ବସନ୍ତ ର ଅଶାନ୍ତ ଯୌବନ ବହୁ ପ୍ରତୀକ୍ଷା ତିତିକ୍ଷା ର ଅନ୍ତ୍ ପରେ ବସନ୍ତ ଆସିଲା ତାର ଆଗମନେ ପ୍ରତିକ୍ଷିତ ଵିରହି ପ୍ରକୃତି ପ୍ରେମିକା ହସି ଉଠିଲା ପ୍ରକୃତି ର ସୁନେଲି ଓଠେ କୋଇଲି କୁହୁୁ କୂହୁ ଗାଇଲା ତାର ବକ୍ଷ ଦେଶେ ଝରଣା କୁଳୁ କୁଳୁ ...

ପ୍ରତିଲିପିବସନ୍ତ ର ଅଶାନ୍ତ ଯୌବନ ବହୁ ପ୍ରତୀକ୍ଷା ତିତିକ୍ଷା ର ଅନ୍ତ୍ ପରେ ବସନ୍ତ ଆସିଲା ତାର ଆଗମନେ ପ୍ରତିକ୍ଷିତ ଵିରହି ପ୍ରକୃତି ପ୍ରେମିକା ହସି ଉଠିଲା ପ୍ରକୃତି ର ସୁନେଲି ଓଠେ କୋଇଲି କୁହୁୁ କୂହୁ ଗାଇଲା ତାର ବକ୍ଷ ଦେଶେ ଝରଣା କୁଳୁ କୁଳୁ ...