Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଜୀବନ କୁ ନେଇ ତ କାହାଣୀ ଅନେକ।କିଛି କହିହୁୟେ ଆଉ କିଛି ଚୁପ୍ ରହି ସହିବାକୁ ପଡ଼ିଥାଏ।ନିଜ ଇଛା ଆଉ ଖୁସି କୁ କେବେ ଜଳାଞ୍ଜଳି ଦେଇ ,ଆଉ କେବେ ସମାଜ ,ପରିବାର ର ନାଲି ଆଖିକୁ ଡରି।ନାରୀ ଟେ ଚୁପ୍ ରହିଥାଏ।କାହିଁକି ନା କିଏ କୁହେ ସେ ...
ଅଭିଶପ୍ତ ମଣିଷ ( ଧାରାବାହିକ ) ପାରିବାରିକ କାହାଣୀ. ଭାଗ -୧ (ପ୍ରଥମ ) ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି କାହାଣୀ ଆଶିର୍ବାଦ :ଶ୍ରୀଶ୍ରୀ ରାଧାରାଣୀ XXX XXX XX ଶ୍ରୀକୃଷ୍ଣ ଗୋବିନ୍ଦ ...
ଗଳ୍ପ ର ଶୀର୍ଷକ:- ତୁମେ ନାରୀ ନୁହଁ ତୁମେ ନାରାୟଣୀ ଗାଳ୍ପିକ- ଡକ୍ଟର ସନ୍ତୋଷ କୁମାର ରାଉତ, ଓ ଇ ଏସ-୧ ଅଧ୍ୟାପକ, ରାଜନୀତି ବିଜ୍ଞାନ ବିଭାଗ ଫକୀର ମୋହନ ମହାବିଦ୍ୟାଳୟ, ବାଲେଶ୍ଵର "ନାରୀ ଶକ୍ତି ହେଉଛି ବିଶ୍ଵ ଶକ୍ତି। ନାରୀ ...
ଭାରତର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମକ ଏକ ନଗରୀ ଥିଲା । ଏହି ନଗରୀର କେନ୍ଦ୍ରସ୍ଥଳରେ ଏକ ବିରାଟ ବୃକ୍ଷ ଥିଲା । ସେହି ବୃକ୍ଷଟି ନାନା ଜାତିର ଫଳ, ଫୁଲରେ ପୂରି ଉଠିଥିଲା । ସେହି ବୃକ୍ଷରେ ମଧ୍ୟ ନାନାଦି ଜାତିର ପକ୍ଷୀ ବସା ବାନ୍ଧି ...
ହରିଣ ନଦିଏ ଧରା ଦଉଡନା ବଡ ଖରା l ଛବି ବହି କିଣି ଆଣ ଭଲ ପାଣି କର ପାନ l ପେପର ପେପେର, କହି ପକାଇଦେଇ ପେପେର ଵାଲା ଚାଲିଗଲା l ଅଧା ପଢିଥିବା ବର୍ଣ୍ଣବୋଧ ବହି କୁ ରଖିଦେଇ ଦୌଡିଲା ରାଜୁ ଗେଟ ପାଖକୁ, ଆଉ ...
“ "ପଠାନ ମରେଇ ଦେଲା ରେ .... “ ସପ୍ତାହନ୍ତ ହାସ୍ୟ କାହାଣୀ ଟିଏ , ହିନ୍ଦୀ ରୁ ଭାବାନୁବାଦିତ ଉପସ୍ଥାପନା : ପାର୍ଥ ପଠାନ ତାର ଶଗଡ ରେ ଧାନ ବୋଝେଇ କରି ସହର କୁ ଯାଉଥିଲା ଗୋଦାମ ରେ ଦେବା ପାଇଁ । ବାଟ ରେ ଗୋଟିଏ ଅପନ୍ତରା ଜାଗା ରେ ...
ମୁଖାରେ ମୁଖାରେ (ସତ୍ୟ ଲଘୁକଥା) - ଇଂ ଚକ୍ରଧର ମହାନ୍ତ ହଠାତ୍ ମୋର ଜନୈକ ବନ୍ଧୁଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଆଶ୍ଚର୍ଯ୍ୟ ହେବାର କାୟଣ ଥିଲା ସେ ରାଜଧାନୀର ଏକ ତୃତୀୟ ତାରକା ହୋଟେଲରୁ ବାହାରି ଆସୁଥିଲେ, ଯାହାକି ମୋର କଳ୍ପନାତୀତ ...
ହାଲୁକା-ଫୁଲୁକା ଗଳ୍ପ-8 ପତ୍ନୀ ସମ୍ମୋହନ ମନ୍ତ୍ର ଡକ୍ଟର କୃତ୍ତିବାସ ନାୟକ ହୟଗ୍ରୀବ ବାବୁ ଜଣେ ସଚ୍ଚା ସାହିତ୍ୟ-ସଂସ୍କୃତି ପ୍ରେମୀ ମଣିଷ | କଥା କଥାକେ ସେ ଓଡ଼ିଶାର ବିଶିଷ୍ଟ କବି-ଲେଖକଙ୍କର ମହତବାଣୀକୁ ଆବୃତ୍ତି କରି ପକାନ୍ତି | ...
