pratilipi-logo ପ୍ରତିଲିପି
ଓଡିଆ

ମଣିମା

4.1
1649

କେହି ଦାନ ଗ୍ରହଣ କରି କାଙ୍ଗାଳ ବୋଲାଏ, ଆଉ କେହି ଦାନ ଦେଇ କାଙ୍ଗାଳ ହୁଏ । ମଧୁପୁରଗଡ଼ର ସାମନ୍ତ ପରିବାର ଶେଷୋକ୍ତ ଧରଣର କାଙ୍ଗାଳି ହେବାକୁ ବସିବା ସଙ୍ଗେ ସଙ୍ଗେ ତାଙ୍କରି ଅନ୍ନରେ ପ୍ରତିପାଳିତ ମ୍ୟାନେଜର ଶ୍ୟାମବାବୁଙ୍କର ସମ୍ପତ୍ତି ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ପଦ୍ମଭୂଷଣ କବି କାଳିନ୍ଦୀଚରଣ ପାଣିଗ୍ରାହୀ ସବୁ ଗୋଷ୍ଠୀର ସାହିତ୍ୟିକମାନଙ୍କ ମଧ୍ୟରେ ଜଣେ ଶକ୍ତିଶାଳୀ ପ୍ରତିଭାଧର କବି ଥିଲେ । ସେ ପୁରୀ ଜିଲ୍ଲାର ବିଶ୍ୱନାଥପୁର ଶାସନରେ ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅତି କମ୍ ବୟସରୁ ସ୍କୁଲ୍ ଜୀବନରୁ ତାଙ୍କର ସାହିତ୍ୟିକ ତଥା କାବ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସେ ସ୍କୁଲ୍‌ରେ ପଢ଼ିଲା ବେଳେ ଛାତ୍ର ଦର୍ପଣ ନାମକ ଏକ ହସ୍ତଲିଖିତ ପତ୍ରିକା ପ୍ରକାଶ କରୁଥିଲେ । ଏକାଧାରରେ ସେ ଜଣେ କବି ଔପନ୍ୟାସିକ, ନାଟ୍ୟକାର, ଗାଳ୍ପିକ ଏବଂ ପ୍ରାବନ୍ଧିକ ଭାବରେ ପ୍ରତିଷ୍ଠିତ ହୋଇଥିଲେ । ଶିଶୁ ସାହିତ୍ୟିକ ଭାବରେ ମଧ୍ୟ ତାଙ୍କର ଦକ୍ଷତା ଥିଲା ଏବଂ ଭାରତୀୟ ପି.ଇ.ଏନ୍ ସଙ୍ଗଠନ ସହିତ ସେ ସଂପୃକ୍ତ ଥିଲେ । ଜଣେ ସୁନାମ ଧନ୍ୟ ସାହିତ୍ୟିକ ଓ ବୁଦ୍ଧିଜୀବି ଭାବରେ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା ଅକଳ୍ପନୀୟ । ଅନୁଜ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ନବଯୁଗ ସାହିତ୍ୟ ସଂସଦ ସହିତ ସାମିଲ ହୋଇ ପାରମ୍ପରିକ ବିଶ୍ୱାସ ଓ ଭାଗ୍ୟ ଭାଗବାନଙ୍କୁ ଉପେକ୍ଷା କରିଥିଲେ । ୯ ଜଣ ଲେଖକ ଲେଖିକାଙ୍କ ଦ୍ୱାରା ବାସନ୍ତୀ ଉପନ୍ୟାସ ସବୁଜଗୋଷ୍ଠୀର ମୁଖପତ୍ର ଯୁଗବୀଣାରେ ପ୍ରକାଶ । କବିତା ସଙ୍କଳନ- ମନେ ନାହିଁ ମହାଦ୍ୱୀପ କ୍ଷଣିକ ସତ୍ୟ ମୋ କବିତା ଛୁରୀଟିଏ ଲୋଡ଼ା । ଆବେଗଧର୍ମୀ ଓ ମନନଶୀଳ ଗଳ୍ପ- ରାଶିଫଳ, ଶେଷରଶ୍ମି, ସାଗରିକା