(ରାଗ-ଚୋଖି) ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ। ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ। ବିଦ୍ୟ ହୈମବତୀ ପଦରେ, ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧। ବିଷ୍ଣୁପଦୀ ବିଷ୍ଣୁପଦ ଈ...

ପ୍ରତିଲିପି(ରାଗ-ଚୋଖି) ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ। ବହେ ମକର କେତନ ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ। ବିଦ୍ୟ ହୈମବତୀ ପଦରେ, ବିଷକଣ୍ଠ ତୋଷ ଦାନୀ ବେନି ମତରେ।୧। ବିଷ୍ଣୁପଦୀ ବିଷ୍ଣୁପଦ ଈ...