pratilipi-logo ପ୍ରତିଲିପି
ଓଡିଆ

॥  ଛଳନା ॥ ବୈଶାଖର ଉତ୍ତପ୍ତ ଖରାବେଳ । ଆଗରେ ବିସ୍ତୀର୍ଣ୍ଣ ସାଗର ର ତରଂଗାୟିତ ଜଳରାଶି । କୂଳରେ ଚପଳ ଲହଡି । ଠିକ୍ ଗୋଟିଏ କୁଆଁରୀ ମନର ଚପଳତା ପରି । ଯୋଜନ ଯୋଜନ ବ୍ୟାପ୍ତ ବାଲୁକା ଶଯ୍ଯା ଉପରେ ଦାମ୍ଭିକତାର ସହ ଛିଡା ହୋଇଛି ଅଗଣିତ ...