pratilipi-logo ପ୍ରତିଲିପି
ଓଡିଆ

ଦେବତାର ବିଧାତା

4.5
382

ମୁଁ କ’ଣ କହିବା ପୂର୍ବରୁ ବୃଦ୍ଧ କହିଲା- “ବୋଧହୁଏ ଆଘାତ ପାଇଲ । କିନ୍ତୁ ତୁମେ ଜାଣ ନାହିଁ, ଏ ପ୍ରାଣ ମୋର କେତେ ଆଘାତ ସହିଛି । ଏହି ଆଘାତରେ ହିଁ ଏ ଦୃଷ୍ଟିର ଶକ୍ତି କମିଯାଇଛି । ଏହି ଆଘାତ କିଏ ଦେଇଛି ଜାଣ ? ଏହି ଯେ ଦେବତା ଦେଖିବାକୁ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ଗୋଦାବରୀଶ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାର ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ୧୦ ଜାନୁଆରୀ ୧୮୯୮ରେ ଜନ୍ମ ନେଇଥିଲେ । ତାଙ୍କ ପିଲାବେଳ ଗୋପବନ୍ଧୁ ଦ୍ଵାର ପ୍ରତିଷ୍ଠିତ "ସତ୍ୟବାଦୀ ବନ ବିଦ୍ୟାଳୟ"ରେ କଟିଥିଲା ଯାହା ତାଙ୍କୁ ପରେ ଦେଶସେବା ପାଇଁ ଉତ୍ସାହିତ କରିଥିଲା । ୧୯୨୮ରେ ସେ ଶଶି ଭୂଷଣ ରଥଙ୍କ ଦ୍ଵାରା ବ୍ରହ୍ମପୁରରୁ ପ୍ରକାଶିତ 'ଆଶା'ର ସମ୍ପାଦନା ଦାୟିତ୍ଵ ଗ୍ରହଣ କରିଥିଲେ । ଆଚାର୍ଯ୍ୟ ହରିହର ଏବଂ ଅନ୍ୟମାନଙ୍କ ଦ୍ଵାରା ଅନୁପ୍ରାଣିତ । ସେ ସ୍ଵାଧୀନତା ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ସ୍ଵାଧୀନଚେତନା ଓ ବ୍ୟଙ୍ଗ ସାହିତ୍ୟରେ ସେ ଥିଲେ ଜଣେ ମହମନା ଗାଳ୍ପିକ । ତାଙ୍କ ସମ୍ପାଦିତ ନିଆଁଖୁଣ୍ଟା ପତ୍ରିକା ସାରା ଓଡ଼ିଶାରେ ସାମାଜିକ ଓ ରାଜନୈତିକ ଦୋଷ ଦୁର୍ବଳତାକୁ ଖୋଲା ଖୋଲି ପ୍ରକାଶ କରିଥଲା ଯାହା ତାଙ୍କୁ ଜଣେ ସୁପରିଚିତ କଥାକାରର ମାନ୍ୟତା ଦେଇଥିଲା । ସେ ଦୀର୍ଘ ପଚାଶ ବର୍ଷ ଧରି ସାହିତ୍ୟ ସାଧନ ସହିତ ଜଡ଼ିତ ଥିଲେ । ଗୋଦାବରୀଶ ଜାତୀୟତାବୋଧ, ସମାହ ସଚେତନତା, ପଲ୍ଲୀ ଜୀବନ ପ୍ରତି ଆକର୍ଷଣ ଓ ମଣିଷ ପ୍ରତି ସମବେଦନା ହାସ୍ୟରସ ଦେଇ ପ୍ରକାଶ କରିଛନ୍ତି । ୧୯୬୬ରେ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରଷ୍କାର ଜଣେ ଗ୍ରହୀତା । ୨୫ ନଭେମ୍ବର, ୧୯୬୫ ରେ ମୃତ୍ୟୁ ବରଣ କରିଥିଲେ ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    srihari behera
    10 ଜୁଲାଇ 2021
    ଅତ୍ୟନ୍ତ ସୁନ୍ଦର ଉପସ୍ଥାପନ
  • author
    AMARENDRA PRADHAN
    01 ଅପ୍ରେଲ 2020
    ok
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    srihari behera
    10 ଜୁଲାଇ 2021
    ଅତ୍ୟନ୍ତ ସୁନ୍ଦର ଉପସ୍ଥାପନ
  • author
    AMARENDRA PRADHAN
    01 ଅପ୍ରେଲ 2020
    ok