pratilipi-logo ପ୍ରତିଲିପି
ଓଡିଆ

ଏ ପ୍ରତୀକ୍ଷା ହେଉ ଶେଷ

5
20

ଏ ପ୍ରତୀକ୍ଷା ହେଉ ଶେଷ                  ବି. ନିରୁପମା ସେଦିନ ଗୋପନେ କହିଥିଲ ମୋତେ ଭେଟ ହେବ ଆଜି କୁଞ୍ଜେ , ବାହାନା କରି ମୁଁ ବାହାରି ଆସିଲି ତରତରେ ମୁହଁ ସଞ୍ଜେ । ସଖୀଶ୍ରେଣୀ ମୋତେ ସାଜି ଦେଲେଣି ହେ କେତେବେଳୁ ପରା ଏଠି , ଖୋସା ...

ଏବେ ପଢନ୍ତୁ
ଲେଖକଙ୍କ ବିଷୟରେ

ମୌଳିକ କାହାଣୀ ଆଉ ମନଛୁଆଁ କବିତା ହିଁ ବି. ନିରୁପମାଙ୍କ ସଂକ୍ଷିପ୍ତ ପରିଚୟ। ବିଭିନ୍ନ ପତ୍ରପତ୍ରିକାରେ ସେ ନିୟମିତ ଲେଖନୀ ଚାଳନା ଜାରି ରଖିଛନ୍ତି। ପ୍ରକାଶିତ ପୁସ୍ତକ: ଆଶା (୨୦୦୮) - ଶିଶୁ- କିଶୋର ସଂକଳନ। ମାଣିକଟିଏ (୨୦୧୦)- ଶିଶୁ କବିତା ସଂକଳନ। ବାରଟି କାହାଣୀ (୨୦୧୦)- କିଶୋର ଗଳ୍ପ ସଂକଳନ। ସାବାସ ମିଲକା (୨୦୧୬)- କିଶୋର ଉପଯୋଗୀ ମୌଳିକ ଗଳ୍ପ ସଂକଳନ। କବିତାମାଳା (୨୦୧୮)। ଷାଠିଏଟି କବିତାଟି ସମାହାର। ଭକ୍ତି ନୈବେଦ୍ୟ (୨୦୧୯)- ଭାବପୂର୍ଣ ୧୦୪ଟି ଜଣାଣ। ଭକ୍ତି ଅର୍ଘ୍ୟ (୨୦୨୦)- ୧୦୮ଟି ଭକ୍ତିପୂତ ଗୁରୁବନ୍ଦନା ବିଜୟିନୀ (୨୦୨୧)- ଷାଠିଏଟି ପ୍ରେରଣାଦାୟୀ କବିତାର ସମାହାର ସମ୍ମାନ: ଆଶା, ମାଣିକଟିଏ, ବାରଟି କାହାଣୀ ଓ ସାବାସ ମିଲକା ପୁସ୍ତକଗୁଡିକ ରାଜା ରାମ ମୋହନ ରାୟ ଲାଇବ୍ରେରୀ ଫାଉଣ୍ଡେସନ ଦ୍ଵାରା ଉଚ୍ଚକୋଟୀର ବିବେଚିତ ହୋଇ ଅନୁଦାନପ୍ରାପ୍ତ ପଠାଗାରମାନଙ୍କୁ ଯୋଗାଇ ଦିଆଯାଉଛି। ନିଜ ସୃଷ୍ଟି ସମ୍ଭାର ନିମନ୍ତେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ଲେଖିକା ସମ୍ବର୍ଦ୍ଧିତ ହୋଇଛନ୍ତି।

ରିଭିୟୁ
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    ରାଣାପ୍ରତାପ ରାୟ
    05 ജൂണ്‍ 2020
    nice
  • author
    ସଂ ଭୂ
    09 ജൂണ്‍ 2020
    କବିତାଟି ବହୁତ ଭଲ ଲାଗୁଛି।
  • author
    dadhichi foundation
    08 ജൂണ്‍ 2020
    Wonderful poem. Excellent.
  • author
    ଆପଣଙ୍କ ରେଟିଙ୍ଗ୍

  • ସବୁ ରିଭିୟୁ
  • author
    ରାଣାପ୍ରତାପ ରାୟ
    05 ജൂണ്‍ 2020
    nice
  • author
    ସଂ ଭୂ
    09 ജൂണ്‍ 2020
    କବିତାଟି ବହୁତ ଭଲ ଲାଗୁଛି।
  • author
    dadhichi foundation
    08 ജൂണ്‍ 2020
    Wonderful poem. Excellent.