pratilipi-logo ପ୍ରତିଲିପି
ଓଡିଆ

ବିରହ ର ଧୂଆଁ

5
41

କାହାଣୀ ରେ ବର୍ଣ୍ଣିତ ଥିବା ୨ ଟି ଚରିତ୍ର ସମ୍ପୂର୍ଣ୍ଣ ସତ୍ୟ,କିନ୍ତୁ ମୁଁ ସେ ୨ ଟି ନାମ କୁ ଲୁକ୍କାୟିତ ରଖିଛି।ଗୋଟେ ନିଶହାୟ ବନ୍ଧୁ ଭାବେ ମୁଁ କିଛି ବି କରି ପାରିନି।ସମୟ ସବୁ ବେଳେ ,ସବୁ ସମୟରେ,ସବୁ ପରିସ୍ଥିତିରେ ପରିବର୍ତ୍ତନ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
tusar kanta sahoo

ସମ୍ମାନ ପାଇଁ ନୁହେଁ,ସମାଜ ପାଇଁ ବଞ୍ଚିବାକୁ ଚାହେଁ। ଯେବେ ବଞ୍ଚିବାର ରାହା ହରାଇ ସାରି ଥିଲି ପ୍ରେମରେ ପ୍ରତାରିତ ହେବା ପରେ,ଆପନେଇଲି ସେଇ ପଖାଳ କଂସା ର ଗାଥା ବହନ କରୁଥିବା ଗୋଟେ ଛୋଟ ପ୍ରାବନ୍ଧିକ ଭାବେ।ମନର ସେ ଅଙ୍କାବଙ୍କା ରାସ୍ତାର ଆର ପାଖେ ଭଡ଼ା ନେଇ ଥିବା ସେ ଇନ୍ଦ୍ରଧନୁ କୁ ନିଜ କଲମ ର ମୁନରେ ସୁନ୍ଦର୍ ଭାବେ ସଜେଇବାବକୁ।କେବେ କେବେ ଇନ୍ଦ୍ରଧନୁ ଚାଲି ଯାଇ ଥାଏ,ତ ଆଉ କେବେ କେବେ ରାତି ପାହି ଯାଇ ଥାଏ।ଆଉ କେବେ କେବେ ମନ୍ କଲମ ରୂପକ ସାହି ସରି ଆସି ଥାଏ।ଆଜି ବି ବଞ୍ଚିଛି ଗୋଟେ ନିଃସ୍ୱାର୍ଥପର ପ୍ରେମ ଭାବ ନେଇ।ଜାଣିନି ମୋ ମନରୁ ଉଦଗରିତ୍ ହେଉ ଥିବା ସେ କାହାଣୀ କେତେ ସୁଖ ଦିଏ।କିନ୍ତୁ ମୁଁ କାହାଣୀର ପ୍ରତିଟି ଚରିତ୍ରକୁ ସୁନ୍ଦର୍ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି।ସମାଜ ପାଇଁ କିଛି କରିବାକୁ ଚେଷ୍ଟା ଜାରି ରଖିଛି। ଇତି ତୁଷାର କାନ୍ତ ସାହୁ ମୁମ୍ବାଇ ଦୁର ଭାସ -,7892310611

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Pratap Panda
    21 ଅପ୍ରେଲ 2020
    bhaut bhala lagila jadi sabu pila mane bhala paibaky thick se bhujiparante hue ta bhaut kichi jibana banchijaonta... Really hear touching story
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    Pratap Panda
    21 ଅପ୍ରେଲ 2020
    bhaut bhala lagila jadi sabu pila mane bhala paibaky thick se bhujiparante hue ta bhaut kichi jibana banchijaonta... Really hear touching story