pratilipi-logo ପ୍ରତିଲିପି
ଓଡିଆ

ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

4.3
742

ଭିକି ର ଆଖିରେ ଗୁଡା ହେଇଥିଲା ଗୋଟେ କଳା ପଟି  । ଦୀର୍ଘ ୧୨ଘଣ୍ଟା ହେଲାଣି ମାରୁତି ଭ୍ୟାନ୍ ଭିତରେ ତା’ର ଦୁଇ ହାତ ବନ୍ଧା ହେଇଛି ଓ  ଆଖିରେ ଗୁଡା ହେଇଛି କଳାପଟି । କିଛି ଲୋକ ତା’ର ଚାରି ପାଖରେ ବସି ହିନ୍ଦୀରେ କେତେ କଣ ସବୁ କଥା ହେଉଥିଲେ ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ
author
DEEPAK SARANGI

ମୁଁ ଦୀପକ ଷଡଙ୍ଗୀ । ପିତା : ଶ୍ରୀ ଧୀରେନ୍ଦ୍ର ନାଥ ଷଡଙ୍ଗୀ, ମାତା : ଶ୍ରୀମତୀ ଗୀତାଞ୍ଜଳି ଷଡଙ୍ଗୀ, ଜନ୍ମ:୨୫ଡିସେମ୍ବର୧୯୮୪, ବାସସ୍ଥାନ: କଟକ, ଶିକ୍ଷାଗତ ଯୋଗ୍ୟତା: ଔଷଧ ବିଜ୍ଞାନରେ ସ୍ନାତକୋତ୍ତର(M.Pharmacy) । ବର୍ତମାନ ମୁଁ ଓଡିଶାର ସ୍ଵନାମ ଧନ୍ୟ ଫାର୍ମାସୀ ମହାବିଦ୍ୟାଳୟ ବ୍ରହ୍ମପୁର ର ରୋଲାଣ୍ଡ୍ ଫାର୍ମାସୀ କଲେଜ୍ ରେ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟରତ । ଲେଖାଲେଖିର ଆଗ୍ରହ ଆରମ୍ଭ ହୋଇଥିଲା ୨୦୦୨ ମସିହାରୁ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକ ପଢୁଥିବା ସମୟରୁ । ବିଭାଗ ତରଫରୁ ବହରୁଥିବା ବାର୍ଷିକ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଉଥିଲା । ସେବେ ଠାରୁ ଲେଖି ଚାଲିଛି । କିଛି ଲେଖା ଦୈନିକ ଖବରକାଗଜ ଯେପରି ସମାଜ ଓ ସମ୍ବାଦରେ ମଧ୍ୟ ବାହାରିଛି । ଓଡିଶାର ପ୍ରଥମ ଇ-ପତ୍ରିକା ଆହ୍ଵାନ ଏବଂ ବେଦାନ୍ତୀ ରେ ମୋର ଲେଖା ପ୍ରାୟତଃ ପ୍ରକାଶିତ ହୋଇଥାଏ । ଲେଖାଲେଖି ବ୍ୟତୀତ ମୁଁ ଜଣେ ସଙ୍ଗୀତକାର(ଗୀଟାରିଷ୍ଟ୍) ମଧ୍ୟ । ମୋର ନିଜସ୍ଵ ଏକ ୟୁ ଟିଉବ୍(You Tube) ଚ୍ୟାନେଲ୍ ମଧ୍ୟ ଅଛି । ଯେଉଁଥିରେ ମୋର ୧୦୦ ରୁ ଉର୍ଦ୍ଧ ହିନ୍ଦୀ,ଓଡିଆ,ବେଙ୍ଗଲୀ ଆଦି ସିନେମା ଏବଂ ଆଲବମ୍ ର Guitar Instrumental ରହିଛି । ଯାହାର ଲିଙ୍କ୍ ମୁଁ ଏଠାରେ ଦେଉଛି https://www.youtube.com/user/sarangidipu/videos?view_as=subscriber ପ୍ରତିଲିପି ମୋ ଭଳି ଅନାମଧ୍ୟେୟ ପ୍ରତିଭା ମାନଙ୍କୁ ସେମାନଙ୍କର ଲେଖାକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବାରୁ , ମୁଁ ପ୍ରତିଲିପି ର ସମ୍ପାଦକ/admin ଙ୍କ ପାଖେ ଚିର କୃତଜ୍ଞ । ଈଶ୍ବରଙ୍କ ପାଖେ ଏତିକି କାମନା ଯେ ପ୍ରତିଲିପି ଏହି ପରି ନୂତନ ପ୍ରତିଭା ମାନଙ୍କୁ ଖୋଜି ଆଣି ଓଡିଆ ସାହିତ୍ୟକୁ ଏକ ନୂତନ ଦିଗ୍ ଦର୍ଶନ ଦେଉ ଏବଂ ଆଗାମୀ ଦିନରେ ଏହାର ଉତ୍ତୋରତ୍ତର ଉନ୍ନତି ସାଧନ ହେଉ । ଜୟ ଜଗନ୍ନାଥ !!!

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    26 ஆகஸ்ட் 2020
    Wah.. khub sundar galpa ti..
  • author
    satyanaraya panda
    20 மே 2020
    ବାଃ... ବହୁତ ହୃଦୟସ୍ପର୍ଶୀ
  • author
    Sharada Prasanna "ସିପୁନ"
    23 ஏப்ரல் 2020
    ବହୁତ ସୁନ୍ଦର କାହାଣୀ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    26 ஆகஸ்ட் 2020
    Wah.. khub sundar galpa ti..
  • author
    satyanaraya panda
    20 மே 2020
    ବାଃ... ବହୁତ ହୃଦୟସ୍ପର୍ଶୀ
  • author
    Sharada Prasanna "ସିପୁନ"
    23 ஏப்ரல் 2020
    ବହୁତ ସୁନ୍ଦର କାହାଣୀ