pratilipi-logo ପ୍ରତିଲିପି
ଓଡିଆ

ବାଲେଶ୍ୱରୀ ରାହାଜାନୀ

4.3
443

ରେଳ ତ କାଲିକା କଥା, କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ଉପଯୁକ୍ତ ବହୁଳ ଶଙ୍ଖବିଶିଷ୍ଟ ସମତଳ, ପରିଷ୍କୃତ ସଡ଼କଦାଣ୍ଡ ବିସ୍ତୃତ ଅଛି, ପୂର୍ବକାଳରେ ସେଥିରେ ଚିହ୍ନ ସୁଦ୍ଧା ବିଦ୍ୟମାନ ନ ଥିଲା । ସେ ସମୟରେ ବଙ୍ଗଦେଶୀୟ ବା ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ଫକୀର ମୋହନ ସେନାପତି (୧୩ ଜାନୁଆରୀ ୧୮୪୩ - ୧୪ ଜୁନ ୧୯୧୮) ୧୩ ଜାନୁଆରୀ ୧୮୪୩ ରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗାଆଁର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ରେବତୀର ଲେଖକ । ଫକିର ମୋହନ ସେନାପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢିଥିଲେ । ବ୍ୟାସକବି ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭବରେ ପରିଚିତ ।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    ranjit bhuyan
    24 अप्रैल 2020
    କିଛି ବନାନ ସଂଶୋଧନ ଆବଶ୍ୟକ ଆଉ କିଛି ଅଂଶ କୋଉଠୁ ପାଇବି
  • author
    Ranjan Naik
    28 दिसम्बर 2023
    ଫକୀର ମୋହନ ସେନାପତି କଣ ନିଜେ ପାଣ ମାନଙ୍କ ବିଷୟରେ ଲେଖିଛନ୍ତି ନା ଆପଣ ମନରୁ ଏମିତି ହୀନ ଭାବନା ରଖି ପାଣ ମାନଙ୍କ ବିଷୟରେ ଲେଖିଛନ୍ତି ଉତ୍ତର ଦିଅନ୍ତୁ 😡
  • author
    Purna chandra Patra
    20 जुलाई 2023
    Bahut kichhi janibaku milla. Byasakabinku koti koti pranam.🙏🙏🙏🙏🙏🙏🙏
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    ranjit bhuyan
    24 अप्रैल 2020
    କିଛି ବନାନ ସଂଶୋଧନ ଆବଶ୍ୟକ ଆଉ କିଛି ଅଂଶ କୋଉଠୁ ପାଇବି
  • author
    Ranjan Naik
    28 दिसम्बर 2023
    ଫକୀର ମୋହନ ସେନାପତି କଣ ନିଜେ ପାଣ ମାନଙ୍କ ବିଷୟରେ ଲେଖିଛନ୍ତି ନା ଆପଣ ମନରୁ ଏମିତି ହୀନ ଭାବନା ରଖି ପାଣ ମାନଙ୍କ ବିଷୟରେ ଲେଖିଛନ୍ତି ଉତ୍ତର ଦିଅନ୍ତୁ 😡
  • author
    Purna chandra Patra
    20 जुलाई 2023
    Bahut kichhi janibaku milla. Byasakabinku koti koti pranam.🙏🙏🙏🙏🙏🙏🙏