pratilipi-logo ପ୍ରତିଲିପି
ଓଡିଆ

ସପ୍ତମ ଛାନ୍ଦ: ବିଡ଼ୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ

43
5

(ରାଗ-ପଟ୍ଟମହଞ୍ଜରୀ) ବିଡୋଜା ସୁଧାଂଶୁ ଗୁରୁ ସଙ୍ଗତି ସମାନ। ବେନିଭ୍ରାତା ମୁନି ସଙ୍ଗେ ଦେଖେ ସିଦ୍ଧବନ।୧। ବୃକ୍ଷତତି ତପିପନ୍ତି ତହିଁ ଏକାକୃତି। ବଳ୍କଳ ପିଧାନ କରି ଜଟା ଧରିଛନ୍ତି।୨। ବେଦି ସାର ମୂଳ ସଦା ସୁମନା ଫଳଦ। ବାସ ବୃତ ପୂର୍ଣ୍ଣଚୟ ...