
ପ୍ରତିଲିପିବନ୍ଦଇ ଦୀ(ଦି)ନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଇନ ଯେ । ବିଭୁ ଅନନ୍ତ-ଅଙ୍କ-ବିହାରୀ କର ପ୍ରତାପ ସାର ସଞ୍ଚରି ନିସାଚରଙ୍କ ଉଲ୍ଲାଶସ ହରି ପୂଜେ ସୁମନ ଯେ । ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ । ବଇକୁଣ୍ଠ-ପକ୍ଷକ-ଲୋକ ତୋଷିତ ଯେ । ବିକାଶ ଅଖଣ୍ଡିତ-ମଣ୍ଡଳେ ସିଂହଭାବରେ କ୍ରିଡ଼ିତ କାଳେ ଭବେ ତରଣି ହୋଇ ମଞ୍ଜୁଳେ ଗିରି ଉଦିତ ଯେ।୧। ବହିତ ଯେହୁ ରୋହିତମୁର୍ତ୍ତି ଶ୍ରୂ(ସୃ)ତି ରଞ୍ଜନକାରକ ଅତି, ହଂସ ହୋଇଣ ଯାହା ପ୍ରଶସ୍ତି ଅଛି ପ୍ରବର୍ତ୍ତି ଯେ। ବିରାଜ ରୂପ ଯାହାର ପୁଣି ଦ୍ୱିଜଚକ୍ର ଯା ଦର୍ଶନ ଗୁଣି, ଆତ୍ମଭୂପର ସଂସାରେ ଭଣି କି ଶୂଭ୍ରକିର୍ତ୍ତି ଯେ।...
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା
ରିପୋର୍ଟ୍ ର ସମସ୍ୟା