Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ପ୍ରଭାତ କୁମାର ସାହୁ ଆମ ଜାତିର ପିତା ମହାତ୍ମାଗାନ୍ଧୀ ତାଙ୍କର ନୀତି ଅହିଂସା ଇଂରେଜମାନେ ଚାଲିଗଲେ ଛାଡି ଦେଲେ ଦେଶ କାରି ତାଙ୍କ ପ୍ରଶଂସା l ଅମର ଅଛି ଗୋଟେ ଜାତୀୟ ଖେଳ ହକି ଅଟେ ନାଁଟି ତା’ର ଦେଖିଛି ଦୁନିଆ ଆମ ଖେଳ କୌଶଳ ...
କାଳିଆ, ବରଷ କୁ ଥରେ ତୋ ବଡ଼ ଦାଣ୍ଡ ରେ ଭକତ ଙ୍କୁ ଦେଖା କରୁ, ରତନ ବେଦୀ ରୁ ଓହ୍ଲାଇ ଆସି ତୁ ଗଜ ବେଶ ତୋର ଧରୁ। ଶତ ଆଉ ଆଠ କଳସୀ ର ଜଳେ ମହା ସ୍ନାନ ତୋର ସାରି, ଅଣସର ଘର ଅଭିମୁଖେ ଯାଉ ଭାଇ ଭଉଣୀ ଙ୍କୁ ଧରି। ଏତେ ପାଣି କାଇଁ ଗାଧେଇଲୁ ଧନ ...
ଆର୍ତ୍ତ ଚିତ୍କାର ମନର ସପନ ମନରେ ମାରିଲି ହେଲି ମୁଁ ଆଜି ମଳିନ ମାତୃତ୍ବ କୁ ମୋର ବିଦାରି ଦେଲି ରଖି ତବ ସ୍ନେହର ମାନ।। ଧାଇଁ ଆସିଥିଲି ଅବେଳାରେ ଆଜି ଆହାର କରି ସନ୍ଧାନ ଭକ୍ଷକ ସାଜିଲ ଆହେ ମାନବ କପଟେ ହୋଇଣ ନିଲୀନ।। ଜାଣି ନ ଥିଲି ଗୋ ...
କପିଳା ବୋଲିଣ ଗାଈ ସେ ସଦା ସର୍ବଦା ଯୁବା । ଷଡ଼ମୁଖ ତିନିଲୋଚନ ଏକ ପାଦରେ ଉଭା । ଭଲା ବିପରୀତ ଗାଈ ସେ ଲାଞ୍ଜ ବାଟେ ଚରଇ । ମୁଖ ବାଟେ ତାର ମଳ ଯେ ଚକ୍ଷୁ ବାଟେ ପ୍ରସଇ । ଧବଳ ମୂରତି ଗାଈ ସେ ତାର ନାମଟି ହୀରା । ସଦଗୁରୁ ସେବା କଲେ ତୁ ଭେଦ ...
(@ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ସୌଭାଗ୍ୟ ନଗର ,ଭୁବନେଶ୍ବର ) **💐🙏😊** 😊🌹🍃🌷🍂🌹😊 (@ Jyotsna prusty , BBSR) ଖିଲିଖିଲି ହସେ ଫୁଟା କନିଅର , ହଳଦୀରେ ଗୁରୁଗୁରୁ । ସବୁଜ ପତର ପାଟଶାଢ଼ୀ ତା'ର , କାନି ଉଡ଼େ ଫୁରୁଫୁରୁ ।।(୧) ...
ପ୍ରସଙ୍ଗ:-ମାତୃଶକ୍ତି ନିବେଦିତା ମହାପାତ୍ର ଯା' ପାଦ ତଳେ ରହିଛି ମୋର ଚାରିଧାମ କିଏ ବା ପାରିବ ହୋଇ ଜଗତେ ତା' ସମ ବସୁନ୍ଧରା ପରି ସର୍ବଂସହା ସେହି ନାରୀ ଜନମ ଦେଇଛି ଦଶମାସ ଗର୍ଭେ ଧରି ନିଜ ରକତ ନିଗାଡି କରିଛି ପାଳନ ତା' ପାଇଁ ମିଳିଛି ଏଇ ...
ମଝି ପୃଷ୍ଠା ----- 5 -------------------- ନିଜକୁ ନିଜେ ଅନେକ ଥର କହୁଥିବାର ଶୁଣିଛି ଆରେ ଧୀରେ କହ କାଂଥ ର ବି ପରା କାନ ଅଛି ବିନା ଉଚ୍ଚାରଣ ର ଅବ୍ୟକ୍ତ ଭାଷା କୁ ଚଟପଟ ଵୁଝି ପାରେ ଆକାର ପାଇନଥିବା ଭଙ୍ଗା ଶବ୍ଦ ଆଉ ଟୁକୁଡା ...
