pratilipi-logo ପ୍ରତିଲିପି
ଓଡିଆ

ଅସଂପୂର୍ଣା

1371
4.5

ବ୍ୟଗ୍ର ହୋଇ ପଡୁଥିଲା ଶିଶୁ ଟି ,ଅନ୍ଧାର କୋଠରୀ ଭିତରୁ ବାହାରି ଝରକା ସେପାଖର ନୂଆ ଦୁନିଆ ଦେଖିବାକୁ। ସତେ ଯେପରି ଅନ୍ଧାର ରେ ରହି ରହି ସେ ଭୟ ପାଇଗଲାଣି ।ବ୍ୟାକୁଳ ହେଉଥିଲା ସେ ବାହାର ଦୁନିଆର ଉଜ୍ଜଳତା କୁ ଅନୁଭବ କରିବାକୁ ,ଝରଣାର ...