ଭାବାନ୍ତ ରେ କର୍ଣ୍ଣ ଏ ଆର୍ଯ୍ୟାବର୍ତ୍ତ ର ଗାରିମାମୟ ଇତିହାସ ର ପୃଷ୍ଠା ସବୁ କୁ ଅଵଲୋକନ କଲେ ସେଥିରେ ମହାଭାରତ ଯୁଦ୍ଧର ସ୍ଥାନ ନେଲାଭଳି କୌଣସି ଯୁଦ୍ଧ ହୋଇଥିବାର ପରିଲିକ୍ଷିତ ହୁଏ ନାହିଁ । ମହାଭାରତ ର ସ୍ତ୍ରୀ ପର୍ଵ ଅନୁସାରେ , ଅଠର ...
ନ୍ୟାୟୀକ ବ୍ୟବସ୍ଥା ବନାମ ସାମାଜିକ ପ୍ରତିବଦ୍ଧତା-ମୋ ଅନୁଭୂତି ( ଏକ ସତ୍ୟ ଘଟଣା ଉପରେ ଆଧାରିତ ) ଆମ ଦେଶର ପ୍ରଚଳିତ ନ୍ୟାୟୀକ ବ୍ୟବସ୍ଥାରେ ଭରସା ରଖୁଥିବା ଲୋକମାନଙ୍କ ମଧ୍ୟରୁ ମୁଁ ଜଣେ l ତେବେ ଏହି ଅଦାଲତୀ ପ୍ରକ୍ରୀୟା ଯେ ...
କୋରୋନା ସେଦିନ ଥିଲା ୨୪ ଫେବୃୟାରୀ, ସୋମବାର|first semestar ପରେ second semester ର ସେଇଟା ଥିଲା ପ୍ରଥମ କ୍ଲାସ|ମତେ ଏଇ ନୂଆ ପାଠ୍ୟକ୍ରମ ଆରମ୍ଭର ପ୍ରଥମ କ୍ଲାସ ବହୁତ ଭଲ ଲାଗେ|ସେଇ ଦିନ ମାନଙ୍କରେ ମୁଁ ଏକଦମ୍ ଛୋଟ ପିଲା ଭଳି ...
ଜଣେ ସହିଦଙ୍କ ଆତ୍ମାର କୋହ..... -------------------------------------------------------------------- ( କାହାକୁ ଆକ୍ଷେପ କିମ୍ୱା କାହାର ସମ୍ନାନହାନୀ କରିବା ମୋର ଏହି ଲେଖାର ଉଦ୍ଦେଶ୍ଯ ନୁହେଁ l କେବଳ ଯାହା ହୃଦୟଙ୍ଗମ କରିଛି ...
ସତରେ କିଛି ସୃତି ଏମିତି ଥାଏ ଯାହାକୁ ଭୁଲିବାକୁ ଚାହିଁଲେ ବି ଭୁଲି ହୁଏନି, ମୋ ଜୀବନର ଆଦର୍ଶ ମୋ କଲେଜ ର ମାଡାମ ସୁଚିତ୍ରା ଦେବୀ, ସଫଳତlର ଉଚ ସ୍ଥାନକୁ ଛୁଇଁ ଥିଲେ ବି ସେ ନିଜକୁ ଗୋଟେ ସାଧାରଣ ମଣିଷ ଟିଏ ଭାବନ୍ତି ଓ ନିଜ ସ୍ଟୁଡେଣ୍ଟ ...
ବାପ ଛେଉଣ୍ଡ କୁନି ଝିଅଟିଏ | ନାଁ ତାର ସୁମି | କିନ୍ତୁ, କେହି ତାକୁ ସୁମି ଡାକନ୍ତିନି | କାହିଁକି ନାଁ ସେ ସବୁବେଳେ ହୁଣ୍ଡୀ ଭଳି ହୁଏ ବୋଲି ତାକୁ ଗାଆଁ ଲୋକେ ହୁଣ୍ଡୀ, ହୁଣ୍ଡୀ ଡାକନ୍ତି | ଗୋଲ ମୁଁହ, ଖିଲି ...
ସତରେ ଅତୀତ କେବେ ଫେରି ଆସନ୍ତା କି ! ହଁ କିନ୍ତୁ ଭାବନା ବର୍ତ୍ତମାନର ଥାଆନ୍ତା ଆଉ ଅତୀତ ଫେରି ଆସନ୍ତା ! ସତରେ କେଡେ ବଢିଆ ହୁଅନ୍ତା । ଅତୀତର ସ୍ମୃତି ସତରେ ମନେ ପକେଇବି ବାକି ଜୀବନ ଜୀଇଁ ହୁଏ । ଅତୀତର କିଛି ସୁଖଦ ...