pratilipi-logo ପ୍ରତିଲିପି
ଓଡିଆ

ମଣିମା

3.8
1365

ପରଦିନ ଶ୍ୟାମବାବୁଙ୍କ ଘରେ ବିଶିର ଖୋଜା ପଡ଼ିଲା । ଗୋଟିଏ ପାଖ ଗାଁରୁ ଯଥେଷ୍ଟ ଶାସ୍ତି ଦେଇ ଶ୍ୟାମବାବୁଙ୍କ ଲୋକ ବିଶିକୁ ଧରି ଘେନି ଆସିଲା । ଶ୍ୟାମବାବୁ ଭଲ କରି ଜାଣନ୍ତି ଟୋକାକୁ ଏପରି ଦଣ୍ଡ ଦେବା ଦ୍ୱାରା ତାଙ୍କର ଲାଭ କ୍ଷତି ନାହିଁ, ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ପଦ୍ମଭୂଷଣ କବି କାଳିନ୍ଦୀଚରଣ ପାଣିଗ୍ରାହୀ ସବୁ ଗୋଷ୍ଠୀର ସାହିତ୍ୟିକମାନଙ୍କ ମଧ୍ୟରେ ଜଣେ ଶକ୍ତିଶାଳୀ ପ୍ରତିଭାଧର କବି ଥିଲେ । ସେ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଶାସନରେ ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅତି କମ୍ ବୟସରୁ ସ୍କୁଲ୍ ଜୀବନରୁ ତାଙ୍କର ସାହିତ୍ୟିକ ତଥା କାବ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସେ ସ୍କୁଲ୍‌ରେ ପଢ଼ିଲା ବେଳେ ଛାତ୍ର ଦର୍ପଣ ନାମକ ଏକ ହସ୍ତଲିଖିତ ପତ୍ରିକା ପ୍ରକାଶ କରୁଥିଲେ । ଏକାଧାରରେ ସେ ଜଣେ କବି ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ ଏବଂ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଶିଶୁ ସାହିତ୍ୟିକ ଭାବରେ ମଧ୍ୟ ତାଙ୍କର ଦକ୍ଷତା ଥିଲା ଏବଂ ଭାରତୀୟ ପି.ଇ.ଏନ୍ ସଙ୍ଗଠନ ସହିତ ସେ ସଂପୃକ୍ତ ଥିଲେ । ଜଣେ ସୁନାମ ଧନ୍ୟ ସାହିତ୍ୟିକ ଓ ବୁଦ୍ଧିଜୀବି ଭାବରେ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା ଅକଳ୍ପନୀୟ । ଅନୁଜ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ନବଯୁଗ ସାହିତ୍ୟ ସଂସଦ ସହିତ ସାମିଲ ହୋଇ ପାରମ୍ପରିକ ବିଶ୍ୱାସ ଓ ଭାଗ୍ୟ ଭାଗବାନଙ୍କୁ ଉପେକ୍ଷା କରିଥିଲେ । ୯ ଜଣ ଲେଖକ ଲେଖିକାଙ୍କ ଦ୍ୱାରା ବାସନ୍ତୀ ଉପନ୍ୟାସ ସବୁଜଗୋଷ୍ଠୀର ମୁଖପତ୍ର ଯୁଗବୀଣାରେ ପ୍ରକାଶ । କବିତା ସଙ୍କଳନ- ମନେ ନାହିଁ ମହାଦ୍ୱୀପ କ୍ଷଣିକ ସତ୍ୟ ମୋ କବିତା ଛୁରୀଟିଏ ଲୋଡ଼ା । ଆବେଗଧର୍ମୀ ଓ ମନନଶୀଳ ଗଳ୍ପ- ରାଶିଫଳ, ଶେଷରଶ୍ମି, ସାଗରିକା ଦ୍ୱାଦଶୀ, ମୋକଥାଟି ସରିନାହିଁ । ଉପନ୍ୟାସ- ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅମର ଚିତା । ନାଟକ- ପ୍ରିୟଦର୍ଶୀ, ସୌମ୍ୟା ଓ ପଦ୍ମିନୀ । ପ୍ରବନ୍ଧ- ସାହିତ୍ୟ ସମାଚାର, ସାହିତ୍ୟିକ, ନେତୃତ୍ୱ ଓ ନେତୃତ୍ୱ କବି ୨୫/୫/୧୯୯୧ ମର ଦେହ ଛାଡ଼ି ଅମରପଥର ଯାତ୍ରୀ ହୋଇଥିଲେ । ଜଣେ ସଫଳ ଶିଶୁ ସାହିତ୍ୟର ସ୍ରଷ୍ଟା ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    SALIMAR SAHOO
    22 ସେପ୍ଟେମ୍ବର 2019
    ବହୁତ୍ ସୁନ୍ଦର ହୃଦୟସ୍ପର୍ଶୀ
  • author
    ପ୍ରଦୀପ୍ ବିଶ୍ୱାଳ
    02 ଜୁନ 2020
    ପଢ଼ିଲି ଭଲ ଲାଗିଲା
  • author
    Abinas Barik
    29 ମେ 2020
    bahut bhala heichi,
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    SALIMAR SAHOO
    22 ସେପ୍ଟେମ୍ବର 2019
    ବହୁତ୍ ସୁନ୍ଦର ହୃଦୟସ୍ପର୍ଶୀ
  • author
    ପ୍ରଦୀପ୍ ବିଶ୍ୱାଳ
    02 ଜୁନ 2020
    ପଢ଼ିଲି ଭଲ ଲାଗିଲା
  • author
    Abinas Barik
    29 ମେ 2020
    bahut bhala heichi,