pratilipi-logo ପ୍ରତିଲିପି
ଓଡିଆ

ଛିହ୍ନ ଭାବନା

4.5
407

ଖୋଜିବୁଲେ ସିନା ଭାବନାରେ ମୋର  ହେଲେ ବି ପାଏନା ଦେଖା, କାହିଁ ତମେ ମୋତେ ଏତେ ପର କଲ ଭାବି ମୁଁ ପାରୁନି ସେ କଥା । ଥରୁଟିଏ ତମେ ଆସିଲ ମୋ ଜୀବନେ  ସଞ୍ଜବତୀ ହାତେ ଧରି, ସାରା ଜୀବନକୁ ମୋ ଆଲୋକିତ କରିବ  ଥିଲି ମୁଁ ଅପେକ୍ଷା କରି । ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

୧. ଏମ.ଫିଲ ରିସର୍ଚ୍ଚ ସ୍କଲାର (ଓଡ଼ିଆ ଭାଷା ଓ ସାହିତ୍ୟ ) କିସ, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର । ୨. ସ୍ନାତକ ଓ (ଓଡ଼ିଆ) କିସ, କିଟ ବିଶ୍ୱବିଦ୍ୟାଳୟ ,ଭୁବନେଶ୍ୱର । ୩. ସ୍ନାତକୋତ୍ତର (ଓଡ଼ିଆ ଭାଷା ଓ ସାହିତ୍ୟ) କିସ, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର । ୪. ଆଇ.ଏ ସରକାରୀ ଜୁନିଅର ମହାବିଦ୍ୟାଳୟ ଫୁଲବାଣୀ, କନ୍ଧମାଳ । ୫. ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଡିମାଳ , ବଘିଆପଡା, ବୌଦ୍ଧ । ୬.ଜନ୍ମ ୦୨ ଏପ୍ରିଲ ୧୯୯୭ ମସିହା ଗ୍ରାମ -ଦମଣ୍ଡା , ବ୍ଲକ/ଜିଲ୍ଲା-ବୌଦ୍ଧ ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Kajol
    12 ସେପ୍ଟେମ୍ବର 2021
    Heart touching poem really wonderful writing.👍
  • author
    Suchismita Das
    12 ଅକ୍ଟୋବର 2022
    superb 👍
  • author
    05 ମେ 2021
    very nice
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Kajol
    12 ସେପ୍ଟେମ୍ବର 2021
    Heart touching poem really wonderful writing.👍
  • author
    Suchismita Das
    12 ଅକ୍ଟୋବର 2022
    superb 👍
  • author
    05 ମେ 2021
    very nice