pratilipi-logo ପ୍ରତିଲିପି
ଓଡିଆ

ପଞ୍ଚମ ଛାନ୍ଦ: ବିଭାକର ବଂଶୀ ଶୁଣି ପୁଲକ ବହି

54
4.6

(ରାଗ-ମଙ୍ଗଳଗୁଜ୍ଜରୀ) ବିଭାକରବଂଶୀ ଶୁଣି ପୁଲକ ବହି। ବିଭା କର ଲଗ୍ନ ବୁଝି ବଶିଷ୍ଠେ କହି।୧। ବିନ୍ୟାସ କଲେ ସେ ବାଣୀ ସନ୍ଧ୍ୟାବସାନେ। ବସାଇବା ମଣ୍ଡପରେ କନ୍ୟା ସୁମନେ।୨। ବିଜନ ସ୍ଥାନରେ ବସି ବେନି ନୃପତି। ବିବିଧ ସମ୍ଭାର କରି ନଗ୍ର ...