ପ୍ରାଇମେରୀସ୍କୁଲ୍ ବେଳର କଥା। ଆମ ସ୍କୁଲ ପଛପଟକୁ ଗୋଟେ ବଡ ଖେଳପଡିଆ ଥିଲା ଆଉ ତାକୁ ଲାଗି ପାଚେରୀ। ପାଚେରୀ ଆରପଟରେ ଗୋଟିଏ କଣକକୁ ଲାଗି ଗୋଟେ ଟାଇଲଛପର ଘର। ସେଇ ଘରେ ରହୁଥିଲା ନଖିନାନୀ। କେବେ କ୍ରିକେଟ୍ ଖେଳୁଖେଳୁ ବଲ୍ ପାଚେରୀଡେଇଁ ...