*ଏବେ ଏବେ ସାମ୍ନାକୁ ଆସିଥିବା ଏକ ଦୁଃଖଦ ଖବର* ମୋ କବିତାକୁ କରୋନା ହେଇଛି, ସେଥିପାଇଁ ଶବ୍ଦମାନେ ମୋ ଠାରୁ ସାମାଜିକ ଦୂରତାରେ ଅଛନ୍ତି, କଲମ ମୋ ସଂସ୍ପର୍ଶରେ ଆସିଥିବାରୁ ଏବେ ସେ ସଙ୍ଗରୋଧ କେନ୍ଦ୍ରରେ, ସଂକ୍ରମଣକୁ ଦୃଷ୍ଟିରେ ରଖି ...