କଳାର କଳଙ୍କ ପିନ୍ଧିବା ପରେ ମୁଁ ନିନ୍ଦାର କାହାଣୀ ଶୁଣିଛି ଛଳନାର ବୋଝ ଭାରି ଭାରି ଲାଗେ ତଥାପି ଏମିତି ବଞ୍ଚିଛି। କଳା କଉଶଳ ଦୋଷକୁ ଲୁଚାଇ ମତେ କରିଦେଲ ଦୋଷୀ ମଥା ପାତି ମୁଁ ଯେ ନୀରବେ ସହିଛି ପାରୁନାହିଁ ଆଜି ହସି ତୁମରି ଦୋଷକୁ ଆଜୀବନ ...
ଶ୍ରୀମତୀ ଜ୍ୟୋତ୍ସ୍ନା ପୃଷ୍ଟି ,ୟୁନିଟ-୮,ସୌଭାଗ୍ୟନଗର ,ଭୁବନେଶ୍ବର) ******* ୟତମା 💕 🌹 😊🌹💕(୧୩୨୯)🌹💕😊 ତୁମ ପାଇଁ ମୁଁ ଲେଖିଲି ଗୀତ , ତୁମରି ଛାୟା ହୋଇଛି ମିତ । ତୁମ ହୃଦୟ ବୀଣା ସଙ୍ଗୀତ , ଶୁଣାଏ ସତେ ମଧୁ ଅମୃତ ।।(୧) ...
କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ଆଲୋକିତ ରଥ-ଚକ୍ର-ଘର୍ଘର-ଶବଦେ ପୁଲକିତ ହୁଏ ତବ ହୃଦ,ରୋମାଂଚିତ ହୋଇଉଠେ ତନୁ,ମାନସ-ସଲିଳ ପରେ ନୃତ୍ୟ କରେ କୁତୂହଳେ ପ୍ରଣୟର ଢେଉ, ବାଜିଉଠେ ତନ୍ତ୍ରୀ-ତାରେ କେତେ ନବ ତାନେ ଛନ୍ଦ-ଲୟେ ଭୈରବୀର ଆବାହନ ...
ରାଗ-କେଦାର ଗୌଡା ଭଙ୍ଗୀ ଚାହାଁ, ଭୁରୂନୀଳଭୁଜଙ୍ଗୀ-ଭ୍ରମର, ଜୀବସଙ୍ଗୀ(ପଦ) ଭାଗ୍ୟ ଏ ଜନଆଖି,ଜନନରଟି ସଖି, ଜାଣରେ, ଭରମି ନ ଯା ତୁ ମନ୍ନଥ-ବାଣରେ, ଭୁଜପାଣିକୁ ଛନ୍ଦି ମୋ ଗଳେ,ଭିଡେ ପଦକଞ୍ଜ ଖଞ୍ଜ ଧରଣୀ ତଳେ, ଭୂମଣ୍ଡନା ରେ, ଭଲା ମାନୁଛି ଦେଖ ...
ମହାସ୍ମୀତା ଚନ୍ଦ୍ରମା ଦେହରେ କଳଙ୍କ ଥାଏତ ସେଥିପାଇଁ ସେ ସୁନ୍ଦର ବସନ୍ତ ପବନେ ବିଭୋରତା ଥାଏ ମଳୟ ନାମଟି ତାର ଅଭିସାରିକାର ଅଭିମାନ ପାଇଁ ପ୍ରିତୀ ଭରା ସମୀରଣ ଲକ୍ଷେ ଫୁଲରେ ବସିଲେ ମଧୁପ କରେନି ମଧୁ ଗୁଞନ ଅଭିମାନୀନିର ଚନ୍ଦ୍ରପୁରେ ଦେଖ ...
ଗୋକୁଳାନନ୍ଦ ଧଳ ଦୁନିଆ ମଞ୍ଚରେ ଏଇ ନାଟକରେ ପ୍ରିୟା ତୁମ ହାତ ଧରି ତୁମରି ସାଥିରେ ନାୟକ ସାଜି ମୁଁ ଯିବି ଅଭିନୟ କରି । ଚାଲୁଥିବ ତୁମେ ଚାଲୁଥିବି ମୁହିଁ ଦେଖୁଥିବି ତୁମ ମୁହଁ ହସରେ ତୁମର ହସ ମିଶାଇବି ତୁମରି ଲୁହରେ ଲୁହ । ଆମ ସୁଖ ଆଉ ଆମ ...
ରୋମାଣ୍ଟିକ କବି ମାୟାଧର ମାନସିଂହ ଯେଉଁଦିନୁ ଏ କୁଟୀରେ ବଧୂ ଆଗମନ କଲ୍ୟାଣ ଉଠୁଛି ଫୁଟି; ଯୁଗଳ ଜୀବନ ପଦେ ପଦେ ଦାରିଦ୍ର୍ୟରୁ ଆଣୁଛି ନିଗାଡ଼ି ପରମ ଆନନ୍ଦ-ରସ ।ପ୍ରିୟା ଆଣେ କାଢ଼ି ଦିନର ପ୍ରତ୍ୟେକ କର୍ମୁ ସମ୍ଭୋଗ-ସମ୍ଭାର ...