ମୁଁ ଜଣେ ସାଧାରଣ ଲୋକ l ଭାରି ମିଳାପି ମୋର ସ୍କୁଲିଙ୍ଗ ପ୍ରଥମେ ନୀଳକଣ୍ଠ ଉଚ୍ଚ ମlଧ୍ୟମିକ ବିଦ୍ୟାଳୟ, ସରଣକୁଳ ତାପରେ ନାରାୟଣ ହାଇସ୍କୁଲ ସରଣକୁଳ ସାରି, ନୟାଗଡ଼ କଲେଜ, ନୟାଗଡରେ ଉଚ୍ଚ ଶିକ୍ଷା ପାଇଁ ବିଜ୍ଞାନ ଷ୍ଟ୍ରୀମରେ ଯୋଗଦେଇ BSc. ଶେଷ ବର୍ଷ ଭାରତୀୟ ବାୟୁସେନା ରେ ଜଣେ ସିପାହୀ ଭାବେ ଯୋଗଦେଇଥିବା ସମୟରେ ଅନେକ କାର୍ଯ୍ୟପାଇଁ ପୁରସ୍କୃତ ହୋଇଛି l ମୁଁ ନାଗପୁର ମେଇଣ୍ଟେନାନ୍ସ କମାଣ୍ଡରେ ସର୍ଭିସ ରତଥିବା ସମୟରେ କମେଂଡେସନ ମାଧ୍ୟ ପାଇଛି l ମୋତେ ପୁଣି ପଢ଼ିବାର ସୁଯୋଗ ପ୍ରାପ୍ତିହୁଏ ନାଗପୁର ପୋଷ୍ଟିଙ୍ଗ ସମୟରେ, ଏହାର ମୁଁ ସଦଉପଯୋଗ କରି ସେଠାରେ ମୋର ମାଷ୍ଟର ଅଫ ବିଜିନେସ ମ୍ୟାନେଜେମେଣ୍ଟ କୁ କଂପିଲୀଟ କଲାପରେ ମୁଁ 1999ସେପ୍ଟେମ୍ବର ରେ ସର୍ଭିସ ରୁ ରୀଟାୟାର ମେଣ୍ଟ ନେଲିl ଏହା ସଙ୍ଗେ ସଙ୍ଗେ ମୋତେ
ଡ଼ିଫେନ୍ସ ଚାକରି ଭିତ୍ତି ରେ ଓଡିଶା ଖଣି ନିଗମ, ଓଡିଶା ର ଆରକ୍ଷୀଅଧିକ୍ଷକ ଭାବେ ନିଯୁକ୍ତି ପାଇଲି, ସେଠାରୁ ପୁନର୍ବାର ମୁଁ ଯେତେବେଳ ଚାକିରୀ ଛାଡ଼ିଲି ମୋର କ୍ୱାଲିଫିକେସନ ଭିତ୍ତି ରେ ଆକାଶ ଇନଷ୍ଟିଚୁଟ ର କୋଅର୍ଡିନେଟ ଭାବେ ନିଯୁକ୍ତି ପାଇ ରୀଟା ୟାରମେଂଣ୍ଟ ପରେ କୌଟିଲ୍ୟ ର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ l
ରିପୋର୍ଟ୍ ର ସମସ୍ୟା