ଦ୍ୱାଦଶୀ, ମୋକଥାଟି ସରିନାହିଁ । ଉପନ୍ୟାସ- ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅମର ଚିତା । ନାଟକ- ପ୍ରିୟଦର୍ଶୀ, ସୌମ୍ୟା ଓ ପଦ୍ମିନୀ । ପ୍ରବନ୍ଧ- ସାହିତ୍ୟ ସମାଚାର, ସାହିତ୍ୟିକ, ନେତୃତ୍ୱ ଓ ନେତୃତ୍ୱ କବି ୨୫/୫/୧୯୯୧ ମର ଦେହ ଛାଡ଼ି ଅମରପଥର ଯାତ୍ରୀ ହୋଇଥିଲେ । ଜଣେ ସଫଳ ଶିଶୁ ସାହିତ୍ୟର ସ୍ରଷ୍ଟା ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Nrusingha Prasad MIshra
    19 मार्च 2022
    ଦେଶ ସ୍ବାଧିନତାର ପରେ ପରେ ବହୁ ଜମିଦାରଂକର ଏ ଭଳି ଦୟନୀୟ ଅବସ୍ଥା ହୋଇ ପଡିଛି।ଆମ ସମୟର ବିଶିଷ୍ଟ କଥାକାର କାଳନ୍ଦୀ ଚରଣ ପାଣିଗ୍ରାହୀଂକ ଅମର ଲେଖନୀର ଗଳ୍ପ ଅତ୍ୟନ୍ତ ପ୍ରଭାବଶାଳୀ
  • author
    ପ୍ରଦୀପ୍ ବିଶ୍ୱାଳ
    04 जून 2020
    ହା ହା ହା ବଢ଼ିଆ... ଅବ୍ୟକ୍ତ କଥା ଟିଏ ଗଳ୍ପ ରେ ଅବତାରଣା କରିଛନ୍ତି l କ୍ଷମତା କେନ୍ଦ୍ରର ଆଢୁଆଳ ରେ ରହିଥିବା ଅନେକ ଏଇମିତିଆ ଲୋକ ମାଲେ ମାଲ ହେଇଚାଲିଛନ୍ତି l
  • author
    Sribatsa Mahapatra
    13 सितम्बर 2020
    ati biswas sarbnash
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Nrusingha Prasad MIshra
    19 मार्च 2022
    ଦେଶ ସ୍ବାଧିନତାର ପରେ ପରେ ବହୁ ଜମିଦାରଂକର ଏ ଭଳି ଦୟନୀୟ ଅବସ୍ଥା ହୋଇ ପଡିଛି।ଆମ ସମୟର ବିଶିଷ୍ଟ କଥାକାର କାଳନ୍ଦୀ ଚରଣ ପାଣିଗ୍ରାହୀଂକ ଅମର ଲେଖନୀର ଗଳ୍ପ ଅତ୍ୟନ୍ତ ପ୍ରଭାବଶାଳୀ
  • author
    ପ୍ରଦୀପ୍ ବିଶ୍ୱାଳ
    04 जून 2020
    ହା ହା ହା ବଢ଼ିଆ... ଅବ୍ୟକ୍ତ କଥା ଟିଏ ଗଳ୍ପ ରେ ଅବତାରଣା କରିଛନ୍ତି l କ୍ଷମତା କେନ୍ଦ୍ରର ଆଢୁଆଳ ରେ ରହିଥିବା ଅନେକ ଏଇମିତିଆ ଲୋକ ମାଲେ ମାଲ ହେଇଚାଲିଛନ୍ତି l
  • author
    Sribatsa Mahapatra
    13 सितम्बर 2020
    ati biswas sarbnash