁବ୍ ଭଲ ପାଇବା ଦୁହିଁଙ୍କ ଭିତରେ....
  • author
    Himalini
    13 ମେ 2025
    👌👌ଖୁଵ ସୁନ୍ଦର