କିଛି କାହାଣୀ କିଛି ଅନୁଭୂତି ଆପଣଙ୍କ ସହିତ। ଛୋଟ ଵେଳୁ ଲେଖାଲେଖି କରେ। କେତେଵେଳେ କିଛି ଚିତ୍ର ମନକୁ ଛୁଇଁ ଯାଏ। ଆଉ ଵେଳେ ଵେଳେ କିଛି ଘଟଣା ହୃଦୟକୁ ଭାଙ୍ଗି ଦିଏ। ଆଉ ସେତେବେଳେ ମୋ ଲେଖନୀ ମତେ ଵାଧ୍ୟ କରେ ହୃଦୟର ସାଇତା ଭାଷା କୁ କଲମ ମୁନ ରେ ସଜାଇଵା ପାଇଁ। ମୋର ସଵୁ
କାହାଣୀ ର ଶେଷ ଭାଗ ଆପଣକୁ ଖୁସି ନକରି ପାରେ। କିନ୍ତୁ ଵାସ୍ତଵିକ ଜୀବନରେ ପ୍ରେରଣା ନିଶ୍ଚୟ ଦେଵ।
ମୋର ପ୍ରଥମ ବହି "ସମ୍ପର୍କ ହୃଦୟ ର. ଲୋକଲୋଚନକୁ ଆସି
ସାରିଛି। ଆଗକୁ ଆହୁରି ପୁସ୍ତକ ଆସିବାକୁ ଅଛି। ପାଠକ ଙ୍କ ମତ୍ତ ମୋ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଵେଳେଵେଳେ ବନାନ ସୁଧାରିବା ପାଇଁ ମତ୍ତ ଆସେ। ଆଉ ସେଇ ଚେଷ୍ଟା ଚାଲିଛି। ମୁଁ ସରଳ ଭାଷାରେ କାହାଣୀ ଲେଖେ, କାରଣ କେଵଳ ସାହିତ୍ୟିକ ମାନଙ୍କ ଭିତରେ ମୋ କାହାଣୀ କୁ ମୁଁ ସୀମିତ କରିଵାକୁ ଚାହେଁ ନାହିଁ, ବରଂ ମୁଁ ଚାହେଁ ଯେକୌଣସି ବ୍ୟକ୍ତି ମୋ କାହାଣୀ ପଢନ୍ତୁ।
https://www.facebook.com/share/15WKTSWZ8C/
ସାହିତ୍ୟ ର ରାସ୍ତା ଵହୁତ ଲମ୍ବା। ମୁଁ ତ ବାଟୋଇ ଟିଏ , ଲକ୍ଷ୍ୟସ୍ଥଳ ଅନେକ ଦୂର.....
my page https://www.facebook.com/Annus-collection-101988604620208/
https://youtube.com/channel/UCm40Z9XUjaIl85yAXOhoh1w
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା